Latest Odisha News

BREAKING NEWS

କରୋନା ମହାମାରୀ ଓ ଶ୍ରୀଜୀଉଙ୍କ ରଥଯାତ୍ରା…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ସମଗ୍ର ବିଶ୍ୱର ଧର୍ମୀୟ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ରରେ ଲାଗି ରହିଛି ବାର ମାସରେ ତେର ଯାତ୍ରା । ବର୍ଷ ତମାମ ବଡ ଦେଉଳ ଭିତରେ ଏବଂ ବାହାରେ ଲାଗି ରହିଥାଏ ଦ୍ୱାଦଶ ଲୀଳା,…

କ୍ୱରେଣ୍ଟାଇନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର

କଟକ: କ୍ବାରେଣ୍ଟାଇନ୍ ସେଣ୍ଟରରୁ ଉଦ୍ଧାର ହେଲା ବଜ୍ରକାପ୍ତା । ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ମହୁଲିଆ ଗାଁର କ୍ଵାରେଣ୍ଟାଇନ୍ ସେଣ୍ଟର ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।ସୂଚନାଯୋଗ୍ୟ ଯେ,…

+୩ର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର ବାତିଲ

ଭୁବନେଶ୍ୱର: ଯୁକ୍ତ ତିନିର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର । ପିଜିର ବି ଦ୍ୱିତୀୟ ସେମିଷ୍ଟାର ହେବନି । ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପରବର୍ତୀ ସେମିଷ୍ଟାରକୁ ଉତ୍ତୀର୍ଣ୍ଣ କରାଯିବ…

ସଂକ୍ରମଣ ବଢ଼ୁଛି, କଟକଣା ହଟାଉଛନ୍ତି ସରକାର, ଏବେ ପ୍ଲାନ-ବି କ’ଣ?

ନୂଆଦିଲ୍ଲୀ: ଲକଡାଉନ୍‌କୁ ନେଇ ଆରମ୍ଭ ହୋଇଛି ରାଜନୀତି । ଦେଶରେ ଫେଲ ମାରିଛି ତାଲାବନ୍ଦ । ସାରା ଦେଶରେ ସଂକ୍ରମଣ ବଢ଼ୁଛି ଆଉ ଏପଟେ ସରକାର କଟକଣା ହଟାଉଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି,…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ୨୯ଟି ଜିଲ୍ଲା କରୋନା ସଂକ୍ରମିତ ହୋଇଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୪ କରୋନା ଆକ୍ରାନ୍ତ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । Another 84 Covid patients have recovered and are being…

ଆତ୍ମହତ୍ୟା ଧମକ ଦେଲେ ଯାତ୍ରା କଳାକାର

ଭୁବନେଶ୍ୱର: ଆତ୍ମହତ୍ୟା ଧମକ ଦେଳେ ଯାତ୍ରା କଳାକାର । ଯାତ୍ରା କଳାକରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ଦାବିରେ ସେମାନେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ଓଡ଼ିଶାରେ ଛୋଟବଡ ୬୫ଟି ଯାତ୍ରା ପାର୍ଟି ଅଛି । ଲକଡାଉନ୍ କଟକଣା ଯୋଗୁଁ ଯାତ୍ରା ପାର୍ଟିର ପ୍ରାୟ ୧୦ ହଜାର କଳାକର ନିଜ ଜୀବିକା…

ବଞ୍ଚିବାକୁ ହେବ ଭୂତାଣୁ ସହ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଓଡ଼ିଶାରେ ମହାମାରୀ କୋଭିଡ-୧୯ ର ସଂକ୍ରମଣକୁ ରୋକିବା ଲାଗି ଦୀର୍ଘ ୬୮ ଦିନର ଲକ୍ ଡାଉନ୍ ଶେଷହେବ ମେ’ ୩୧ ତାରିଖରେ| ସାରା ଭାରତରେ ଏହି ଅବରୋଧ ମାର୍ଚ୍ଚ ୨୫ରୁ ଜାରି କରାଯାଇଥିବା ଯୋଗୁ ସଂକ୍ରମଣର ବ୍ୟାପ୍ତିକୁ ନିୟନ୍ତ୍ରଣ କରିବା ସମ୍ଭବ…

ଆସନ୍ତାକାଲିଠୁ ପୁରୀ ସେବାୟତଙ୍କ ହେବ କରୋନା ଟେଷ୍ଟ

ପୁରୀ: ଆସନ୍ତାକାଲିଠୁ ହେବ ପୁରୀ ସେବାୟତଙ୍କ କରୋନା ଟେଷ୍ଟ । ପ୍ରଥମେ ଦଇତାପତି ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ମୋଟ ୧୫୦ ସେବାୟତଙ୍କ ପରୀକ୍ଷା ହେବ । ପରବର୍ତୀ ପର‌୍ୟ୍ୟାୟରେ ଗରାବଡୁ ଓ ଅନ୍ୟ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ । ପ୍ରତ୍ୟେକ ଦିନ ୭୫ ସେବାୟତଙ୍କ ନମୂନା ପରୀକ୍ଷା…

ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ୫ ବର୍ଷର ନାବାଳକ, ତା’ପରେ କଣ ହେଲା ଜାଣନ୍ତୁ…

ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ଅଞ୍ଚଳରେ ଥିବା ଏକ ଟ୍ରାନ୍ସଫର୍ମର ପୋଲ ଉପରେ ଚଢିଯାଇଥିବା ଏକ ୫ ବର୍ଷୀୟ ବାଳକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି। ସୂଚନାନୁସାରେ, ଉକ୍ତ ବାଳକଟି ଜିଲ୍ଲାର ରଗଡି ଅଞ୍ଚଳରେ ଥିବା ସରକାରୀ ପଲିଟେକ୍ନିକ୍ ନିକଟସ୍ଥ ଟ୍ରାନ୍ସଫର୍ମର ପୋଲ ଉପରକୁ ଚଢି…

ଆଜି ଚିହ୍ନଟ ୭୯ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୭୯ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ବିବରଣୀ ପ୍ରକାଶ କରିଛନ୍ତି ଓଡିଶା ସରକାର। ଏହି ନୂଆ ମାମଲାଗୁଡ଼ିକ ମଧ୍ୟରୁ ୭୧ଟି କ୍ୱାରେନଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ଆଠ ଜଣ ସ୍ଥାନୀୟ ଲୋକ। କଟକ ଜିଲ୍ଲାରୁ ସର୍ବାଧିକ ୧୬ ଟି ମାମଲା…