ସଟଡାଉନ ବେଳେ ହୋମ ଡେଲିଭରି କରିବ ଓମ୍ଫେଡ
ଭୁବନେଶ୍ୱର: ଓଡ଼ିଶାର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସଟଡାଉନ୍ ସମୟରେ ଓମ୍ଫେଡ ସାମଗ୍ରୀର ହେବ ହୋମ ଡେଲିଭରି । ଆପଣଙ୍କ ଘରେ ଓମ୍ଫେଡ ସମଗ୍ରୀ ପହଂଚାଇବ । ତେବେ ଶନିବାର ଓ ରବିବାର ସଟ୍ଡାଉନ୍ ବେଳେ ଭୁବନେଶ୍ୱରରେ କେଉଁସବୁ ରିଟେଲର୍…