ଲକଡାଉନରେ ଜାରି ରହିବ କୃଷି କାମ: ନବୀନ
ଭୁବନେଶ୍ୱର: ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି । ତେବେ ଏହି ଲକଡାଉନ୍ ସମୟରେ କୃଷି କାମ ଜାରି ରହିବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ଚାଷକାମ ବନ୍ଦ ହୋଇଗଲେ ଦେଶବାସୀଙ୍କ ଆହାର ବନ୍ଦ ହୋଇଯିବ । ତେଣୁ ତାଲାବନ୍ଦ ଭିତରେ କୃଷକ…