Latest Odisha News

ଅଭିଯୋଗ ନଶୁଣିବାରୁ ପୌର ପରିଷଦ କାର୍ଯ୍ୟାଳୟରେ ଆବର୍ଜ୍ଜନା ଗଦା କଲେ ସ୍ଥାନୀୟ ଲୋକ

ଯାଜପୁର: ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟରେ କୁଢ କୁଢ ଅଳିଆ ଆବର୍ଜ୍ଜନା । କାଲିଯାଏଁ ସଫାସୁତୁରା ଥିବା ଏହି ସରକାରୀ କାର୍ଯ୍ୟାଳୟରେ ଆଜି ହଠାତ ଏ ଅଳିଆ କେଉଁଠୁ ଆସିଲା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୌରପରିଷଦ କାର୍ଯ୍ୟାଳୟରେ ଏହି କୁଡ଼ କୁଡ଼ ଆଳିଆ ଜମା କରିଛନ୍ତି…

କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍ ପଡିଲା ‘ପାଟଣାଗଡ଼’

ଭୁବନେଶ୍ବର: କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର 'ପଟଣାଗଡ଼' ଏଥିରୁ ବାଦ୍ ପଡିଛି । ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ । ‘ପାଟଣାଗଡ଼’ ୨୫ତମ କୋଲକାତା ଅନ୍ତର୍ଜାତୀୟ…

କିପରି ‘ଅଡ଼ିଓ ଟିପ୍ସ’ରୁ ଚାଷ ଜାଣି ଚାରିଗୁଣା ଆୟ ବୃଦ୍ଧି କରିପାରିଲେ ଏହି ଚାଷୀ, ଜାଣନ୍ତୁ…

ଦେବଗଡ଼: ଦେବେନ୍ଦ୍ର କୁମାର ଧଳ, ଏ ହେଉଛନ୍ତି ଦେବଗଡ଼ ଜିଲ୍ଲାର ଏବେ ଅଧିକ ଆୟ କରୁଥିବା ଜଣେ ସଫଳ ଚାଷୀ । ଏହି ସଫଳ ଚାଷୀ ଜଣକ ତାଙ୍କର ଥିବା ମାତ୍ର ୪ ଏକର ଚାଷଜମିରୁ ଚଳିତ ବର୍ଷ ୨ ଲକ୍ଷ ଟଙ୍କାରୁ ଅଧିକ ଆୟ କରିବା ନିଶ୍ଚିତ ହୋଇଥିବା ଜାଣି ଏବେ ସେ ବେଶ୍ ଖୁସି ଅଛନ୍ତି । ଦେବଗଡ଼ ଜିଲ୍ଲା…

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ଛାତ୍ରୀ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସ୍ଥିତ ନୂଆପଡା ନିକଟରେ ବୁଧବାର ଦିନ ଏକ ସ୍କୁଲ୍ ଭ୍ୟାନ୍ ରାସ୍ତାକଡରେ ଥିବା ପୋଖରୀକୁ ପଶିଯିବା ଫଳରେ ଜଣେ ଛାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଏକ ସ୍କୁଲ ଭ୍ୟାନ୍ ପ୍ରାୟ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନୂଆପଡା ସ୍ଥିତ…

ପୃଥିବୀ ତାତୁଛି…

ବିଲୁପ୍ତି ବିପ୍ଳବ ପୃଥିବୀ ତାତୁଛି... ସୁଦର୍ଶନ ଦାସ ଅଷ୍ଟ୍ରେଲିଆ ଓ ଇଟାଲୀ ସୀମାନ୍ତରେ ଥିବା ଆଲପସ୍ ପର୍ବତମାଳାରେ ସ୍କେଟିଂ କରୁଥିବା ବେଳେ ଦଳେ ଖେଳାଳି ୧୯୯୧ ମସିହାରେ ଗୋଟିଏ ମଣିଷ ଶବକୁ ଆବିଷ୍କାର କଲେ । ଶରୀର ଏବଂ ଜୀବ ବିଜ୍ଞାନୀମାନେ ଜାଣିବାକୁ ପାଇଲେ ଯେ ଏହି ଶବଟି ୫,୦୦୦ ବର୍ଷ…

ଠିକା ଚାକିରି

ଠିକା ଚାକିରି ଜ୍ୟୋତି ପ୍ରକାଶ ମହାପାତ୍ର ‘ତୃପ୍ତି’ ବୋଲି ପ୍ରକଳ୍ପଟେ ୮-୧୦ ବର୍ଷ ତଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ । ପଂଚାୟତିରାଜ ବିଭାଗ ଅଧୀନରେ । କାମ ଥିଲା- ମହିଳା ସଶକ୍ତିକରଣ ସାଙ୍ଗକୁ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା । ପ୍ରକଳ୍ପ ଆରମ୍ଭ ସମୟରେ ମୁଁ ସେଇଠି ଯୋଗ ଦେଇଥିଲି ।…

ବସରୁ ଅଲଗା ହେଲା ଚକା; ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମହେନ୍ଦ୍ରୀ ନିକଟରେ ବୁଧବାର ସକାଳୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସର ଚାରୋଟି ଯାକ ଚକା ହଠାତ ବସଠାରୁ ଅଲଗା ହୋଇଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ବାସଟି ଆଜି ସକାଳ ୬ଟାରୁ ଉମାରକୋଟରୁ ଜୟପୁର ଅଭୂମିଖେ ଯାତ୍ରା ଆରମ୍ଭ…

ଇଣ୍ଡିଆନ୍ ଆଇଡଲ୍ ଟପ୍-୧୫ରେ ଓଡିଆ ଝିଅ ଚେଲସି

କଟକ: ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲର ୧୧ତମ ସିଜନର ଟପ୍-୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ଚେଲସି ବେହୁରା । ଏହି ୧୪ ବର୍ଷୀୟ ଚେଲସୀଙ୍କ ଘର କଟକସ୍ଥିତ ଶିଖରପୁରର ନଦୀକୂଳ ସାହିରେ ଅବସ୍ଥିତ । ଏହି ପ୍ରତିଯୋଗିତାରେ ଚେଲସି ଗୋଲଡେନ୍ ଟିକେଟ୍ ଓ…

ଅସ୍ତରଙ୍ଗର ଚାଷଜମିରେ ପ୍ରବେଶ କଲା ସମୁଦ୍ର ଜଳ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସମୁଦ୍ର ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଅସ୍ତରଙ୍ଗ ଉଦୟକାନି ପଞ୍ଚାୟତର ୫ଟି ଗ୍ରାମର ଚାଷଜମିରେ ବୁଧବାର ସକାଳୁ ସମୁଦ୍ର ପାଣି ଲହଡ଼ି ମାରୁଥିବା ଲୋକେ ଦେଖିବାକୁ ପାଇଥିଲେ । ସମୁଦ୍ର ପାଣି ଚାଷଜମିରେ ପ୍ରବେଶ କରିଥିବା ଦେଖିବା ପରେ…

ଦେଶର ୨ୟ ସ୍ୱଚ୍ଛ ହସ୍ପିଟାଲ୍ ଭାବେ ସ୍ଥାନ ପାଇଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: ଦେଶର ସ୍ୱଚ୍ଛ ହସ୍ପିଟାଲ୍ କାଟେଗୋରୀ ବି’ରେ ୨ୟ ସ୍ଥାନ ଅଧିକାର କରିଛି ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ୍(ଏମ୍ସ), ଭୁବନେଶ୍ୱର । ଲଗାତାର ୨ଥର ପାଇଁ ଭୁବନେଶ୍ୱର ଏମ୍ସ ଏହି ଗୌରବ ଅର୍ଜନ କରିଛି । ‘ୱିକ୍ ହଂସା ରିସର୍ଚ୍ଚ ସର୍ଭେ’ ଦ୍ୱାରା ଏମ୍ସ ଏହି ସ୍ଥାନ ଅଧିକାର…