କରୋନା କଟକଣା: ରାଜଧାନୀରେ ସକାଳ ୬ରୁ ସନ୍ଧ୍ୟା ୬ଯାଏଁ ଖୋଲିବ ହାଟ
ଭୁବନେଶ୍ୱର: ହାଟ ଉପରେ ଲାଗିଲା କରୋନା କଟକଣା । ସନ୍ଧ୍ୟାରେ ଖୋଳିବନି ରାଜଧାନୀ କୌଣସି ହାଟ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଗାଇଡଲାଇନ ଜାରି ହୋଇଛି । ବିଏମ୍ସି ଅଧିନରେ ଥିବା ସବୁ ହାଟ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ ।
ୟୁନିଟ-୧, ୟୁନିଟ୍-୨, ସହିଦନଗର, ରୁଚିକା,…