Latest Odisha News

BREAKING NEWS

ରେକର୍ଡ ଭାଙ୍ଗୁଛି କରୋନା: ଦିନକରେ ରାଜ୍ୟରୁ ୩୮୬୧ ପଜିଟିଭ୍

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ରେକର୍ଡ ପଜିଟିଭ୍ ଚିହ୍ନଟ । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୩୮୬୧ ଜଣ । ଯାହାକି ଏଯାଏଁ ସର୍ବାଧିକ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨ ହଜାର ୨୭୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ ଶହ ୮୩ । ଗତକାଲି ରାଜ୍ୟରୁ ୩ ହଜାର ୮୧୬ ପଜିଟିଭ୍…

ମୁମ୍ୱାଇରେ କାହିଁକି ବାରମ୍ୱାର ଭୂକମ୍ପ ? ଚାରି ଦିନରେ ୩ ଥର ଦୋହଲିଲା ମାୟାନଗରୀ

ମୁମ୍ୱାଇ: କରୋନା ମହାମାରୀ ମହାରାଷ୍ଟ୍ରର ମେରୁଦଣ୍ଡ ଭାଙ୍ଗି ଦେଲାଣି । ସଂକ୍ରମଣରେ ବ୍ରେକ ଲାଗି ପାରୁନି । ଏଭଳି ସମୟରେ ଡରାଉଛି ଭୂମିକମ୍ପ । ଗତ ଚାରି ଦିନରେ ତିନି ଥର ଝଟକା ଅନୁଭୂତ ହେଲାଣି । ଯାହାକୁ ନେଇ ସମସ୍ତେ ଚିନ୍ତିତ । ଆଜି ସକାଳ ୮ଟା ବେଳେ ମୁମ୍ୱାଇରେ ଭୂକମ୍ପ ଝଟକା ଅନୁଭୂତ…

ଖାଦ୍ୟ ଗ୍ରହଣ ପରେ କାହିଁକି ଖାଇବା ଆବଶ୍ୟକ ମିଠା, ଜାଣନ୍ତୁ

ଭୁବନେଶ୍ୱର: ଆପଣ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଭୋଜନ ଶେଷ କରିବା ପରେ ମିଠା ଖାଇବାକୁ ପଚରା ଯାଏ। କେବେ ଭାବିଛନ୍ତି କି କାହିଁକି ଭୋଜନ ପରେ ମିଠା କଥା ଉଠେ? ଆସନ୍ତୁ ଜାଣିବା ଏହାର କାରଣ.. ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଖାଦ୍ୟର ଆରମ୍ଭ ସର୍ବଦା ରାଗ କିମ୍ବା ଲୁଣିରୁ ହୋଇଥାଏ ଓ ଭୋଜନର…

ବଢୁଛି ଆଶା: ଆଜିଠୁ କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ବଢୁଛି ଆଶା । ଆଜିଠାରୁ କରୋନା ଟିକା କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେବାକୁ ଯାଉଥିବା ନେଇ ଗଣମାଧ୍ୟମରେ ସୂଚନା ମିଳିଛି । ସୂଚନାନୁସାରେ, ଆଇସିଏମଆର ଏବଂ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜିର ସହଭାଗିତାରେ ହାଇଦ୍ରାବାଦ ସ୍ଥିତ…

ବ୍ରାଜିଲକୁ ଠେଲି କରୋନା ସଂକ୍ରମିତ ଦେଶ ତାଲିକାର ଦୁଇ ନମ୍ୱରରେ ଭାରତ

ନୂଆଦିଲ୍ଲୀ: ଦେଶରେ ୪୨ ଲକ୍ଷ ଟପିଲା କରୋନା ପଜିଟିଭ୍ କେସ୍ । ୭୧ ହଜାରରୁ ଅଧିକ ଜୀବନ ଗଲାଣି । ସାରା ବିଶ୍ୱରେ କରୋନା ସଂକ୍ରମିତ ଦେଶ ତାଲିକାର ଦୁଇ ନମ୍ୱର ସ୍ଥାନକୁ ଉଠିଛି ଭାରତ । ତିନି ନମ୍ୱରକୁ ଖସିଛି ବ୍ରାଜିଲ୍ । ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୩ ।…

ସଟ‌୍‍ଡାଉନ‌୍‍ର ସହର

କାହା ପାଇଁ ସାଇତିଛୁ ଏତେ ଅଭିମାନ କାହା ଅପେକ୍ଷାରେ ଅୟୁତବର୍ଷର ନିଦ ଏ ଯେଉଁ ସହର, ଯାହା ପାଇଁ ଏତେ ବୈଠକ ଯାହା ପାଖରେ ନିଜ ପାଇଁ ନଥାଏ ସମୟ ସେ ବି ଶୋଇପାରେ ନିଦରେ, ଲା-ପରବାଏ କିଏ ଏଠି ଜମା କରିଥିଲା ଜୀବନ ଏତେ ଅଳ୍ପ ପ୍ରେମ, ବାକି ସବୁ ତୁଚ୍ଛା ପବନ ଏତେ ଲମ୍ୱା ତା…

ପବଜୀ ଖେଳି ପାରିଲେନି ବୋଲି ….

ପଶ୍ଚିମବଙ୍ଗ: ପବଜୀ ନିଶାରେ ଯୁବ ପୀଢ଼ୀ । ଆପ୍ ବ୍ୟାନ ପରେ ଯୁବଗୋଷ୍ଠୀଙ୍କ ଟେନସନ୍ ବଢିଯାଇଛି । ଏମିତି ହୋଇଛି ଯେ ଜଣେ ଛାତ୍ର ନିଜ ଜୀବନକୁ ଶେଷ ବି କରି ଦେଲେ । ପଶ୍ଚିମବଙ୍ଗରୁ ସାମନାକୁ ଆସିଛି ଏହି ଘଟଣା । ପବଜୀ ଖେଳି ନପାରିବାରୁ ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାରେ ଜଣେ ୨୧ ବର୍ଷର ଛାତ୍ର…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୪୫ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୫,୧୬୫ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୮,୧୬୫ ଜଣଙ୍କର ଆଣ୍ଟିଜେନ, ୬୮୩୬ ଟି ଆରଟିପିସିଆର୍ ଓ ୧୬୪ ଟି ଟ୍ରୁନଟ୍‌ ପରୀକ୍ଷା…

୫ ମାସ ପରେ ଆଜିଠୁ ଗଡ଼ିଲା ମେଟ୍ରୋ ଟ୍ରେନ୍

ନୂଆଦିଲ୍ଲୀ: ଆଜିଠୁ ଦେଶର କିଛି ସ୍ଥାନରେ ଆରମ୍ଭ ହୋଇଟି ମେଟ୍ରୋ ରେଲଓ୍ୱେ ସେବା । କରୋନା ଯୋଗୁ ପାଞ୍ଚ ମାସ ହେବ ସେବା ବନ୍ଦ ରହିଥିଲା । ଅନଲକ୍ ୪ ଗାଇଡଲାଇନରେ ସର୍ତ୍ତ ସହ ମେଟ୍ରୋ ଟ୍ରେନ୍ ଚଳାଚଳକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । କେନ୍ଦ୍ରର ଗାଇଡଲାଇନ ଅନୁସାରେ ଦିଲ୍ଲୀ, ଚେନ୍ନାଇ,…

୪୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କଲା ଗଜପତି ଜିଲ୍ଲା ପୋଲିସ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ୪୦ ଲକ୍ଷ ଟଙ୍କା ମୂଲ୍ୟର ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ। ସୂଚନା ମୁତାବକ ଆର୍‌.ଉଦୟଗିରି ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ ଟ୍ରକ ଆଗ୍ରା ଯାଉଥିବା ମୋହନା ପୁଲିସକୁ ଖବର ମିଳିଥିଲା। ଏହା ପରେ ଥାନା ଅଧିକାରୀଙ୍କର ଏକ ଟିମ…