ରୂପେଲୀ ପରଦାରେ ଗୁରୁ-ଶିଷ୍ୟର କାହାଣୀ
ନୂଆଦିଲ୍ଲୀ: ଆମ ଦେଶରେ ପିତାମାତାଙ୍କ ବ୍ୟତିତ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ପ୍ରଦାନ କରାଯାଇଛି । କୁହାଯାଏ, ଜଣେ ବ୍ୟକ୍ତିର ଜୀବନରେ ଗୁରୁ ହିଁ ସାଜିଥାନ୍ତି ପ୍ରମୁଖ ମାର୍ଗଦର୍ଶକ ।
ଆଜି ଦିନରେ ଜନ୍ମ ଗ୍ରହଣ କରିଥିଲେ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ…