Latest Odisha News

BREAKING NEWS

ମାକ୍ସ ପିନ୍ଧି ନଥିବାରୁ ବ୍ୟବସାୟୀଙ୍କୁ ଜରିମାନା

ବୁଗୁଡା: ମହଙ୍ଗା ପଡିଲା ମାସ୍କ ନ ପିନ୍ଧିବା । ଜଣେ ବବ୍ୟସାୟୀ ଗଣିଲେ ମୋଟା ଅଙ୍କର ତଣ୍ଡ । ବୁଗୁଡା ସହରରେ ଜଣେ ବ୍ୟବସାୟୀ ଜିନିଷ ବିକ୍ରି କରିବା ସମୟରେ ମୁହଁରେ ମାକ୍ସ କିମ୍ବା ରୁମାଲ ବାନ୍ଧି ନଥିବାରୁ ତାଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି । ବୁଗୁଡା ବିଜ୍ଞାପିତ ଅଞ୍ଚଳ…

ଗୁଡ୍ ଫ୍ରାଇଡେରେ କାହିଁକି ଦିଆଯାଏ ନାହିଁ ଶୁଭେଚ୍ଛା ବାର୍ତ୍ତା ?

ଭୁବନେଶ୍ୱର: ଜାତୀୟ ଛୁଟିଦିନ ହୋଇଥିବାରୁ ଆପଣ ଭାବୁଥିବେ ଗୁଡ୍ ଫ୍ରାଇଡେ ଅନ୍ୟ ଉତ୍ସବ ଭଳି ଏକ ଆନନ୍ଦର ପର୍ବ । ଜଣାଅଜଣାରେ ଆପଣ ଖ୍ରୀଷ୍ଟଧର୍ମୀ ବନ୍ଧୁଙ୍କୁ ହାପି ଗୁଡ୍ ଫ୍ରାଇଡେ ଲେଖି ୱିସ୍ ବି କରିଥିବେ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ଏଭଳି ବାର୍ତ୍ତା ସେମାନଙ୍କ ଧାର୍ମିକ ମନୋଭାବକୁ…

ପରଲୋକରେ ରାମାୟଣର ସୁଗ୍ରୀବ ‘ଶ୍ୟାମସୁନ୍ଦର’

ଭୁବନେଶ୍ୱର : ଲକ୍ ଡାଉନ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣର ପ୍ରସାରଣ ବେଳେ ଏକ ଦୁଃଖଦ ଖବର ଆସିଛି । ରାମାୟଣରେ ସୁଗ୍ରୀବ ଓ ବାଲି ଉଭୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମସୁନ୍ଦର କରାରେଙ୍କର ପରଲୋକ ହୋଇଯାଇଛି । ଗତ କିଛି ବର୍ଷ ହେଲା ସେ କ୍ୟାନସରରେ ପୀଡିତ ଥିଲେ । ହରିୟାଣାରେ…

କ୍ରିକେଟ ମ୍ୟାଚ୍ ନୁହେଁ କରୋନା: ବାଗଚୀ

ଭୁବନେଶ୍ୱର: ମହାମାରୀ କରୋନା କୌଣସି କ୍ରିକେଟ ମ୍ୟାଚ୍ ନୁହେଁ । ଦିନିକିଆ, ଆଇପିଏଲ୍ କିମ୍ବା ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ନୁହେଁ କୋଭିଡ-୧୯ । ଏହା ଏକ ଲମ୍ବା ଲଢେ଼ଇ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତି ବାବଦରେ ସୂଚନା ଦେବା ବେଳେ ଏଭଳି ମତ ରଖିଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରୋତ…

ମାସ୍କ ନପିନ୍ଧିଲେ ଗଣିବେ ତଣ୍ଡ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ ତଣ୍ଡ । ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ପରେ ମାସ୍କ ନପିନ୍ଧିଲେ ଜରିମାନା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଥମ ୩ ଥର ମାସ୍କ ନପିନ୍ଧିଲେ ୨ଶହ ଟଙ୍କା ତଣ୍ଡ ଗଣିବେ । ଆଉ ତିନି ଥର ପରେ ଯଦି ଅପଣ ସୁଧୁରୁ…

ଆର୍ଣ୍ଣଲ୍ଡ ‘ଟର୍ମିନେଟର’ଙ୍କ ପୁତ୍ର ଜୋସେଫଙ୍କ ଫିଗର ଏବେ ଚର୍ଚ୍ଚାରେ

ଲସଆଞ୍ଜେଲ୍ସ: ଆର୍ଣ୍ଣଲ୍ଡ ସ୍କ୍ରାରାଜେନେଗାରଙ୍କୁ କିଏ ବା ନ ଜାଣେ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସେ ସାରା ବିଶ୍ୱରେ ଖ୍ୟାତି ହାସଲ କରିଥିଲେ । ସେ ୭୦ ଦଶକରେ ୬ଥର ମିଷ୍ଟର ଅଲିମ୍ପିଆନ୍ ପ୍ରଫେଶନାଲ ବଡିବିଲ୍ଡିଂ ଟାଇଟଲ ଜିତିଥିଲେ । ତାଙ୍କ ଅଭିନୀତ ଟର୍ମିନେଟର ଫିଲ୍ମ ଏବେ ମଧ୍ୟ ଦର୍ଶକଙ୍କ…

ମନଇଚ୍ଛା ହାଇଡ୍ରୋକ୍ସିକ୍ଲୋରୋକୁଇନ ଖାଆନ୍ତୁ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଏପର୍ଯ୍ୟନ୍ତ ବାହାରିନି କୌଣସି ଭ୍ୟାକସିନ୍ । ତେବେ କରୋନାର ଗେମ୍ ଚେଂଜର ଭାବେ ଉଭା ହୋଇଛି ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ । ଏହି ମେଡିସିନ୍‌କୁ ଭାରତଠାରୁ ଆମେରିକା ମାଗିବା ପରେ ଏବେ ଏହାର ଡିମାଣ୍ଡ ବଢ଼ିଯାଇଛି । ତେବେ ଏହି ମେଡିସିନ୍‌କୁ…

କରୋନା ଭାଇରସ କବଳରେ ସୌଦି ଆରବ ରାଜପରିବାର, ୧୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରିୟାଦ: କରୋନା ଭାଇରସ କବଳରେ ସୌଦି ଆରବ ରାଜପରିବାର ପଡିଛି । ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ ସେମାନେ ଏହି କିଲର କରୋନାକୁ ଅଟକାଇବାରେ ସଫଳ ହୋଇ ନାହାନ୍ତି । ଅଲଜଜୀରା, ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ ୧୫୦ରୁ ଊର୍ଦ୍ଧ୍ୱ ରାଜପରିବାର ସଦସ୍ୟ ଏଥିରେ ଆକ୍ରାନ୍ତ ହୋଇ…

ଲକ୍‌ଡାଉନ୍ ଡାଏରୀ: ସବୁବେଳେ ବ୍ୟସ୍ତ ରହୁଥିବା ସଂଜୟ ହଂସ୍‌ଙ୍କ ଫୋକସ୍ ଏବେ ଫିଟନେସ୍ ଉପରେ

ଭୁବନେଶ୍ୱର: ବର୍ତ୍ତମାନର ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି ହୋଇଥିବା ବେଳେ ସମସ୍ତେ ଏବେ ଘରେ । ତେବେ ବ୍ୟସ୍ତବହୂଳ ଜୀବନରେ ନିଜ ପାଇଁ ସମୟ ପାଉନଥିବା ଅନେକ ବ୍ୟକ୍ତି ଏବେ ନିଜ ପସନ୍ଦର କାର୍ଯ୍ୟକୁ ସମୟ ଦେବା ଆରମ୍ଭ କରିଛନ୍ତି । ଆଜିର ଲକ୍‌ଡାଉନ୍ ଡାଏରୀରେ ଆସନ୍ତୁ ଜାଣିବା ପ୍ରସିଦ୍ଧ…

ଜୀବନ ବଂଚାଇବା ପାଇଁ ଡାକ୍ତରଙ୍କ ପାଖରେ ନେହୁରା ହେଲେ ତବଲିଗ ଜମାତର ସଦସ୍ୟ

କାନପୁର: କରୋନାର ଭୟାବହ ଓ ବିକଟାଳ ରୂପକୁ ତବଲିଗ ଜମାତର ସଦସ୍ୟମାନେ ଭଲ ଭାବେ ବୁଝିବା ଆରମ୍ଭ କରିଛନ୍ତି । ହ୍ୟାଲେଟ ଡାକ୍ତରଖାନାରେ ଗୁରୁବାର ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁ ଡାକ୍ତର ଓ ନର୍ସଙ୍କୁ ସେମାନେ ଖରାପ ବ୍ୟବହାର କରିଥିଲେ ଆଜି କରୋନା କବଳରୁ ବଂଚାଇବା ପାଇଁ…