Latest Odisha News

BREAKING NEWS

ବନ୍ୟା ପୀଡ଼ିତଙ୍କ ଉଦ୍ଧାର ଲାଗି କେରଳ ଗଲେ ଓଡ଼ିଶା ‘ଏନଡ଼ିଆରଏଫ’ ଟିମ୍

ଭୁବନେଶ୍ୱର: କେରଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ କରି କଟକ ନିକଟସ୍ଥ ମୁଣ୍ଡଳୀରେ ଥିବା ଏନଡ଼ିଆରଏଫ ବିଭାଗର ୬ଟି ଟିମ୍ କେରଳ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ପହଞ୍ଚି ତୁରନ୍ତ ଏହି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି । ମିଳିଥିବା…

୩-୦ରେ ଶୃଙ୍ଖଳା ଜିତିଲା ବିରାଟ ବାହିନୀ, ରୋହିତ ‘ପ୍ଲେୟାର ଅଫ ଦ ସିରିଜ’ ଘୋଷିତ

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ଖେଳ ପ୍ରଦର୍ଶନ କରି ରାଞ୍ଚି ଟେଷ୍ଟ ଜିତିବା ସହିତ ଭାରତୀୟ ଦଳ ଶୃଙ୍ଖଳାକୁ ୩-୦ରେ ପୋଛିନେଇଛି । ଦକ୍ଷିଣ ଆଫ୍ରିକାକୁ ୨ୟ ଇନିଂସରେ ୧୩୩ ରନରେ ଅଲଆଉଟ କରି ଭାରତ ଗୋଟିଏ ଇନିଂସ ସହିତ ୨୦୨ ରନରେ ବିଜୟ ହାସଲ କରିଛି । 11th straight series…

କ୍ରିକେଟରୁ ଅବସର ନେଲେ ନଟରାଜ ବେହେରା

ଭୁବନେଶ୍ୱର: ଓଡିଶା କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ହଳଧର ଦାସ ଅବସର ନେବାର ଗୋଟିଏ ଦିନ ପରେ ପୂର୍ବତନ ଓଡିଶା ରଣଜୀ ଖେଳାଳି ନଟରାଜ ବେହେରା ମଧ୍ୟ ସୋମବାର ଦିନ ସମସ୍ତ ପ୍ରକାର କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ଅବସର ସମ୍ପର୍କୀତ ଏକ ଚିଠି ସେ ଓସିଏ ନିକଟକୁ ପଠାଇଛନ୍ତି ।…

ରାଜଧାନୀରେ ଦମ୍ପତିଙ୍କୁ ଘରେ ବନ୍ଦ କରି ଲୁଟିଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠସ୍ଥ ସାମନ୍ତରାପୁର ଦିବ୍ୟବିହାର ଅଞ୍ଚଳରେ କିଛି ଦୁବୃର୍ତ୍ତ ସୋମବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧ ଦମ୍ପତିଙ୍କ ଘରେ ପଶି ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଲେନ ୭ ପ୍ଲଟ ନମ୍ବର ୫୩/୧୩୯ରେ…

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଘର

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଅନ୍ତର୍ଗତ ଅଗିରାଗାଡିଆ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ କୌଣସି କାରଣବଶତଃ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ଭାଗ୍ୟବଶତଃ ଗ୍ରାମ ମଧ୍ୟରେ ଥିବା ଏକ ଘରେ ନିଆଁ ଲାଗିଯାଇଥିଲା…

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି!

ବଡ଼ବାବୁମାନେ ବି ଉତ୍ତରଦାୟୀ ହେବେ କି! ବିଚିତ୍ର ବିଶ୍ୱାଳ ନିର୍ବାଚନ ପରବର୍ତ୍ତୀ ଥଣ୍ଡା ସମୟକୁ ସଂପ୍ରତି ଗରମ କରିଦେଇଛି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନୂଆ ଘୋଷଣା । ଗୋଟିଏ ହେଉଛି ଫାଇଭ୍ ‘ଟି’ ଓ ଅନ୍ୟଟି ‘ ମୋ ସରକାର’ । ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇଟି ଘୋଷଣା ସାଧାରଣ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୨-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୨୨ ତାରିଖ ମଙ୍ଗଳବାର ତୁଳା ୫ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ନବମୀ ତିଥି ପୁଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ…

ବିଜେପୁରରେ ଶେଷ ହେଲା ମତଦାନ; ୨୪ରେ ଘୋଷିତ ହେବ ଫଳାଫଳ

ଭୁବନେଶ୍ୱର: ବରଗଡ ଲୋକସଭା ଅନ୍ତର୍ଗତ ବିଜେପୁର ବିଧାନସଭା ଉପ ନିର୍ବାଚନ ଲାଗି ସୋମବାର ଦିନ ଭୋଟ୍ ଗ୍ରହଣ ଶେଷ ହୋଇଛି । ସନ୍ଧ୍ୟା ୫ ଟା ସୁଦ୍ଧା ୭୨% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ପ୍ରଦାନ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆଜି ମତଦାନ ଶେଷ ହେବା ପରେ ପୁଲିଂ ଅଧିକାରୀ…

ଆଗାମୀ ୨ ବର୍ଷରେ ଓଡ଼ିଶାର ଏହି ୫ଟି ଜିଲ୍ଲାରେ ନିର୍ମାଣ ହେବ ଜଳ ଯୋଗାଣ ପ୍ରକଳ୍ପ

ଭୁବନେଶ୍ୱର: ଖଣି ଦ୍ୱାରା ଭୂତଳ ଜଳ ପ୍ରଭାବିତ ହୋଇଥିବା ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩ ଟି ବ୍ଲକ୍ ଅନ୍ତର୍ଗତ ୩୮୪ ଗ୍ରାମକୁ ଓଏମବିଏଡିସି (ଓଡିଶା ମିନେରାଲ୍ ବିୟରିଂ ଏରିଆ ଡେଭେଲପମେଂଟ କର୍ପୋରେସନ୍) ଅର୍ଥରେ ଭୁପୃଷ୍ଠ ଜଳକୁ ବିଶୋଧନ କରାଯାଇ ବିଶୁଦ୍ଧ ଜଳ ଯୋଗାଇବାକୁ ୪ଟି…

ଗୋବର୍ଦ୍ଧନ ମଠର ପରିଚାଳନା ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ହସ୍ତାନ୍ତର କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ପୁରୀର ଗୋବର୍ଦ୍ଧନ ମଠର ପରିଚାଳନା ଶଙ୍କରାଚାର୍ଯ୍ୟଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏନେଇ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକରେ ଏହା ଅନୁମୋଦନ ହୋଇ ନିଷ୍ପତ୍ତି…