Latest Odisha News

BREAKING NEWS

ଆଜିଠାରୁ ୧୦ ଦିନ ପାଇଁ ସମ୍ବଲପୁରରେ ସଟ୍ ଡାଉନ

ସମ୍ବଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ସମ୍ବଲପୁରକୁ ସଟ୍ ଡାଉନ କରାଯାଇଛି । ଆଜିଠାରୁ ୩୧ ତାରିଖ ଯାଏଁ ଅର୍ଥାତ ୧୦ ଦିନିଆ ସଟ୍ ଡାଉନ ଘୋଷଣା ହୋଇଛି । ଏହି ସଟ୍‌ଡାଉନ ସମୟରେ ଜିଲ୍ଲା ଭିତରେ ଯାତାୟତ ନେଇ କଟକଣା ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ଦୋକାନ…

ଯାଜପୁରରେ ଗୁଣି ସନ୍ଦେହରେ ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନିମପଲ୍ଲୀ ସୁରୀସାହି ରେ ଗୁଣିଗାରେଡି ସନ୍ଦେହରେ ୨ ଜଣଙ୍କୁ ହତ୍ୟା ଘଟଣା। ଜଣେ ମହିଳା ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଳିଙ୍ଗନଗର ପୋଲିସ। ଏହି ୪ ଜଣ ଅଭିଯୁକ୍ତ ସେହି ଗାଁର ଅଟନ୍ତି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ଆଜି ଦିନର ମହତ୍ତ୍ୱ ତା୨୨-୭-୨୦୨୦ ବୁଧବାର ଆଜି ୨୦୨୦ ମସିହା ଜୁଲାଇ ୨୨ ରିଖ ବୁଧବାର କର୍କଟ ୭ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଆଜି: ବୋଇତି କଖାରୁ ଖାଇବା ନିଷେଧ ମେଷ: ଅର୍ଥ ପ୍ରାପ୍ତି…

ଜିଓ ଫୋନ୍ ପାଇଁ ସବୁଠାରୁ ବଡ ଅପଡେଟ୍, ଗୁଗୁଲ ଲେନ୍ସ ଏବେ ଜିଓ ଫୋନରେ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ରିଲାଏନ୍ସ ଜିଓର ଜିଓ ଫୋନ୍ ଅଛି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି | ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଜିଓ ଫୋନକୁ ସବୁଠାରୁ ବଡ ଅପଡେଟ୍ ମିଳିଛି | ଜିଓ ଫୋନ୍ ବ୍ୟବହାରକାରୀମାନେ ଗୁଗୁଲରୁ ଏହି ଉପହାର ଗ୍ରହଣ କରିଛନ୍ତି, ଯାହାକି KaiOS ବ୍ୟବହାରକାରୀଙ୍କ…

ଆୟ ବଢାଇବା ପାଇଁ ଭାରତୀୟ ରେଳବାଇ ର ନୂଆ ରଣନୀତି ପ୍ରସ୍ତୁତ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ମାଲ ପରିବହନ ବୃଦ୍ଧି ପାଇଁ ଭାରତୀୟ ରେଳ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ନୂତନ ରଣନୀତି ଅନୁଯାୟୀ ରେଳ ମନ୍ତ୍ରଣାଳୟ ସମସ୍ତ ଜୋନ୍ ଏବଂ ବିଭାଗ ସ୍ତରରେ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ସୃଷ୍ଟି କରିଛି। ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ରେଳ ମାଧ୍ୟମରେ ମାଲ ପରିବହନର…

ଜାପାନର ବୋୖଦ୍ଧ ମନ୍ଦିରରେ ରୋବଟ ପୂଜକ ପ୍ରସ୍ତୁତି ପାଇଁ ସାତ କୋଟି ଟଙ୍କା ଖର୍ଚ୍ଚ ହୋଇଛି

ଅନେକ ସମୟରେ ହୋଟେଲ ରେ ହେଉ ଅବା ଅଫିସ ରେ ରୋବଟ କାମ କରିବା ଦେଖିଥିବେ | ବଡ ବଡ ଦେଶ ସବୁ ଏଥିରେ ବିଭିନ୍ନ ପ୍ରକାରର ରିସର୍ଚ୍ଚ କରିବାକୁ ଲାଗିଛନ୍ତି | ଏଥିରୁ ଜାପାନ ବାଦ ପଡ଼ନ୍ତା କିପରି | ଏମିତିବି ଜାପାନ ନୂଆନୂଆ ଜିନିଷ ତିଆରି କରିବାରେ ସମସ୍ତଙ୍କଠାରୁ ଆଗରେ | ଏବେ ସେମିତି ଗୋଟେ ଖବର…

ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲା ରାଜ୍ୟ ଆଇଏଏସ୍ ଅଫିସର୍ସ ସଂଘ

ଭୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ଆଇଏଏସ୍ ଅଫିସର୍ସ ସଂଘ ଶୋକ ପ୍ରକାଶ କରିଛି । ସେ ଜଣେ ଉତ୍ସାହୀ, ହୃଦୟବାନ ଅଫିସର ଯାହାଙ୍କୁ ସିନିଅରମାନେ ସ୍ନେହ କରୁଥିଲେ ଓ ଜୁନିଅରମାନେ ସମ୍ମାନ ଜଣାଉଥିଲେ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ଏ…

ହୀତାଧିକାରୀଙ୍କୁ ମିଳିବ ୫ ମାସର ମାଗଣା ଚାଉଳ ଓ ଡାଲି

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ପାଇବେ ୫ ମାସର ମାଗଣା ଚାଉଳ ଓ ଡାଲି । କରୋନା ସଂକ୍ରମଣ ଏବଂ ଏହାର ମୁକାବିଲା ପାଇଁ ଲକଡାଉନ୍ ଓ ସଟଡାଉନ୍ ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁଲାଇରୁ…

କଟକ ଓ ଖୋର୍ଦ୍ଧା ପାଇଁ ୩୦ କୋଟିର ପ୍ୟାକେଜ

ଭୁବନେଶ୍ୱର: ଗଂଜାମ ପରେ ଆଜି ଦୁଇ ଜିଲ୍ଲା କଟକ ଓ ଖୋର୍ଦ୍ଧା ର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା ପରେ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ କଟକ ଜିଲ୍ଲା ଓ ଖୋର୍ଦ୍ଧା…

ବାଙ୍ଗାଲୋର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା; ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର: ଗତ ୧୪ ତାରିଖରେ ବାଙ୍ଗାଲୋର ଠାରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଦୁର୍ଘଟଣା ଘଟିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବାଙ୍ଗାଲୋରସ୍ଥିତ…