ବିିଜେପିରେ ଯୋଗଦେବା ବାପାଙ୍କର ଭୁଲ୍ ନିଷ୍ପତ୍ତି ଥିଲା: ସମ୍ବିତ ରାଉତରାଏ
ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଖୋଲାଖୋଲି ଭାବେ ଇସ୍ତଫା ପ୍ରଦାନ କରିବାର କିଛି ଘଣ୍ଟା ପରେ ତାଙ୍କ ପୁଅ ସମ୍ବିତ ରାଉତରାଏ କହିଛନ୍ତି, ବାପା ବିଜେପିରେ ମିଶି ବଡ଼ ଭୁଲ କରିଥିଲେ ।
“ବାପାଙ୍କ ଅସମୟର ଫାଇଦା ନେବା ସହିତ କିଛି ବରିଷ୍ଠ ବିଜେପି ନେତା ତାଙ୍କୁ ଦଳରେ…