Latest Odisha News

BREAKING NEWS

ତାଳଚେର ମାଟି ଧସିବା ଘଟଣା: ଜଣେ ମୃତ

ଅନୁଗୁଳ: ତାଳଚେର ମାଟି ଧସିବା ଘଟଣାର ପ୍ରାୟ ୨୦ ଘଣ୍ଟା ପରେ ମାଟି ତଳୁ ଉଦ୍ଧାର ହୋଇଛି ଗୋଟିଏ ମୃତ ଦେହ। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଲମ୍ବିତ ରାତିରେ ତାଳଚେର ସ୍ଥିତ ଭାରତପୁର କୋଇଲା ଖଣିରେ ହଠାତ ମାଟି ଅତଡାଖସିଥଲା । ଏଥିରେ ପ୍ରାୟ ୧୩ ଜଣ ଶ୍ରମିକଙ୍କ ସମେତ ଅନେକ ଗାଡି ମୋଟର…

ଟ୍ରାଉମା

ଟ୍ରାଉମା ସୌମ୍ୟା ମହାପାତ୍ର ଦେହ ସାରା ମୋର କଣ୍ଟା ଭର୍ତ୍ତି, ରକ୍ତ ଝରୁଛି ଟୋପେ ଟୋପେ ଆୟୁଷର ଅବଧିର ହିସାବ କିତାବ ଚାଲିଛି ଡାକ୍ତରଙ୍କ ଶୀତତାପ ନିୟନ୍ତ୍ରିତ ନିବୁଜ କୋଠରିରେ ଆତ୍ମୀୟଙ୍କ ସହ । ଅପରେସନ୍ ପାଇଁ ଇନସୁରାନସ୍ ଆଉ ବିନା ଇନସୁରାନସ୍ର କେତେ ଖର୍ଚ୍ଚ ହେବ ଅଟକଳ ବି । ନିକଟ, ଦୂର…

ଦେବକୁଣ୍ଡ: ଯେଉଁଠି ଦେବତା ମାନେ କରନ୍ତି ସ୍ନାନ

ନିତିଦିନିଆ ଜୀବନରୁ ବୋର ହୋଇଗଲେ ମନ ଚାହେଁ କୁଆଡେ ଟିକେ ବୁଲି ଆସିବାକୁ । ପ୍ରକୃତିର ଶୋଭାରାଜିରେ କିଛି ସମୟ ଅତିବାହିତ କରି ଆସିଲେ ମନରୁ ସତେ ଯେପରି ଅପସରି ଯାଏ ସମସ୍ତ କ୍ଳାନ୍ତି । ଆପଣ ମଧ୍ୟ ଯଦି ବୁଲିବା ପାଇଁ ପ୍ଲାନିଂ କରୁଛନ୍ତି,ତେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ…

ଏଥର ବିଗବସରେ ନଜର ଆସିବେ ବିଜେପିର ଏହି ନେତା, ଜାଣନ୍ତୁ

ମୁମ୍ବାଇ: ଅନେକ ଚର୍ଚ୍ଚିତ ତଥା ବିବାଦୀୟ ଚେହରାକୁ ପରଦା ଉପରକୁ ଆଣିବାରେ ରିଆଲିଟି ଶୋ' ବିଗବସ ବେଶ ପରିଚିତ । ଏଥର ବିଗବସର ହଟ ଲିଷ୍ଟରେ ଅଛନ୍ତି ବିଜେପିରୁ ତଡା ଖାଇଥିବା ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂ ଚମ୍ପିଆନ । କିଛି ଦିନ ତଳେ ଉତ୍ତରଖଣ୍ଡର ବିଜେପି ବିଧାୟକ ପ୍ରଣବ ସିଂ ଚମ୍ପିଆନ…

ଚିନି କଳମାନଙ୍କ ଦେୟର ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ୨୦୧୯-୨୦ ଆଖୁ ଋତୁରେ ଚିନି କଳମାନଙ୍କ ସଠିକ୍ ଦେୟ ନିର୍ଦ୍ଧାରଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଅନୁମୋଦନ କରିଛନ୍ତି । ୨୦୨୯-୨୦ ଋତୁ ପାଇଁ ଆଖୁ ମୂଲ୍ୟ…

ଆତଙ୍କ

ଆତଙ୍କ ମୂଳ ରଚନା : ଅଗ୍ନି ଶେଖର ଅନୁବାଦ : ପାରମିତା ଷଡ଼ଙ୍ଗୀ କହିଥିଲ ତୁମେ- କୁଣ୍ଡଳୀ ମାରି ବସିଛି ସେ ମୋ ଲେଖନୀ ଉପରେ ମୁଁ ବି ତୁମ କଥାରେ ଗଣ୍ଠି ବାନ୍ଧି ଦେଲି ପଢିଲିନି ଖବର କାଗଜ ଖାଲି ଫିଲ୍ମ୍ ଦେଖିଲି କହିଲି ମିଛ, ଗୁଲିଖଟି କଲି ଅଧାରୁ ଅଧିକ ବୟସ ବିତାଇଲା ପରେ ବି…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର କଟକ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୋନପୁର, ଗଞ୍ଜାମ, ମୟୁରଭଞ୍ଜ, ଝାରସୁଗୁଡା,…

ଆସନ୍ତା ୪ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଜୁଲାଇ ୨୬ ତାରିଖରେ ଏକ ଲଘୁଚାପର ଆଶଙ୍କା ରହିଥିବା ଯୋଗୁଁ ଆଗାମୀ ୪ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏକ ଆଲର୍ଟ ଜାରି ହୋଇଛି । ଜୁଲାଇ ୨୫…

‘ଅଲ୍ ୱେଦର୍ ଏୟାରପୋର୍ଟ’ ହେବ ଝାରସୁଗୁଡ଼ା ବିମାନ ବନ୍ଦର

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନବନ୍ଦରକୁ କେନ୍ଦ୍ର ସରକାର ଏକ ‘ଅଲ୍ ୱେଦର୍ ଏୟାରପୋର୍ଟ’ ରୂପେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିଲାଗି ପଶ୍ଚିମ ଓଡ଼ିଶାର ଏହି ବିମାନ ବନ୍ଦରଟିରେ ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକୀୟ ନ୍ୟାଭିଗେସନ ସୁବିଧା ଯୋଗାଇଦେବେ ବୋଲି ସୂଚନା ମିଳିଛି ।…

ପୁଣି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ୟେଦ୍ଦୁରପ୍ପା !

ବେଙ୍ଗାଲୁରୁ: ପରିଶେଷରେ କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ଅସ୍ଥିରତାରେ ଯବନିକା ପଡିଛି । ବିଧାନସଭାରେ ଗତକାଲି ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ କଂଗ୍ରେସ-ଜେଡିଏସ୍ ନେତୃତ୍ୱାଧୀନ କୁମାରସ୍ୱାମୀ ସରକାରଙ୍କ ପତ୍ତନ ଘଟିଛି । ଆସ୍ଥା ଭୋଟରେ ପରାଜିତ ହେବା ପରେ କୁମାରସ୍ୱାମୀ…