Latest Odisha News

BREAKING NEWS

ଶିଳ୍ପ ସଂସ୍କାର ଲାଗି ଓଡ଼ିଶା ସରକାରଙ୍କ ସଚେତନତା ଅଭିଯାନ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏବଂ ଇପିକଲଙ୍କ ମିଳିତ ପ୍ରଚେଷ୍ଟାରେ ଅନୁଗୁଳରୁ ଶୁଭାରମ୍ଭ ହୋଇଛି ଶିଳ୍ପ ସଂସ୍କାର ସଚେତନତା ଅଭିଯାନ। ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖ ଯାଏ ଚାଲିବ, ଯେଉଁଥିରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲାସ୍ତରରେ ବିଭିନ୍ନ…

ହୀରାଖଣ୍ଡ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଯାତ୍ରୀ ହନ୍ତସନ୍ତ

ରାୟଗଡା: ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଶନିବାର ଦିନ ପାଖାପାଖି ୩ ଘଣ୍ଟା ଯାଏଁ ଟ୍ରେନ୍ ଅଟକି ରହିଛି । ଯାହାଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏହି ଟ୍ରେନର ଇଞ୍ଜିନରେ କୌଣସି କାରଣବଶତଃ…

କଟକରୁ ୫୦ ଲକ୍ଷର ବାଣ ଜବତ

କଟକ: କଟକ ଜିଲ୍ଲା ଜଗତପୁର ନିକଟ ତ୍ରିଲୋଚନପୁର ଓ ମହାଜନପୁର ଗ୍ରାମରେ ପୋଲିସ ଶନିବାର ଦିନ ଚଢାଉ କରିବା ସହ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ କରିଛି । କୌଣସି ସୁତ୍ରରୁ ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ଜଗତସିଂହପୁର ଥାନାର ୧୦ ଜଣିଆ ଟିମ୍ ଓ ୪ ପ୍ଲାଟୁନ ଫୋର୍ସ ଉକ୍ତ ଗ୍ରାମ…

କଟକରେ ଯୁବକଙ୍କୁ ଗୁଳିମାଡ ଅଭିଯୋଗ

କଟକ: କଟକ ଜିଲ୍ଲା ବାଙ୍କି ଅନ୍ତର୍ଗତ ମଧୁଆପଲ୍ଲି ରାସ୍ତା ନିକଟରେ କେହି ଦୁବୃର୍ତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ସ୍ଥାନୀୟ ମଣିପୁର ଗ୍ରାମର ଅର୍ଜୁନ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ…

ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟ, ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ଆରମ୍ଭ

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମୁଦାୟ ୩ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଶନିବାର ଦିନ ୩ୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଉଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରାଞ୍ଚିର ଝାଡଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ(ଜେଏସସିଏ) ଷ୍ଟାଡିୟମ ଠାରେ ଏହି…

ବିଜେପୁର ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ସରଗରମ ରାଜନୀତି

ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜେପୁର ଉପ ନିର୍ବାଚନ ଲାଗି ଶନିବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ବିଜେପୁରରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ ହେବ…

“ସ୍କୁଲରେ ପଢୁଥିବା ବେଳେ ୮ ଜଣଙ୍କ ଦ୍ୱାରା ମୁଁ ଗଣଦୁଷ୍କର୍ମର ଶୀକାର ହୋଇଥିଲି”

ମୁମ୍ବାଇ: ସୁନୀତା କୃଷ୍ଣନ । ବୟସ ୪୬ ବର୍ଷ । ବେଙ୍ଗାଲୁରୁରେ ଜନ୍ମିତା ସୁନୀତା ତାଙ୍କର ଲୋକଟାଙ୍କୁରା କାହାଣୀ ବଖାଣିଛନ୍ତି ସୋନିଟିଭି ଦ୍ୱାରା ପ୍ରସ୍ତୁତ କେବିସି କାର୍ଯ୍ୟକ୍ରମରେ । ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନଙ୍କ ସାମ୍ନାରେ ସମସ୍ତ କଥା କହିଥିଲେ ସୁନୀତା । ତାଙ୍କୁ ମାତ୍ର ୧୫…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୧୦-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୯ ତାରିଖ ଶନିବାର ତୁଳା ୨ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ…

ବେଆଇନ୍ ପାର୍କିଂ ଫି ଆଦାୟ ଅଭିଯୋଗରେ ଭବାନୀ ମଲରେ ବିଡିଏ ଓ ବିଏମସି ସ୍କ୍ୱାର୍ଡର ମିଳିତ ଚଢ଼ାଉ  

ଭୁବନେଶ୍ୱର: ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଧରପଗଡ । ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ସହୀଦନଗର ସ୍ଥିତ ଭବାନୀ ମଲରେ ଚଢାଉ କରିଛି । ଚଢାଉ ବେଳେ ସ୍କ୍ୱାର୍ଡ ୨ଟି ପିଓଏସ୍…

ଅଧିନାୟକ ପଦରୁ ହଟିଲେ ସରଫରାଜ

ଭୁବନେଶ୍ୱର: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦରୁ ହଟିଛନ୍ତି ସରଫରାଜ ଅହମ୍ମଦ । ସରଫରାଜଙ୍କୁ କ୍ରିକେଟର ସମସ୍ତ ୩ଟି ଫର୍ମାଟ ଟେଷ୍ଟ, ୱାନଡେ ଓ ଟି-୨୦ର ଅଧିନାୟକତ୍ୱରୁ ବିଦା କରିଛି 'ପାକିସ୍ତାନ କ୍ରିକେଟ ଆସୋସିଏସନ' । ଗତ କ୍ରିକେଟ ୱାର୍ଲଡ କପରେ ପାକ୍ ଟିମର ଅପମାନଜନକ…