Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୦୪-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ମାସ ତା ୧୯ ରିଖ ରବିବାର  ମୀନ ୭ ଦିନ  ବୈଶାଖ ମାସ  କୃଷ୍ଣ ପକ୍ଷ  ଦ୍ବାଦଶୀ ତିଥି   ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର   ଘାତ ବାର :- ମେଷ  ରାଶିର  ଘାତ ଚନ୍ଦ୍ର :- ମିଥୁନ ରାଶି…

ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ; ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ଶେୟାର କରିଛି ଟିମ୍ ମାସ୍କ ଫୋର୍ସ ର ଭିଡିଓ । ଏଥିରେ ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ କ୍ରିକେଟର ଭାରତୀୟ ଜନତାଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ସଚେତନ କରିଛନ୍ତି ।…

ମୁଁ ନୁହେଁ ଜାଇରା ୱାସିମ୍ , ତୁମ ଧମକରେ ଡରିବି କେମିତି ?

ନୂଆଦିଲ୍ଲୀ: ଫିଲ୍ମ ଦଙ୍ଗଲରେ ଅଭିନୟ କରିଥିବା ଜାଇରା ୱାସିମ୍ ଧମକ ପାଇବା ପରେ ବଲିଉଡ ଛାଡିଥିଲେ । ତାଙ୍କୁ ଉଦାହରଣ ସ୍ୱରୂପ ନେଇ ନିନ୍ଦୁକଙ୍କୁ କଡା ତାଗିଦ କରିଛନ୍ତି ରେସଲର୍ ବବିତା ଫୋଗଟ୍ । ତାବଲିଗି ଜମାତିଙ୍କ ବିଷୟରେ ଟୁଇଟ୍ କରିବା ପରେ ବବିତାଙ୍କୁ କ୍ରମାଗତ ମିଳିଆସୁଛି ହତ୍ୟା ଧମକ ।…

କଣ୍ଟିଲୋ ନୀଳମାଧଵ ମନ୍ଦିର ସେବାୟତଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରର ସେବାୟତମାନଙ୍କୁ ରାଜ୍ୟ ସରକାର ୫୦୦୦ ଟଙ୍କା ଆର୍ଥିକ ସହାୟତା ଦେବା ନେଇ ନିଷ୍ପତି ନେଇଛନ୍ତି । ପୁରୀ ସେବାୟତଙ୍କ ଭଳି କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତମାନଙ୍କୁ ମଧ୍ୟ ଅନୁରୂପ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ…

କରୋନା ସହ ୧୦ ଦିନ ଲଢି ଆଖି ବୁଜିଦେଲେ ଏସିପି…

ଲୁଧିଆନା: ପଞ୍ଜାବପ ପ୍ରଦେଶ ଲୁଧିଆନାର ଆସିଷ୍ଟାଷ୍ଟ କମିଶନର୍ ଅଫ ପୋଲିସ (ଏସିପି) ହେଲେ ଅନିଲ୍ କୋହଲି । ଜନସାଧାରଣଙ୍କୁ କରୋନା କବଳରୁ ବଞ୍ଚାଇବା ଲାଗି ଦିନ ରାତି ଖରାରେ ଛିଡ଼ା ହୋଇ ସେବା ସହିତ କର୍ତ୍ତବ୍ୟ କରୁଥିଲେ । କରୋନା ଭୂତାଣୁରେ ସଂକ୍ରମିତ ହେବାପରେ ଚିକିତ୍ସିତ ହେଉଥିଲେ । ଶନିବାର…

ମହଙ୍ଗା ପଡିଲା ଦ୍ୱେଷପୂର୍ଣ୍ଣ ଭାଷଣ, ଗିରଫ ହେଲେ ଏଜାଜ ଖାନ୍ !

ମୁମ୍ବାଇ: ପୁଣି ଗିରଫ ହେଲେ ଅଭିନେତା ଏଜାଜ୍ ଖାନ୍ । ହେଲେ ଏଥର କୌଣସି ନେତା କି ଅଭିନେତାଙ୍କୁ ଧମକ ଦେଇ ନୁହେଁ ବରଂ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଭାଷଣ ମାରି ପୋଲିସ ହାତରେ ବନ୍ଧା ହୋଇଛନ୍ତି । Mumbai: Actor Ajaz Khan has been arrested & case registered against…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ତିନି ମୃତ

ବ୍ରହ୍ମପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର କାଳବୈଶାଖୀ ସହ ବର୍ଷା ହୋଇଛି । କେତେକ ସ୍ଥାନରେ ବଜ୍ରାଘାତ ହେବାରୁ ପ୍ରାୟ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱରର ଦୁଇ ଜଣ ଥିବା ବେଳେ ଗଂଜାମ ଆସକାର ଜଣେ ବ୍ୟକ୍ତି ଅଛନ୍ତି । ସେହିପରି ଘଡଘଡି ବେଳେ ଗଂଜାମ…

ଲକ୍‌ଡାଉନରେ ଯାଉଥିଲେ ବିଶାଖାପାଟଣାରୁ କୋଲକାତା, ଅଟକ ରଖିଲା ଓଡିଶା ପୋଲିସ

ବ୍ର୍ରହ୍ମପୁର : ଲକ୍‌ଡାଉନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ଚାଲି ଚାଲି ନିଜ ଗାଁକୁ ଫେରୁଥିବାର ଦେଖାଯାଉଛି । ବିଶାଖାପାଟଣାରୁ କୋଲକାତା ଅଭିମୁଖେ ବାହାରିଥିବା ୧୦ ଜଣ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଶନିବାର ପୋଲିସ ଲାଂଜିପଲ୍ଲୀ ବାଇପାସ୍ ଠାରେ ଅଟକାଇଥିଲା ।…

ପାକିସ୍ତାନରେ ଚାଲିଛି ଅଜବ କାର୍ଯ୍ୟ; ନାଚିଲେ ମିଳୁଛି କରୋନା ସହଯୋଗ !

ଇସ୍ଲାମାବାଦ: ଘାତକ କରୋନା ମହାମାରୀର ଯନ୍ତ୍ରଣା ଭୋଗୁଛି ଏବେ ସାରା ବିଶ୍ୱ । ତେବେ ପାକିସ୍ତାନରେ ସାଧାରଣ ଜନତାଙ୍କ ସମେତ ଗରିବ ଅସହାୟ ଜନସାଧାରଣ ଅସହ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାକିସ୍ତାନରେ ଅଧିକାଂଶ ଗରିବ ଜନସାଧାରଣ ଭୋଗୁଛନ୍ତି ଅବ୍ୟକ୍ତ ଯନ୍ତ୍ରଣା । କେବଳ ଜନସାଧାରଣ…

ଆଇ ଲିଗ୍ ଅଧାରୁ ବନ୍ଦ ହେଲା, ମୋହନବାଗାନ ଚାମ୍ପିୟନ ଘୋଷିତ

କୋଲକାତା: କରୋନା ଭାଇରସ ଯୋଗୁ ଆଇ ଲିଗ୍ ଅଧାରୁ ବନ୍ଦ କରାଯାଇଛି । ବଳକା ୨୮ଟି ମ୍ୟାଚ୍‌କୁ ବାତିଲ  ହେବାରୁ ମୋହନ ବାଗାନଙ୍କୁ କମିଟି ପକ୍ଷରୁ ଚାମ୍ପିୟନ ଘୋଷଣା କରାଯାଇଛି । କରୋନା ପାଇଁ ମେ ୩ ତାରିଖ ଯାଏ ସାରା ଦେଶରେ ଲକଡାଉନ ଜାରି କରାଯାଇଛି । ଲକଡାଉନ ଯୋଗୁ ଲୋକଙ୍କୁ ଘରୁ ବାହାରିବାକୁ…