ବିରୋଧୀ ଦଳଙ୍କ ବିରୋଧ ସତ୍ୱେ ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାରିତ ହେଲା
ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କ ବୈବାହିକ ଅଧିକାର ସୁରକ୍ଷା ସମ୍ପର୍କୀତ ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାସ୍ ହୋଇଛି । ଗୁରୁବାର ଦିନ ଲୋକସଭାରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ସହିତ ଏହି ବିଲଟିକୁ ବିରୋଧ କରାଯାଇଥିଲା । ଏହା ସତ୍ୱେ ବିଲ୍ ଟି ଗୃହରେ ପାରିତ ହୋଇଛି ।
ଏହି ‘ତିନି…