ମୃତ୍ୟୁର ଦ୍ୱାରଦେଶରେ ସୂଚନା ଅଧିକାର
ମୃତ୍ୟୁର ଦ୍ୱାରଦେଶରେ ସୂଚନା ଅଧିକାର
ବିଚିତ୍ର ବିଶ୍ୱାଳ
ଆଜିଠୁ ଚଉଦ ବର୍ଷ ତଳେ ସୂଚନା ଅଧିକାର ଆଇନ୍ ଯେତେବେଳେ ପ୍ରଣୟନ ହେଲା, ସେତେବେଳେ ଏହାକୁ ଏକ ଯୁଗାନ୍ତକାରୀ ଆଇନ୍ ବୋଲି କୁହାଯାଉଥିଲା । କାରଣ ସରକାରୀବାବୁମାନେ ଯେତେବେଳେ ଲୋକଙ୍କ ପାଇଁ ଆସୁଥିବା କାମ ସମ୍ବନ୍ଧୀୟ ସୂଚନାକୁ ଗୋପନୀୟ…