ଗଡ଼ସେ ପ୍ରସଙ୍ଗ: ଗିରଫ ହେବାରୁ ବର୍ତ୍ତିଲେ କମଲ ହାସନ, ମିଳିଲା ଆଗୁଆ ଜାମିନ
ଚେନ୍ନାଇ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଆତଙ୍କବାଦୀ ଏବଂ ସ୍ୱାଧୀନ ଭାରତର ପ୍ରଥମ “ଆତଙ୍କବାଦୀ” ଜଣେ “ହିନ୍ଦୁ” ବୋଲି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ କହିଥିଲେ । ଯାହାକି ପରବର୍ତ୍ତୀ ସମୟରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ…