ଡିଡି ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକଙ୍କ ଦେହାନ୍ତ
କଟକ: ଭୁବନେଶ୍ୱରରେ ଅବସ୍ଥିତ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ବରାହ ମହାନ୍ତିଙ୍କର ସୋମବାର ଦିନ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି।
ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲେ।
ସୂଚନାଯୋଗ୍ୟ, ୧୯୪୭ ମସିହା ଏପ୍ରିଲ ୯ରେ ଜନ୍ମିତ ଶ୍ରୀ…