Latest Odisha News

BREAKING NEWS

ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା

ବାଲେଶ୍ୱର: ବାଲିଆପାଳ ଥାନାର ପୂର୍ବତନ ଭାରପ୍ରାପ୍ତ ପୋଲିସ ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିଥିବା ୧୩ ଜଣ ବ୍ୟକ୍ତିଙ୍କ ଗିରଫ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବାଲିଆପାଳରେ ଏବେ ମଧ୍ୟ ଉତ୍ତେଜନା ଲାଗିରହିଥିବା ବେଳେ ସେଠାରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୩-୦୮-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୩ ରିଖ ଶନିବାର କର୍କଟ ୧୮ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ମଘା ଓ ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ବୃଷ ସିଂହ…

ମାଲକାନଗିରିରେ ବନ୍ୟା ପରିସ୍ଥିତି, ସ୍କୁଲ ଛୁଟି ଘୋଷଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ୨୪ଘଣ୍ଟା ହେବ ପ୍ରବଳ ବର୍ଷା ଜାରି ରହିଛି । ଯାହାଫଳରେ ସେଠାରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା କରି ଜିଲ୍ଲାପାଳ ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ମନିଶ ଅଗ୍ରୱାଲ କହିଛନ୍ତି,…

‘ମାଟିହାଣ୍ଡି ମଟନ’

ଘରେ ପ୍ରସ୍ତୁତ କରନ୍ତୁ 'ମାଟିହାଣ୍ଡି ମଟନ' । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ: ଖାସି ମାଂସ-୨୫୦ ଗ୍ରାମ୍‌, ଆଳୁ-୧୦୦ ଗ୍ରାମ୍‌, ପିଆଜ-୧୫୦ ଗ୍ରାମ୍‌, ଅଦା/ରସୁଣ ପେଷ୍ଟ-୭୫ ଗ୍ରାମ୍‌,ସୋରିଷ ତେଲ-୧୫୦ ଗ୍ରାମ୍‌, ଆବଶ୍ୟକ ଅନୁସାରେ ଜିରା ଗୁଣ୍ଡ, ଧନିଆ…

ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହେଲା ଲୁହା ଶିକୁଳିରେ ବନ୍ଧା ନାବାଳକ

ଭୁବନେଶ୍ୱର: ପୋଲିସ ଓ ଶିଶୁ ସୁରକ୍ଷା ଅଧିକାରୀ ଶୁକ୍ରବାର ଦିନ ଭୁବନେଶ୍ୱର ରେଳଷ୍ଟେସନରୁ ଏକ ନାବାଳକକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ନାବାଳକର ଘର ଗଞ୍ଜାମ ଜିଲ୍ଲା ଛାତ୍ରପୁର ଅଞ୍ଚଳରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପିଲାଟିକୁ ସେଠାରେ ଏକ ଲୁହା ଶିକୁଳିରେ ବାନ୍ଧି…

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାକୁ ୪ ସପ୍ତାହରେ ସମାପ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାକୁ ଆଗାମୀ ୪ ସପ୍ତାହ ମଧ୍ୟରେ ଚୂଡ଼ାନ୍ତ କରିବାନେଇ ଶୁକ୍ରବାର ଦିନ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବହୁଚର୍ଚ୍ଚିତ ଘଟଣାର ତଦନ୍ତରେ ରାଜ୍ୟ ପୋଲିସର ଶିଥିଳତାରେ କ୍ଷୋଭ ପ୍ରକାଶ କରି ଅଦାଲତ ଏହି ଘଟଣାରେ…

ରାଜଧାନୀରେ ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ତିନି ଶ୍ରମିକଙ୍କ ମୃତ ଦେହ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଏକ ନିର୍ମାଣଧୀନ ପାଇଖାନା ଟାଙ୍କିର ଫଲସ୍ ଖସି ପଡିବାରୁ ୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକ ମାନେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ସାମୀରନ ମୁନିଆ, ବାସୁଦେବ ମଣ୍ଡଳ, ବିଗୁରାମ ମଣ୍ଡଳ ବୋଲି ଜଣାପଡିଛି । ମିଳିଥିବା…

ହେୟାର ଷ୍ଟ୍ରେଟନିଙ୍ଗ

ମହିଳା ହୁଅନ୍ତୁ କି ପୁରୁଷ କେଶର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଅନେକ ହେୟାର ଷ୍ଟ୍ରେଟନିଙ୍ଗକୁ ବାଛୁଛନ୍ତି । ତେବେ ଏହି ହେୟାର ଷ୍ଟ୍ରେଟନିଙ୍ଗ କରିବା ପୂର୍ବରୁ ଜାଣିରଖନ୍ତୁ ଏ ସମ୍ବନ୍ଧିତ କିଛି ଟିପ୍ସ… -ମନେରଖନ୍ତୁ ହେୟାର ଷ୍ଟ୍ରେଟନିଙ୍ଗ ପାଇଁ ସର୍ବଦା ଭଲ କ୍ୱାଲିଟିର ଷ୍ଟ୍ରେଟ୍‌ନର…

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡାକ୍ତର ହେବା ପୂର୍ବରୁ ପ୍ରଥମେ ଜଣେ ଭଲ ମଣିଷ ହେବା ଉଚିତ୍ । ଭଲ ମଣିଷ ହେଲେ ହିଁ ରୋଗୀଙ୍କର ଚିକିତ୍ସା ସୁଚାରୁରୂପେ କରିହେବ । ଜୀବନରେ ନିଜ ମା’, ଦେବୀ ସରସ୍ୱତୀ ଏବଂ ଗୁରୁଙ୍କୁ ସମ୍ମାନ ଦେଲେ ହିଁ ଉନ୍ନତି ହେବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ…

ଆଗାମୀ ୫ଦିନ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ୫ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଶୁକବାର ଦିନ ସତର୍କ ସୂଚନା ଦିଆଯାଇଛି । ଭାରତୀୟ ପାଣିପାଗର ସଦ୍ୟତମ ସୂଚନାନୁଯାୟୀ, ଓଡ଼ିଶାର ଉତ୍ତର ତଟବର୍ତ୍ତୀ ଅଞ୍ଚଳରେ ଏକ…