Latest Odisha News

BREAKING NEWS

ଆତ୍ମ ସମୀକ୍ଷାର ବେଳ

 ଯବକାଚ 2  ଆତ୍ମ ସମୀକ୍ଷାର ବେଳ ସନ୍ଦୀପ ସାହୁ ନିର୍ବାଚନ ସରିଯାଇଛି । ଫଳ ବାହାରି ସାରିଛି । ଦେଶରେ, ରାଜ୍ୟରେ କିଏ ସରକାର ଗଢିବେ, ଜଣା ପଡ଼ି ସାରିଛି । ବିଜୟ ଲାଭ କରିଥିବା ରାଜନୈତିକ ଦଳ ଓ ନେତାଙ୍କ ପାଇଁ ଏବେ ଉତ୍ସବର ବେଳ । ପରାଜିତଙ୍କ ପାଇଁ ଆତ୍ମ ସମୀକ୍ଷାର ସମୟ । ଗଣମାଧ୍ୟମ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

 ଆଜିର ରାଶି ଫଳ ତା୨୬-୦୫-୨୦୧୯ ରବିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୬ ରିଖ ରବିବାର ବୃଷ ୧୨ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ମେଷ ରାଶିର ଘାତ ବାର ମିଥୁନ…

ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି !

ଅଦେଖା ହାତର ଖେଳ ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି ! ସମରେନ୍ଦ୍ର ବଳିଆରସିଂହ ଛାଇଆଲୁଅର ଲୁଚକାଳି ଖେଳ ଭିତରେ କେଉଁ ଏକ ଅଦେଖାହାତର ଖେଳ । ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି । ବିଶ୍ୱାସ ହେଉନାହିଁ, କିନ୍ତୁ ଏହା ସତ । ତେବେ କେମିତି ଏହା ସଂଭବ ?…

୯ଟି ଜିଲ୍ଲାରେ ବୃଦ୍ଧି ପାଇବ ପ୍ରଚଣ୍ଡ ରୌଦ୍ରତାପ…

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇଥିବା ବେଳେ ଶନିବାର ସନ୍ଧ୍ୟାରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଲାଗି ସତର୍କତା ଜାରି କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନାନୁଯାୟୀ,…

ବାରିପଦାରେ ବଜ୍ରପାତ ନେଇଗଲା ୨ଟି ଜୀବନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ନିଶିଥପୁର ବାଲିଘାଟରେ ବଜ୍ରପାଦରେ ୨ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଟ୍ରାକ୍ଟରରୁ ବାଲି ବାହାର କରୁଥିବା ବେଳେ ଉଭୟ ଡ୍ରାଇଭର ଏବଂ ହେଲପର୍ ଉପରେ ବଜ୍ରାଘାତ ହୋଇଥିଲା । ସେମାନଙ୍କୁ…

ରାଜଧାନୀରେ ବାଇକ ଉପରେ ଚଢିଗଲା ଟ୍ରକ୍, ୨ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ନୟାପଲ୍ଲୀ ଓଭରବ୍ରିଜରେ ଟ୍ରକ୍ ଧକ୍କାରେ ଶନିବାର ଦିନ ୨ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାନୁଯାୟୀ ନୟାପଲ୍ଲୀ ଓଭରବ୍ରିଜରେ ୩ ଜଣ ପିଲା ବାଇକରେ ଯାଉଥିବା ବେଳେ ଟ୍ରକଟି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ…

ଦିଦି ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁନାହାନ୍ତି !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ କୋଲକାତାଠାରେ ନିଜ ତୃଣମୂଳ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦବୀରେ ଆଉ ରହିବାକୁ ଚାହୁଁନାହାନ୍ତି । West Bengal CM Mamata Banerjee: I told at the beginning of the…

୧୬ତମ ଲୋକସଭାକୁ ଭଙ୍ଗ ଲାଗି ମଞ୍ଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୬ତମ ଲୋକସଭାକୁ ଭଙ୍ଗ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି କୋବିନ୍ଦ ମେ’ ୨୪ ତାରିଖ ଦିନ କ୍ୟାବିନେଟର ଅନୁରୋଧକୁ ଗ୍ରହଣ କରିବା ସହ ତାଙ୍କୁ ପ୍ରଦାନ କରାଯାଇଥିବା ସାମ୍ବିଧାନିକ କ୍ଷମତାର ଧାରା ୮୫ର ବିଭାଗ (ଖ)ର ଉପବିଭାଗ…

ଓଡିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧି କଲା ସିବିଡିଟି

ଭୁବନେଶ୍ୱର : ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ ଫନୀ ଯୋଗୁଁ ବ୍ୟାପକ ଭାବେ ଓଡିଶା ପ୍ରଭାବିତ ହୋଇଥିବା ଫଳରେ ଟିଡିଏସ ଡିଡକ୍ଟରମାନେ ମଧ୍ୟ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସିବିଡିଟି ଟିଡିଏସ ଅନୁପାଳନ ନୀତିକୁ ଓଡିଶାରେ କୋହଳ କରାଯାଇଛି ।…

ମେ’ ୨୬ରେ ବିଜେଡି ବିଧାୟକ ଦଳ ବୈଠକ, ନିର୍ବାଚିତ ହେବେ ନୂଆ ନେତା

ଭୁବନେଶ୍ୱର : ନବନିର୍ବାଚିତ ବିଜେଡି ବିଧାୟକମାନେ ରବିବାର ଦିନ ଏକ ବୈଠକରେ ଦଳର ନୂଆ ନେତାଙ୍କୁ ଚୟନ କରିବେ । ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କ ସୂଚନାନୁଯାୟୀ, ନବନିର୍ବାଚିତ ବିଧାୟକମାନେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିବେ । ଏହାପରେ ରବିବାର ଦିନ…