Latest Odisha News

BREAKING NEWS

ବଜ୍ରକାପ୍ତା ଓ ବାଦୁଡି ହେଉଛନ୍ତି କରୋନାର ଜନ୍ମଦାତା !

ନୂଆଦିଲ୍ଲୀ: ଯେଉଁ ସମୟରେ କରୋନାଭାଇରସର ଉତ୍ପତ୍ତି ହେଲା, ସେହି ସମୟରୁ ବାଦୁଡିରୁ ମନୁଷ୍ୟ ଶରୀରକୁ କରୋନାଭାଇରସ ଆସିଥିବା ଅନୁମାନ କରାଯାଉଛି । କିଛି ସମୟ ପରେ ଜଣାପଡିଲା କି ସାର୍ସ କରୋନା ଭାଇରସ-୨ର ଜିନୋମ ବାଦୁଡି ଠାରେ ଦେଖାଯାଉଥିବା କରୋନା ଭାଇରସ ସହ ମିଶେ । କିନ୍ତୁ ଏହା ୧୦୦ ପ୍ରତିଶତ…

କଟକ ଏସ୍‌ସିବିରେ ହେବ କରୋନା ରକ୍ତ ନମୁନା ପରୀକ୍ଷା: ସ୍ୱାସ୍ଥ୍ୟମନ୍ତ୍ରୀ

କଟକ: ଏଣିକି କଟକ ବଡ ମେଡିକାଲରେ ହେବ କରୋନା ରକ୍ତ ନମୁନା ପରୀକ୍ଷା । ଏଥିପାଇଁ ଆଇସିଏମ୍‌ଆର୍‌ସି ତରଫରୁ ଅନୁମତି ମିଳିଛି । ଖୁବ୍‌ଶୀଘ୍ର ବୁର୍ଲା ହସ୍ପିଟାଲ ଓ ବ୍ରହ୍ମପୁରର ଏମ୍‌କେସିଜିରେ ଏହି ସୁବିଧା ଉପଲବ୍ଧ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।…

କ’ଣ କହୁଛି ମାଳିକା; କରୋନା ନୁହେଁତ ବିନାଶର ସତର୍କଘଣ୍ଟି !

ଭୁବନେଶ୍ୱର: ଆର୍ଯ୍ୟଭୂମି ଭାରତବର୍ଷ ସାଧୁ-ସନ୍ଥ ଓ ସାଧକଙ୍କର ଦେଶ । ଏହି ଦେବଭୂମିରେ ସନାତନ ଧର୍ମର ସୃଷ୍ଟି ଏବଂ ଏହି ସନାତନ ଧର୍ମରୁ ଅନେକ ଧର୍ମ, ଗୋଷ୍ଠୀ ଓ ସମ୍ପ୍ରଦାୟର ସୃଷ୍ଟି । କେବଳ ୫ ଶହ ବର୍ଷ ପୂର୍ବରୁ ମାଳିକାରେ ବର୍ଣ୍ଣିତ ଭବିଷ୍ୟତବାଣୀ ଯେ ଉପଲବ୍ଧ ତାହାନୁହେଁ, ଭଗବାନ…

ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ: ଗୃହ ସଚିବ

ଭୁବନେଶ୍ୱର: ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ । ଏନେଇ ଆଜି ପ୍ରବାସୀ ଓଡ଼ିଆ ତଥା ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ ହୋଇଛି । ଏହାପରେ ଗୃହ ସଚିବ ସଂଜୀବ ଚୋପ୍ରା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷ ଓଡ଼ିଆ ବାହାରେ ଅଛନ୍ତି । ସେଥିମଧ୍ୟରୁ ୪୦…

ସାନିଟାଇଜ ହେଲା ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ପୁରା ରାଜଧାନୀକୁ ଜୀବାଣୁ ମୁକ୍ତ କରିବା ପାଇଁ କାମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ୱର ବାପୁଜୀ ନଗରର ଅଂଚଳକୁ ସାନିଟାଇଜ କରାଯାଇଛି ।ରାଜମହଲ ଛକରୁ ଶିଶୁଭବନ ଛକ ମଧ୍ୟରେ ଥିବା ସମସ୍ତ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ରୂପାନୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଗୁଜରାଟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାମହାରୀ କରୋନା ସମୟରେ ଗୁଜରାଟରେ ଅନେକ ଓଡ଼ିଅ ଫସି ରହିଛି । ସେଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

କୋଭିଡ୍‌-୧୯; ବେଙ୍ଗାଲୁରୁରେ ଜବତ ୧୨ ହଜାର ନକଲି N95 ମାସ୍କ !

ବେଙ୍ଗାଲୁରୁ: ମଙ୍ଗଳବାର ଏକ ଗୋଦାମରୁ ବେଙ୍ଗାଲୁରୁ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଂଚ(CCB) ଚଢାଉ କରି ୧୨ ହଜାର ନକଲି ମାସ୍କ ଜବତ କରିଛି । Karnataka: Bengaluru Central Crime Branch (CCB) has seized 12,000 fake N95 masks; further investigation underway…

କରୋନା ସହାୟତା; ୪ବର୍ଷର ସଞ୍ଚିତ ଅର୍ଥ ପ୍ରଦାନ କଲେ କୁନି ଝିଅ

ବ୍ରହ୍ମପୁର: କରୋନାଭାଇରସର ମୁକାବିଲା ଲାଗି ଅନେକ ବ୍ୟକ୍ତି ଅଳ୍ପବହୁତ ଅର୍ଥରାଶି ପ୍ରଦାନ କରୁଥିବା ବେଳେ ଓଡିଶାର ଏହି କୁନି ଝିଅର ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି । ଏପରିକି ତାଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି । କୋଭିଡ-୧୯ ବିରୋଧରେ ଜାରି ରହିଥିବା ଲଢେଇ ଲାଗି ମୁଖ୍ୟମନ୍ତ୍ରୀ ନବୀନ…

୧୬ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ନୋଏଡା କମ୍ପାନୀ ହେଲା ସିଲ, ମାମଲା ରୁଜୁ

ନୋଏଡା: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଏବେ କଡା ପଦକ୍ଷେପ ନେଉଛନ୍ତି । ନୋଏଡା ସ୍ଥିତ ସିଜଫାୟାର କମ୍ପାନୀକୁ ନୋଏଡା ଜିଲ୍ଲା ପ୍ରଶାସନ ସିଲ କରିଦେଇଛନ୍ତି । ଏହି କମ୍ପାନୀ ସେକ୍ଟର ୧୩୫ରେ ଅଛି । ସିଜଫାୟାର କମ୍ପାନୀ ସହିତ ଜଡିତ ୧୬ ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ…

ରିଲିଜ୍ ହେଲା ଓଡିଆ ରାପର୍ ସମୀର ରିଶୁ ମହାନ୍ତିଙ୍କ ନୂଆ ଭିଡିଓ

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଦର୍ଶକଙ୍କ ସାମ୍ନାକୁ ଆସିଲା ମନୋରଂଜର ନୂଆ ଖୋରାକ୍ । ରିଲିଜ୍ ହେଲା ଓଡିଆ ରାପର୍ ସମୀରଙ୍କ ନୂଆ ଭିଡିଓ ଆଲବମ୍ । ଓଡିଆ ମୋ ଭାଷା ଲିରିକ୍ସ ଲାଇନ୍ ରେ ଏହି ଗୀତଟି ସୋସିଆଲ୍ ମିଡିଆରେ ଧୁମ୍ ମଚାଇଛି । ସବୁଥର ଭଳି ଏହି ଗୀତରେ ବି ଖାଣ୍ଟି ଓଡିଆର ଛୁଙ୍କ…