Latest Odisha News

BREAKING NEWS

ଆଗାମୀ ଦିନରେ ଆହୁରି ବଢିବ ପିଆଜ ଦର: ମନ୍ତ୍ରୀ

ଭୁବନେଶ୍ୱର: ଏବେ ଓଡ଼ିଶାରେ ପିଆଜ ଦର ଆକାଶଛୁଆଁ ହୋଇଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ଚେତାବନୀ ଦେଇ କହିଛନ୍ତି ଆଗକୁ ପିଆଜ ଦର ଆହୁରି ବୃଦ୍ଧି ପାଇବ । ଗଣମାଧ୍ୟମକୁ ସୂଚନାଦେଇ ଖାଦ୍ୟ ଯୋଗାଣ ଓ ଖାଉଟୀ ସୁରକ୍ଷା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପଡ଼ୋଶୀ ଆନ୍ଧ୍ର ପ୍ରଦେଶ,…

ଆଉଥରେ ବଧୂ ସାଜିବେ ଏହି କପୁର କନ୍ୟା !

ମୁମ୍ବାଇ: ନବେ ଦଶକର ସୁପରହିଟ ଅଭିନେତ୍ରୀ କପୁରକନ୍ୟା କରିସ୍ମା କପୁରଙ୍କୁ ନେଇ ଶୁଣିବାକୁ ମିଳିଛି ଏକ ନୂଆ କଥା । ବି-ଟାଉନରୁ ଖବର ଆସିଛି ଯେ, ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କରିସ୍ମା । ତେବେ ବହୁତ ପୂର୍ବରୁ କରିସ୍ମା କପୁର ବାଲିଉଠାରୁ ଦୂରେଇ ଯାଇଥିବା ବେଳେ,…

ପ୍ରଦୂଷଣ ରୋକିବାକୁ ବିଶ୍ୱପ୍ରସିଦ୍ଧ ‘ତାଜମହଲ’ରେ ଲାଗିଲା ଏୟାର୍ ପ୍ୟୁରିଫାୟର୍

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଏବେ ପ୍ରଦୂଷିତ ବାୟୁରେ କବଳିତ । ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ଏବେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱପ୍ରସିଦ୍ଧ ତାଜମହଲ ପରିସରରେ ଦୁଇଟି ଏୟାର୍ ପ୍ୟୁରିଫାୟର ସଂଯୋଗ…

ନିର୍ଭରଯୋଗ୍ୟ ଗୋବର ନିର୍ମିତ ଜାଳେଣୀ; ଜାଣନ୍ତୁ ଓଡ଼ିଶାର କେଉଁଠି ହେଉଛି ତିଆରି…

ଭୁବନେଶ୍ୱର: ଆପଣମାନେ ଗଛରୁ ବାହାରୁଥିବା କାଠ ସମ୍ପର୍କରେ ତ ଜାଣିଥିବେ କିନ୍ତୁ ଗୋବରରେ ତିଆରି କାଠ କଥା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ଯାହା ଏକପ୍ରକାର କାଠର ଭ୍ରମ ସୃଷ୍ଟି କରିଥାଏ। ଏଭଳି ଏକ ଅଭିନବ ପଦକ୍ଷେପ ନେଇଛନ୍ତି କଟକ ନୂଆବଜାର ସ୍ଥିତ ଗୋ-ଶାଳା କର୍ତ୍ତୃପକ୍ଷ ।…

ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ‘ଘୁବୁକୁଡୁ’

ସମ୍ବଲପୁର: ପଶ୍ଚିମ ଓଡିଶାର ସଂସ୍କୃତି ଉପରେ ଆଧାରିତ ଲଘୁ ଫିଲ୍ମ ‘ଘୁବୁକୁଡୁ’ ଖୁବଶୀଘ୍ର ପ୍ରଦର୍ଶିତ ହେବାକୁ ଯାଉଛି ଦୁଇଟି ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ । ସୁଶାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଫାଷ୍ଟ-ଟାଇମ୍ ଫିଲ୍ମମେକର୍ ସେସନ୍ (ୟୁକେ) ଓ ସର୍ଟ ଲଙ୍ଗ ୱାର୍ଲ୍ଡ…

ପ୍ରବଳ ବର୍ଷା ଆଶଙ୍କା, ୧୫ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ତଥା ବର୍ଷା ସ୍ଥିତିକୁ ନେଇ ସତର୍କ ରହିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଙ୍ଗଳବାର ଦିନ ଆଲର୍ଟ ଜାରି କରାଯାଇଛି । ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର…

ଆସନ୍ତା ୩୬ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଅବପାତ !

ଭୁବନେଶ୍ୱର/ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଏହା ଧିରେ ଧିରେ ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଆଇଏମଡିର…

‘ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ’ ପାଇଲେ ଓଡିଆ ପୁଅ ଶ୍ରୀତମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରମପୁର ଗ୍ରାମର ମୂଳ ବାସିନ୍ଦା ଶ୍ରୀତମ କୁମାର ସେଠୀ ଫଟୋଗ୍ରାଫିରେ ଅନ୍ତର୍ଜାତୀୟ ପୁରସ୍କାର ଜିତିଛନ୍ତି । ନିକଟରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଇଭେଣ୍ଟ ଫଟୋଗ୍ରାଫର ଅଫ୍ ଦ ଇୟର’ରେ ସେ ସମ୍ମାନିତ ହୋଇଛନ୍ତି । ଏଥିସହିତ ପୁରସ୍କାର ରାଶି…

ଡୋପ୍ ଟେଷ୍ଟରେ ଧରାପଡିଲେ କେ. ରବି କୁମାର; ନାଡା ପକ୍ଷରୁ ୪ବର୍ଷ ବାସନ୍ଦ

ଭୁବନେଶ୍ୱର: ଓଡିଶାର ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରିପଡିଛନ୍ତି । ନାଡା ପକ୍ଷରୁ ତାଙ୍କୁ ପାଖାପାଖି ୪ ବର୍ଷ ଲାଗି ବାସନ୍ଦ କରାଯାଇଛି । ଏନେଇ ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପକ୍ଷରୁ ଏନେଇ ସୂଚନା ମିଳିଛି । ଯାହାଫଳରେ ୨୦୨୦ ଟୋକିଓ ଅଲମ୍ପିକ ଖେଳିବାରୁ…

ଆଜି ଅଁଳା ନବମୀ: ପୂଜାବିଧି ସହ ଜାଣନ୍ତୁ ଏହାର ଉତ୍ପତ୍ତି କାହାଣୀ

ଭୁବନେଶ୍ୱର: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବେ ପାଳନ କରାଯାଏ । ଏହି ଦିନ ଅଁଳା ଗଛର ପୂଜା କରାଯାଏ । ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ମହିଳାମାନେ ସନ୍ତାନ ପ୍ରାପ୍ତି…