ପୂର୍ବତଟ ରେଳବାଇର ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ‘ସନ୍ତ୍ରାଗାଛି-ଚେନ୍ନାଇ’ଟ୍ରେନ
ଭୁବନେଶ୍ୱର : ଗ୍ରୀଷ୍ମ ଋତୁ ସମୟରେ ଅଧିକ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ରେଳବାଇ ପକ୍ଷରୁ ପୂର୍ବତଟ ପରିସୀମାରୁ ଓ ଏହାର ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ସନ୍ତ୍ରାଗାଛି-ଚେନ୍ନାଇ ଚଳାଚଳ କରାଯାଉଅଛି ।
୦୧୮୪୧/୦୧୮୪୨ ସନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ-ସନ୍ତ୍ରାଗାଛି…