Latest Odisha News

BREAKING NEWS

ପୁଣି ବିବାଦ ଘେରରେ ପପୁ ପମପମ୍ !

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମଙ୍କ ପାଇଁ ପୁଣିଥରେ ଅଡୁଆ ବଢିପାରେ । ବିବାଦ ଯେପରି ତାଙ୍କ ପିଛା ଛାଡୁନି । ପୂର୍ବରୁ ନିଜର ଅପକମିଂ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଯେଉଁ ବିବାଦ ଉଠିଥିଲା, ସେଥିରୁ ପପୁ ମୁକୁଳିନଥିବା ବେଳେ ରାତାରାତି ସୋସିଆଲ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୪ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୪ଟି ଘଡଘଡି ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ୧୪ ଜିଲ୍ଲାରେ ଦ୍ୱିପ୍ରହର ୨ଟା ୩୦ମି.…

କନ୍ଧମାଳରେ ବାଲ୍ୟ ବିବାହ ରୋକିବା ପାଇଁ ପ୍ରୟାସ ଆରମ୍ଭ କଲେ ଜିଲ୍ଲାପାଳ

କନ୍ଧମାଳ: ସମ୍ପ୍ରତି କନ୍ଧମାଳ ଜିଲ୍ଲାର ବହୁ କିଶୋରୀ ବାଲ୍ୟ ବିବାହର କରାଳ ପ୍ରଭାବରେ ପ୍ରଭାବିତ । ବାଲ୍ୟ ବିବାହ ଯୋଗୁଁ ଏମାନେ କମ୍ ବୟସରୁ ସାଂସାରିକ ଜୀବନରେ ବାନ୍ଧି ହୋଇ ନିଜର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେବା ସହ ନିଜର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହୋଇଥାନ୍ତି । ବାଲ୍ୟ…

କ୍ରମଶଃ ବୃଦ୍ଧି ପାଉଛି ସୁନାଦର, ଗୋଟିଏ ସପ୍ତାହରେ ଛୁଇଁଲା ୪୦ ହଜାର

ନୂଆଦିଲ୍ଲୀ: ସୁନାଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ମଧ୍ୟରେ ଏହି ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ମଙ୍ଗଳବାର ଦିନ ଏହା ୧୦ ଗ୍ରାମ ପ୍ରତି ୩୯,୭୭୦ ଟଙ୍କାରେ ପହଂଚିଛି । ସେହିପରି ରୁପା ଦର ମଧ୍ୟ ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କାରେ ପହଂଚିଛି ।…

ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ୭୫ମି. ଯାଏଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ଚାରିପାଖରୁ ପ୍ରାୟ ୭୫ମି. ଅବଧି ମଧ୍ୟରେ ନିର୍ମାଣ ଗୁଡିକୁ ଆଜି ସକାଳରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି…

ଏମିତି ଏକ ମନ୍ଦିର ଯେଉଁଠି ବର୍ଷକୁ ୨ଥର ମାଆଙ୍କ ପ୍ରତିମାକୁ ସ୍ପର୍ଶ କରେ ସୂର୍ଯ୍ୟ କିରଣ

ମହାରାଷ୍ଟ୍ର: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ରହିଛି ମହାଲକ୍ଷ୍ମୀଙ୍କ ମନ୍ଦିର । ଯାହା ବିଷୟରେ ବହୁ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାଆନ୍ତି। ମନ୍ଦିରରେ ଏତେ ଉଚ୍ଚ କୋଟରୀର କାରୁକାର୍ଯ୍ୟ ଦେଖିଲେ ଆଶ୍ଚର୍ଯ୍ୟ…

ଅସିତ୍ ପଟ୍ଟନାୟକ ହେଲେ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅସିତ ପଟ୍ଟନାୟକ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିଗମର ବରିଷ୍ଠ କର୍ମରୀମାନେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରି ନିଗମ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।…

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ବଢୁଛି ଜଳସ୍ତର

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ମଙ୍ଗଳବାର ଦିନ ଆଉ ୪ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା…

ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶପ୍ରେମ

ସାମାଜିକ ଗଣମାଧ୍ୟମ କାନ୍ଥରେ ଦେଶପ୍ରେମ ବିଚିତ୍ର ବିଶ୍ୱାଳ ଗୋଟିଏ ସମୟ ଥିଲା ଦେଶପ୍ରେମ ସବୁଠାରୁ ଅଧିକ ମୂଲ୍ୟ ମାଗୁଥିଲା । ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବାକୁ ତ୍ୟାଗ କରିବାଠାରୁ ଆରମ୍ଭ କରି ପାଠପଢ଼ା ଛାଡ଼ିବା, ଚାକିରି ପରିତ୍ୟାଗ କରିବା ଓ ଏପରିକି ଜୀବନ ବି ଦେବାକୁ ପଡ଼ୁଥିଲା ଦେଶପ୍ରେମ…

ପରମାଣୁ ବୋମାର ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ !

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ ହେଉଥିବା ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କାଶ୍ମୀରକୁ ନେଇ ଆଲୋଚନା ହୋଇଛି । କାଶ୍ମୀର ମାମଲାରେ ଭାରତ ଓ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ତୃତୀୟ ରାଷ୍ଟ୍ର…