Latest Odisha News

BREAKING NEWS

ବ୍ରିଟେନର ସବୁଠାରୁ ବଡ ପରିବାରରେ ଆଉ ଏକ ନୂଆ ଅତିଥି ଆସିଲେ

ଲଣ୍ଡନ: ବ୍ରିଟେନର ସବୁଠାରୁ ବଡ ପରିବାରରେ ଗୁରୁବାର ଆଉ ଏକ ନୂଆ ଅତିଥି ଆସିଛନ୍ତି । ୪୪ ବର୍ଷୀୟ ସୁ ରେଡଫୋର୍ଡ ୨୨ତମ ସନ୍ତାନକୁ ଜନ୍ମ ଦେଇଛନ୍ତି । ବର୍ଷେ ତଳେ ସେ ୨୧ ତମ ସନ୍ତାନର ମାଆ ହୋଇଥିଲେ । ସେ ସମୟରେ ଏହା ତାଙ୍କର ଶେଷ ସନ୍ତାନ ହେବେ ବୋଲି କହିଥିଲେ । ୪୮ ବର୍ଷୀୟ ନୋୟଲ ରେଡଫୋର୍ଡ…

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କୋଭିଡ-୧୯ ଜରୁରୀକାଳିନ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ ଜରୁରୀକାଳିନ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍…

କରୋନା ଭାଇରସ ସଂକ୍ରମଣରେ ଇଟାଲୀର ପୂର୍ବତନ ଷ୍ଟାର ଆଥଲେଟ ଡୋନାଟୋଙ୍କ ମୃତ୍ୟୁ

ରୋମ:ଇଟାଲୀର ପୂର୍ବତନ ଷ୍ଟାର ଆଥଲେଟ ଡୋନାଟୋ ସାବିଏ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ପୂର୍ବରୁ ତାଙ୍କ ବାପାଙ୍କ ଜୀବନ ମଧ୍ୟ କରୋନା ଭାଇରସ ନେଇଥିଲା । ୧୯୮୪ ଲସ୍‌ଏଞ୍ଜେଲ୍ସ ଏବଂ ୧୯୮୮ ସିଓଲ ଅଲିମ୍ପିକ୍ସରେ ସେ ଯଥାକ୍ରମେ ୫ମ ଓ ୭ମ ସ୍ଥାନ ଅଧିକାର କରିଥିଲେ।  ଇଟାଲିଆନ…

ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନ ବଂଚାଇଦେଲେ ଭଗତ ସିଂ!

ମହାରାଷ୍ଟ୍ର: ଟଳିପାରେ ସଂକଟ । ବଂଚିପାରେ ଉଦ୍ଧବ ଠାକରେଙ୍କ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ । ରାଜ୍ୟପାଳ ଭଗତ ସିଂ କେଶୟାରୀଙ୍କ କୋଟାରେ ଥିବା ୨ଟି ଏମ୍‌ଏଲ୍‌ସି ଆସନ ମଧ୍ୟରୁ ଗୋଟିଏରୁ ଉଦ୍ଧବଙ୍କୁ ମନୋନୀତ କରାଯିବ । ଏନେଇ ଗୁରୁବାର ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି।…

ଭକ୍ତଙ୍କୁ ବାଧକ ହେଉନି ଲକ୍‌ଡାଉନ୍‌; ୬୦ କିଲୋମିଟର ଆସି ମହାପ୍ରଭୁଙ୍କୁ ଦେଉଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍…

ସୋସିଆଲ ମିଡିଆରେ ରହସ୍ୟମୟ ଜୀବ; ଏଲିଅନ ସହ ତୁଳନା କଲେ ଲୋକେ !

ଭୁବନେଶ୍ୱର: ରହସ୍ୟମୟ ଜୀବକୁ ନେଇ ଏକ ଭିଡିଓ ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଛି । ଭିଡିଓରେ ଥିବା ଏକ କଳାରଙ୍ଗର ଜୀବକୁ ନେଇ ଅନେକ ଲୋକ ଭିନ୍ନଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହିକେହି ଏହାକୁ ଏଲିଅନ୍ ଜୀବ ସହ ମଧ୍ୟ ତୁଳନା କରିଛନ୍ତି । Anybody know what this is?…

କାହିଁକି ଓ କିପରି ପାଳନ କରାଯାଏ ଗୁଡ଼ ଫ୍ରାଇଡେ, ଜାଣନ୍ତୁ

ଭୁବନେଶ୍ୱର: ଗୁଡ଼ ଫ୍ରାଇଡେ, ଅର୍ଥାତ୍ ଜୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦିବସ । ଗୁଡ଼ ଫ୍ରାଇଡେ ହେଉଛି ସେହି ଦିନ, ଯେଉଁଦିନ ପ୍ରଭୁ ଜୀଶୁଙ୍କୁ କୁଶବିଦ୍ଧ ବା ହତ୍ୟା କରାଯାଇଥିଲା । ତେବେ ଏଭଳି ଏକ ଦିନକୁ ଗୁଡ଼ ଫ୍ରାଇଡେ କାହିଁକି କୁହାଯାଏ? ଏପରି ନାମକରଣ ସମ୍ପର୍କରେ କୌଣସି ଦୃଢ ମତ ନ ଥିଲେ…

ଏପ୍ରିଲ ୩୦ ଯାଏଁ ଟ୍ରେନ୍ ଓ ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ରକୁ ସୁପାରିଶ

ଭୁବନେଶ୍ୱର: ଏପ୍ରିଲ ୩୦ ଯାଏଁ ଟ୍ରେନ୍ ଓ ବିମାନ ସେବା ବନ୍ଦ ରଖାଯାଉ । ଏନେଇ କେନ୍ଦ୍ରକୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୦ ଯାଏଁ ଲକଡାଉନ୍ ଅବଧି ବଢ଼ାଇବା ସହ ଟ୍ରେନ୍ ଓ ବିମାନ ସେବାକୁ ବନ୍ଦ…

କରୋନା ସଂକ୍ରମଣ ଲୁଚାଇଲେ ହେବ ଏଫ୍‌ଆଇଆର୍‌: ମଧ୍ୟପ୍ରଦେଶ ସରକାର

ଭୋପାଲ: କରୋନା ସଂକ୍ରମଣ ଲୁଚାଇଲେ ହେବ ଏଫ୍‌ଆଇଆର୍ । ଏଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ସରକାର । ମଧ୍ୟପ୍ରଦେଶରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି କଡା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଯଦି କୌଣସି ବ୍ୟକ୍ତି କରୋନା…

ଏମ୍‌କେସିଜି, ବୁର୍ଲା ଓ ଆଇଜିଏଚ୍‌ରେ ହେବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ତିନିଟି ହସପିଟାଲରେ କୋଭିଡ୍‌-୧୯ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି ସରକାର । ବ୍ରହ୍ମପୁରର ଏମକେସିଜି ମେଡିକାଲ୍ କଲେଜ ଆଣ୍ଡ ହସପିଟାଲ, ରାଉରକେଲାର ଇସ୍ପାତ ଜେନେରାଲ ହସପିଟାଲ ଏବଂ ବୁର୍ଲାର ବୀର ସୁରେନ୍ଦ୍ର ସାଏ…