Latest Odisha News

BREAKING NEWS

ଶବରୀ ଉତ୍ସବ ୨୦୧୯: ଉତ୍କୃଷ୍ଟ କଳା ଓ ସଂସ୍କୃତି ଲାଗି ୧୪ ବ୍ୟକ୍ତିବିଶେଷ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶବରୀ ପକ୍ଷରୁ ‘ଶବରୀ ଉତ୍ସବ ଓ ମହାମିଳନ ପର୍ବ’ ଜୟଦେବ ଭବନଠାରେ ଏକ ସାଂସ୍କୃତିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଶିଳ୍ପୀ ହରପ୍ରିୟା ସ୍ୱାଇଁ, ବିଶିଷ୍ଟ ନୃତ୍ୟଶିଳ୍ପୀ…

ବିଧାନସଭାରେ ବିବାଦୀୟ ବୟାନ ପ୍ରସଙ୍ଗ: ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ

ଭୁବନେଶ୍ୱର: ବିଜେପି ବିଧାୟକ ତଥା ବିଧାନସଭାର ବିଧାୟକ ଦଳ ଉପ-ନେତା ବିଷ୍ଣୁ ଚରଣ ସେଠୀ ଶେଷରେ ନିଜର ବିବାଦୀୟ ବୟାନଲାଗି ଦୁଃଖ ପ୍ରକାଶ କରିବାପରେ ଶୁକ୍ରବାର ଦିନ ଗୃହ କାର୍ଯ୍ୟ ସ୍ୱାଭାବିକ ପରିସ୍ଥିତିକୁ ଆସିଛି । ବିଧାୟକ ବିଷ୍ଣୁ ସେଠୀ ଗୁରୁବାର ଦିନ ସ୍ୱାମୀ ପରିତ୍ୟକ୍ତା ମୁସଲିମ୍…

‘ରମଣ ମାଗସେସେ ଆୱାର୍ଡ’ ପାଇଲେ ରବିଶ କୁମାର

ନୂଆଦିଲ୍ଲୀ: ନିର୍ଭୀକ ସାମ୍ବାଦିକତା ତଥା ଏକ୍ଷେତ୍ରରେ ପ୍ରଭାବୀ ଯୋଗଦାନ ଲାଗି ବରିଷ୍ଠ ସାମ୍ବାଦିକ ରବିଶ କୁମାର ମର୍ଯ୍ୟାଦାଜନକ ‘ରମଣ ମାଗସେସେ ଆୱାର୍ଡ-୨୦୧୯’ ବିଜୟୀ ହୋଇଛନ୍ତି । ଏନେଇ ପୁରସ୍କାର ସଂସ୍ଥା ଆଜି ଟ୍ୱିଟ କରିଛି ।…

କଥାକୁହା ଫଟୋ: ବର୍ଷାଋତୁର ମେଘୁଆ ଆକାଶରେ ଘନ କଳା ବାଦଲର ଢେଉ…

ଭୁବନେଶ୍ୱର: ରାଜ୍ୟରେ ସ୍ୱଳ୍ପ ମୌସୁମୀ ଜନିତ ବୃଷ୍ଟିପାତ ହୋଇଥିଲେ ମଧ୍ୟ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ ଲଘୁଚାପ ଜନିତ ବୃଷ୍ଟିପାତକୁ ଅପେକ୍ଷା କରିଛନ୍ତି ଓଡ଼ିଶାର କୃଷକ । ଆସନ୍ତା କିଛିଦିନ ଧରି ଲଗାଣ ବର୍ଷାର ସମ୍ଭାବନା ରହିଥିବା ବେଳେ ଏବେ ଚାଷୀକୂଳ ଚାଷ ଲାଗି ବେଶ୍ ତତ୍ପର…

୭ ବର୍ଷର ବାଳକ ପାଟିରୁ ବାହାରିଲା ୫୦୦ରୁ ଅଧିକ ଦାନ୍ତ !

ଚେନ୍ନାଇ: ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାରତ ଜଣେ ୭ ବର୍ଷୀୟ ବାଳକର ପାଟିରୁ ପାଖାପାଖି ୫୨୬ଟି ଦାନ୍ତକୁ ବାହାର କରିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତ କିଛି ଦିନ ତଳେ ଉକ୍ତ ବାଳକ ରବିନ୍ଦ୍ରନାଥ ପାଟିରେ କଷ୍ଟ ଅନୁଭବ କରିଥିଲା । ପରେ…

‘ନୂଆଖାଇ’ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ‘ନବାନ୍ନ ଲାଗି’ ପାଇଁ ଶୁକ୍ରବାର ଦିନ ଲଗ୍ନ ଧାର୍ଯ୍ୟ କରାଯାଇଛି । ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସକାଳ ୮ଟା ୫୦ମି.ରୁ ଦିନ ୧୦ ଟା ୩୮ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।…

ସତରେ କଣ କବିତା କେବେହେଲେ ଲେଖା ସରିଛି?

ସତରେ କଣ କବିତା କେବେହେଲେ ଲେଖା ସରିଛି? ପ୍ରହଲ୍ଲାଦ ଶତପଥୀ “ଧୀର ପାଦ, ମନ୍ଥର ଗତି, ଛମଛମ ପାଉଁଜି ଆସ୍ତେ ଆସ୍ତେ ମୋକ୍ଷମୟୀ ଆଗକୁ ଆଗକୁ ମାଡି ଆସୁଥାଏ । କେଉଁ ଏକ ଋଷି ପ୍ରତିମ ତେଜସ୍ୱୀ କବିର ଧ୍ୱନି ଶବ୍ଦବ୍ରହ୍ମ କ୍ଷେପି ଯାଉଥାଏ ଚଉଦିଗ । ଏମିତି ଏକ ବ୍ରାହ୍ମ ମୁହୂର୍ତ୍ତରେ…

ଜମ୍ମୁ-କାଶ୍ମୀରରେ ପୁଣି ମୁତୟନ ହେଲେ ୨୮ ହଜାର ଯବାନ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଘାଟିରେ ପାଖାପାଖି ୨୮ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ଏହି ଯବାନଙ୍କୁ ଅଚାନକ ସହରର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ଅନ୍ୟପକ୍ଷରେ ଗୁଇନ୍ଦା ରିପୋର୍ଟ ଅନୁଯାୟୀ କିଛି ବିଦେଶୀ ଆତଙ୍କବାଦୀ ସହରର…

ଭିଜିଲାନ୍ସ ଜାଲରେ ଫସିଲେ ମହିଳା ସରପଞ୍ଚ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକସ୍ଥିତ ରିଞ୍ଜା ସରପଞ୍ଚଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପସନ୍ ୱିଙ୍ଗର ଏକ ଟିମ୍…

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କୋରକୋଣ୍ଡା ଓ ଏମଭି-୩୬ ପୋଲ ବୁଡିଯିବା ଫଳରେ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଥିବାବେଳେ…