କେମିକାଲ ବୋଝେଇ ଟ୍ୟାଙ୍କରରେ ଲାଗିଲା ନିଆଁ, ଡ୍ରାଇଭର ଗୁରୁତର
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅନ୍ତର୍ଗତ ବାଇପାସ୍ ରୋଡ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଗାଡିର ଡ୍ରାଇଭର ଓ ହେଲପର୍ ଗୁରୁତର ଆହତ ହୋଇଛନ୍ତି ।
ଖବର ପାଇ ଘଟଣାସ୍ଥଳରେ ଟାଙ୍ଗି ଅଗ୍ନିଶମ…