Latest Odisha News

BREAKING NEWS

୧୦ମ ଶ୍ରେଣୀ ଛାତ୍ରୀ ୫ ଦୁର୍ବୃତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶୀକାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଏକ ପଡିଆ ନିକଟରେ ସୋମବାର ସନ୍ଧ୍ୟାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଉକ୍ତ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଟିସ୍କୋ ହସ୍ପିଟାଲରେ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୮ଟି ସ୍ଥାନରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ, ଖୋର୍ଦ୍ଧା, ପୁରୀ,…

ଷୋଡ଼ଶ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: ଫନି ବାତ୍ୟା ମୁକାବିଲା ଲାଗି ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ । ବିଧାନସଭାର ଏହି ଅଧିବେଶନ ୨ଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି । ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ସରକାର ପ୍ରଥମ ଦିନରୁ ହିଁ ତାଙ୍କର ପ୍ରତିଶ୍ରୁତି ପୂରଣ କରିବା ଲାଗି…

ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ସର୍ବାଧିକ ମୋବାଇଲ ଡାଟା ବ୍ୟବହାର କରୁଛନ୍ତି

ଭୁବନେଶ୍ୱର: ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ନିଜ ସ୍ମାର୍ଟଫୋନର ବହୁତସାରା ମୋବାଇଲ ଡାଟା ବ୍ୟବହାର କରିଥାନ୍ତି । ଏରିକସନ୍ ମୋବିଲିଟି ରିପୋର୍ଟ ଜୁନ୍ ୨୦୧୯ ସଂସ୍କରଣ ଅନୁସାରେ ଭାରତୀୟ ସ୍ମାର୍ଟଫୋନ ବ୍ୟବହାରକାରୀ ବିଶ୍ୱରେ ସର୍ବାଧିକ ମୋବାଇଲ୍ ଡାଟା ବ୍ୟବହାରକାରୀ ଅଟନ୍ତି । ଭାରତରେ…

କଟକ: ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକର କୁଆଖାଇ ନଦୀ ନିକଟସ୍ଥ ରେଳଧାରଣାରୁ ମଙ୍ଗଳବାର ସକାଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକମାନେ ମୃତଦେହ ପଡିଥିବା ଠାବ କରିଥିଲେ । ପରବର୍ତ୍ତୀ ସମୟରେ…

କଂଗ୍ରେସ ବିଧାୟକ ଦଳ ନେତା ଭାବେ ନରସିଂହ ମିଶ୍ର ନିର୍ବାଚିତ

ଭୁବନେଶ୍ୱର : ସର୍ବସମ୍ମତିକ୍ରମେ କଂଗ୍ରେସ ବିଧାୟକ ଦଳର ନେତା ଭାବେ ନରସିଂହ ମିଶ୍ରଙ୍କୁ ସୋମବାର ବିଳମ୍ବିତ ରାତିରେ ଚୟନ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ନରସିଂହ ମିଶ୍ର କହିଛନ୍ତି, “ ତାଙ୍କ ଦଳ ଗୃହରେ ରାଜ୍ୟର କୃଷକ, ବେକାରୀ ସମସ୍ୟା, ଆଇନ ଓ କାନୁନ ବ୍ୟବସ୍ଥା ସମ୍ବନ୍ଧୀୟ…

ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ଏହି ଅବସରରେ କମିଶନରେଟ୍ ପୋଲସ ପକ୍ଷରୁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷୋଡଶ ବିଧାନସଭାର ଏହା ପ୍ରଥମ ଅଧିବେଶନ ହୋଇଥିବାବେଳେ ଗୃହ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ…

ମହାପ୍ରଭୁଙ୍କ ଜ୍ୱର ଚିକିତ୍ସା: କିପରି ଲାଗି ହୁଏ ଫୁଲୁରି ତେଲ ଓ ଦଶମୂଳ ମୋଦକ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅନେକ ପାରମ୍ପକରିକ ନୀତି ପାଳିତ ହୋଇଥାଏ । ସ୍ନାନଯାତ୍ରା ହିଁ ରଥଯାତ୍ରା ମହୋତ୍ସବର ଆଦ୍ୟପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ । ସୁନାକୂପର ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

 ୨୫-୦୬-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୫ ରିଖ ମଙ୍ଗଳବାର ମିଥୁନ ୧୧ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ଧନୁ…

ଅଶୋକ ପରିଜା ହେଲେ ଓଡ଼ିଶାର ନୂଆ ଆଡ଼ଭୋକେଟ ଜେନେରାଲ୍

ଭୁବନେଶ୍ୱର: ବରିଷ୍ଠ ଆଡ଼ଭୋକେଟ ତଥା ‘ବାର୍ କାଉନସିଲ୍ ଅଫ ଇଣ୍ଡିଆ’ର ପୂର୍ବତନ ଚେୟାରମ୍ୟାନ ଅଶୋକଙ୍କୁ ଓଡ଼ିଶା ସରକାର ଆଡ଼ଭୋକେଟ ଜେନେରାଲ୍ ଭାବେ ନିଯୁକ୍ତ କରିଛନ୍ତି । ତାଙ୍କ ପୂର୍ବରୁ ସୂର୍ଯ୍ୟ ପ୍ରସାଦ ମିଶ୍ର ଏହି ପଦବୀରେ ରହିଥିଲେ । ମାତ୍ର ୨୩ ବର୍ଷ ବୟସରେ ଶ୍ରୀ ପରିଜା ଓଡ଼ିଶା…