Latest Odisha News

BREAKING NEWS

ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା: ସୋମବାରଠୁଁ ଦେଶବ୍ୟାପୀ ‘ଆଇଏମଏ’ ପକ୍ଷରୁ ଆନ୍ଦୋଳନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମଏ) ଆସନ୍ତା ସୋମବାର ଦିନ ଦେଶବ୍ୟାପୀ ଆନ୍ଦୋଳନ ଲାଗି ଆହ୍ୱାନ କରିଛି । ନୂଆଦିଲ୍ଲୀ ସ୍ଥିତ ଏକ ସମାଚାର ଏଜେନ୍ସି ର‌୍ୟୁଟର୍ସର ରିପୋର୍ଟନୁଯାୟୀ…

ଶ୍ରୀମନ୍ଦିରରେ ଗୁପ୍ତ ନୀତି ଲାଗି ଦାୟିତ୍ୱ ନେଲେ ଦଇତାପତି ସେବାୟତ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରହିଥିବା ଦଇତାପତିମାନେ ଶ୍ରୀଜୀଉଙ୍କ ପାରମ୍ପରିକ ଗୁପ୍ତ ନୀତି କାର୍ଯ୍ୟନିର୍ବାହ କରିଥାନ୍ତି । ବର୍ଷସାରା ଶ୍ରୀମନ୍ଦିରରେ ପଣ୍ଡା…

‘ରିଜର୍ଭ ବ୍ୟାଙ୍କ’ ଇଡ଼ି ପଦବୀରେ ନିଯୁକ୍ତ ହେଲେ ଓଡ଼ିଆ ବ୍ୟାଙ୍କର୍ ରବି ମିଶ୍ର

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବା ଏକଜିକ୍ୟୁଟିଭ ଡ଼ାଇରେକ୍ଟର୍ (ଇଡ଼ି) ପରି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ପଦୋନ୍ନତି ହୋଇଛନ୍ତି ଓଡ଼ିଶାର ବ୍ୟାଙ୍କର୍ ରବି ନାରାୟଣ ମିଶ୍ର । ଏହି ନୂତନ ପଦବୀରେ ନିଯୁକ୍ତ ହେବା ପରେ ଏହି ଓଡ଼ିଆ ବ୍ୟାଙ୍କର୍ ଭାରତୀୟ…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ସ୍ଥିତ ଜାହିରା ଗ୍ରାମର ନାହାଶୋଳ ଜଙ୍ଗଲରୁ ଶନିବାର ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନବଜାତ ଶିଶୁଟିକୁ ଏକ ବସ୍ତା ଭିତରେ ପଡିଥିବା ଦେଖିବାକୁ ପାଇଥିଲେ ।…

ଆଜି ସଂକ୍ରାନ୍ତି ରଜ, ସାରା ଓଡ଼ିଶା ଉତ୍ସବମୁଖର…

ଭୁବନେଶ୍ୱର: ଆଜି ସମଗ୍ର ଓଡ଼ିଶାରେ ରଜ ଉତ୍ସବର ଦ୍ୱିତୀୟ ଦିବସ ଅର୍ଥାତ୍ ଆଜି ହେଉଛି ରଜ ସଂକ୍ରାନ୍ତି । ପ୍ରଥମରଜରେ ଝିଅମାନେ ସଜବାଜ ହେବା ପରେ ସଂକ୍ରାନ୍ତିରେ ସଜବାଜ ସହିତ ଘରକୁ ଘର ବୁଲି ଝିଅମାନେ ପିଠା ଖାଇଥାଆନ୍ତି । ଉତ୍କଳୀୟ ପରମ୍ପରାର ଏହି ମହାନ ଗଣପର୍ବରେ ଓଡ଼ିଆ ମାନେ ଆଜି ବେଶ୍…

କାଳବୈଶାଖୀ ଆଶଙ୍କା: କଟକ ସମେତ ରାଜ୍ୟର ଏହିସବୁ ସ୍ଥାନରେ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୮ଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ଦିନ୨ଟା ପର୍ଯ୍ୟନ୍ତ ଗୋଟିଏ…

ଆଜି ନୀତି ଆୟୋଗ ବୈଠକ, ଯୋଗ ଦେବେ ନାହିଁ ମମତା ଓ କେ ଚନ୍ଦ୍ରଶେଖର ରାଓ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଶନିବାର ଦିନ ଆୟୋଜିତ ନୀତି ଆୟୋଗର ୫ମ ସାଧାରଣ ପରିଷଦ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ପ୍ରମୁଖ ଯୋଗଦେବେ ନାହିଁ ବୋଲି ଜଣାପଡିଛି । ଏନଡିଟିଭି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ…

କୋରାପୁଟ: ଶୋଇଥିବାବେଳେ ଘର ଉପରେ ମାଡିଗଲା ଟ୍ରକ୍, ୩ ମୃତ

ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଭେଜାପୁଟ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘର ଉପରକୁ ବାଲି ବୋଝେଇ ଟ୍ରକ୍ ମାଡିଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଦୁର୍ଘଟଣା ସକାଳ ପାଖାପାଖି ୧ଟା ୪୫ମି.ରୁ ୨ଟା…

ହାତ ମିଳାଇଲେ ନବୀନ-ଧର୍ମେନ୍ଦ୍ର, ଓଡ଼ିଶାର ସାମାଜିକ ଓ ଆର୍ଥିକ ପ୍ରଗତି ଲାଗି ହେଲେ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଅଦିଲ୍ଲୀଠାରେ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ସାକ୍ଷାତ ସମୟରେ ଉଭୟ ନେତା ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ତଥା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୫-୦୬-୨୦୧୯ ଶନିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୫ ରିଖ ଶନିବାର ମିଥୁନ ୦୧ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ବିଶାଖା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-:…