Latest Odisha News

BREAKING NEWS

‘ବାୟୁସେନା ଦିବସ’ରେ ମିଗ୍ ୨୧ ଉଡାଇଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ଏୟାରଫୋର୍ସର ୱିଙ୍ଗ୍ କମାଣ୍ଡର ତଥା ବାଲାକୋଟ୍ ହିରୋ ଅଭିନନ୍ଦନ ବର୍ଥମାନଙ୍କୁ ୮୭ତମ ବାୟୁସେନା ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯାଇଛି । ଏହି ଅବସରରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ମିଗ୍ ୨୧ ବିମାନ ଉଡାଇବା ସହ ଚିତ୍ତାକର୍ଷକ ଏୟାର ସୋ’ର ପ୍ରଦର୍ଶନରେ ସାମିଲ…

ଓଡ଼ିଶା ବିଜେପିରେ ବରିଷ୍ଠ ନେତାଙ୍କୁ କୋଣଠେସା; କୁହୁଳୁଛି ଅସନ୍ତୋଷର ନିଆଁ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ଶାଖାରେ ବରିଷ୍ଠ ରାଜନେତା ଦାମୋଦର ରାଉତ ଏବଂ ବରଗଡ଼ର ବରିଷ୍ଠ ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ପ୍ରତି ଦଳର ଉଦାସୀନତା ତଥା ହତାଦର ମନୋଭାବ ନେଇ ଏହି ନେତାମାନେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ଅକ୍ଟୋବର ୨୧…

ପର୍ଯ୍ୟଟକଙ୍କ ଉପରୁ କଟକଣା ହଟାଇଲେ ଜାମ୍ମୁ-କାଶ୍ମୀର ପ୍ରଶାସନ

ଶ୍ରୀନଗର: ଦୀର୍ଘ ଦୁଇମାସ ହେବ ଜାମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣାକୁ ହଟାଇବାକୁ ସୋମବାର ଦିନ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଅକ୍ଟୋବର ୧୦ ତାରିଖରୁ ଏହି କଟକଣାକୁ…

ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା ସହ ବଜ୍ରପାତ

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୨ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୨ଟା  ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ…

ବାଲେଶ୍ୱରରୁ ଜବତ ହେଲା ୩୮ ଗ୍ରାମର ବ୍ରାଉନ ସୁଗାର

ବାଲେଶ୍ୱର: ବାଲେଶ୍ୱରର ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ନିକଟରେ ପୋଲିସ ଚଢାଉ କରି ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ଫୈୟଜ ମହମ୍ମଦ ଓ ଆଶିକ ଖାଁ…

ଆଜି ୮୭ତମ ‘ବାୟୁସେନା ପ୍ରତିଷ୍ଠା ଦିବସ’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ୮୭ତମ ପ୍ରତିଷ୍ଠା ଦିବସ ଆଜିର ଅକ୍ଟୋବର ୮ ତାରିଖରେ ପାଳିତ ହେଉଛି । ଏହି ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଯବାନ ମାନେ ଲଢୁଆ ବିମାନରେ ଚିତ୍ତାକର୍ଷକ ଏୟାର ସୋ’ର…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୪)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ପବିତ୍ର ‘ବିଜୟା ଦଶମୀ’ରେ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ପବିତ୍ର ବିଜୟାଦଶମୀ ତଥା ଦଶହରା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆରାଧନାରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ହେଉଛି ବିଜୟାଦଶମୀ । ଏହାକୁ ନେଇ ବିଭିନ୍ନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଅକ୍ଟୋବର ମାସ ୦୮ତାରିଖ ମଙ୍ଗଳବାର କନ୍ୟା ୨୨ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର:- ମକର…

ପୁରୀର ପ୍ରସିଦ୍ଧ ଦୁର୍ଗାପୂଜା: ଗୋସାଣୀ ଯାତ୍ରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ପୁରୀ ଶ୍ରୀକ୍ଷେତ୍ର ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । କୋଟି କୋଟି ଓଡ଼ିଆଙ୍କ ଲାଗି ଭିନ୍ନ ପରିଚୟ ସୃଷ୍ଟି କରିଥାଏ ପୁରୀର ପରମ୍ପରା ଏବଂ ପର୍ବ ପର୍ବାଣୀ । ବାରମାସରେ ତେର ପର୍ବ ପୁରୀରେ ଅନୁଷ୍ଠିତ ହେଉଥିଲେ ମଧ୍ୟ…