Latest Odisha News

BREAKING NEWS

ରାଜଧାନୀରେ ପୁଣି ଏନକାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ପୋଲିସ ଏନକାଉଣ୍ଟର ଯୋଗୁଁ ରବିବାର ଦିନ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଆହତ ଅପରାଧୀ ମାନଙ୍କ ନାମ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁ ବୋଲି ଜଣାପଡିଛି । ଉଭୟଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ଏହି ଦୁଇଜଣ ଅପରାଧିଙ୍କୁ ଚିକିତ୍ସା…

‘ଆଜି ବିଶ୍ବ ବନ୍ଧୁତ୍ବ ଦିବସ’, ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ବର: ଆଜି ସାରା ବିଶ୍ୱ ପାଳନ କରୁଛି ବନ୍ଧୁତ୍ୱ ଦିବସ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ଭାବେ ବିଶ୍ୱବାସୀ ପାଳନ କରିଥାଆନ୍ତି । ଏହି ‘ବନ୍ଧୁତ୍ୱ ଦିବସ’ଟି ଅଗଷ୍ଟ ୨ ତାରିଖ ୧୯୩୦ ମସିହାରେ ହାଲମାର୍କ କାର୍ଡ଼ କମ୍ପାନୀର ଜୋସ ହାଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।…

ପାଲା ଜଗତର ଅନନ୍ୟ ପ୍ରତିଭା: ଗାୟକ ସୁଧାକର ପରମାନନ୍ଦ ଶରଣ

ଭୁବନେଶ୍ୱର: ପାଲା ଗାୟନ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ଅନ୍ୟଜଣେ ପାଲା ଗାୟକ ହେଉଛନ୍ତି ପରମାନନ୍ଦ ଶରଣ । ତାଙ୍କ କଣ୍ଠସ୍ୱର ଏତେ ସୁମଧୁର ଯେ, ଲୋକେ କହନ୍ତି ସେ ପାଲା ଗାଇଲେ ଅମୃତ ବର୍ଷା ହୁଏ । ପରମାନନ୍ଦ ଶରଣଙ୍କ ଜନ୍ମ ୧୯୧୭ ମସିହା ନଭେମ୍ବର ମାସରେ । ଯାଜପୁର ଜିଲ୍ଲା ଧର୍ମଶାଳା…

ଓଡ଼ିଶାରୁ ପଣ୍ୟାଗାର ନିଗମ ପାଟନାକୁ ଉଠିଯିବା ନେଇ ବିରୋଧ

ଭୁବନେଶ୍ୱର: କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱରସ୍ଥ୍ିତ କାର୍ଯ୍ୟାଳୟକୁ ପାଟନା ଉଠାଇନେବାର ନିଷ୍ପତ୍ତି ହେବାର ଗୋଟିଏ ଦିନ ପରେ ରାଜ୍ୟ ବିଧାନସଭାରେ ଏହାକୁ ବିରୋଧ କରାଯିବା ସହିତ ଏହାର ପୁନର୍ବିଚାର କରିବା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି । ରାଜ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ…

ପ୍ରଥମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କଲା ଭାରତ

ଲାଉଡ଼ରହିଲ୍: ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି । କାରବିୟାନ ଦଳର ୯୬ ରନର ବିଜୟ ଲକ୍ଷ୍ୟକୁ ଭାରତ ଆଉ ୧୬ଟି ବଲ୍ ବାକିଥାଇ ୬ ୱିକେଟ ବିନିମୟରେ ହାସଲ କରିପାରିଛି । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ବିନିମୟରେ ୱେଷ୍ଟଇଣ୍ଡିଜ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୪-୦୮-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୪ ରିଖ ରବିବାର କର୍କଟ ୧୯ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ସକାଳ ଘ୧୦-୦୮ମିନିଟ୍…

ମହାସାଗର କୂଳରେ ଅବତରଣ କରୁଛି ବିମାନ, ଜାଣନ୍ତୁ କେଉଁଠି

ଏରୋପ୍ଲେନ କେଉଁଠି ଅବତରଣ କରେ ବୋଲି ପ୍ରଶ୍ନ କଲେ, ପ୍ରାୟ ସମସ୍ତେ ଏହାର ଉତ୍ତର ରନୱେ ବୋଲି କହିବେ । ଆପଣ କେବେ ଶୁଣିଛନ୍ତି କି କୌଣସି ବିମାନ ମହାସାଗର କୂଳରେ ଅବତରଣ କରିବା ! ଦୁନିଆରେ ଏମିତି ଏୟାରପୋର୍ଟ ରହିଛି, ଯାହା ମହାସାଗର କୂଳରେ ଅବତରଣ କରିଥାଏ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…

‘ମେଥି ପନୀର୍‌’

ଘରେ ପ୍ରସ୍ତୁତ କରନ୍ତୁ ‘ମେଥି ପନୀର୍‌’ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି। ଆବଶ୍ୟକ ସାମଗ୍ରୀ: ପନୀର, ମେଥି ଶାଗ, ଗରମ ମସଲା, ଅଦା-ରସୁଣ-ପିଆଜ ବଟା, ହଳଦୀ ଗୁଣ୍ଡ, ଗୁଜୁରାତି, ଜିରା, ଦହି, ହେଙ୍ଗୁ, ଘିଅ, ଲଙ୍କା ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥି…

ଘନହୋଇଯାଏ ଅନ୍ଧାର

ଘନହୋଇଯାଏ ଅନ୍ଧାର ଦାଶ ବେନହୁର ସେଦିନ ବନ୍ଧୁମାନଙ୍କର ପ୍ରସ୍ତାବଟି ହଠାତ ମତେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ଭଳି ମନେହେଲା । କେତେବେଳେ ହେଲେ ଖୋଲି ନ ଥିବା ଅଜଣା ଗୋଟିଏ ପୃଷ୍ଠା ସେମାନେ ଖୋଲିଦେଲେ ମୋ ପାଇଁ । କେମିତି ଗୋଟାଏ ସ୍ପନ୍ଦନ ମୋ ଭିତରେ ଖୋଲିଗଲା ସେତେବେଳେ । ହଁ ହଁ…

ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଗଠନ ହେବ ‘ରାଜ୍ୟ ପରାମର୍ଶଦାତା ପରିଷଦ’

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବଢାଇବାକୁ ସରକାର 'ରାଜ୍ୟ ପରାମର୍ଶଦାତା ପରିଷଦ' ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାର ଶିକ୍ଷାରେ ସଂସ୍କାର ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ…