Latest Odisha News

BREAKING NEWS

ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ଥିବା ବାଧକ ହଟିଯିବା ଆବଶ୍ୟକ : ବିଶ୍ୱହିନ୍ଦୁ ପରିଷଦ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ମିଲିନ୍ଦ ପରାନ୍ଦେ କହିଛନ୍ତି ଯେ, ପୁରୀଧାମରେ ଅନୁଷ୍ଠିତ ହେଉଥିବା ଭଗବାନ ଶ୍ରୀ ଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରା, ଯାହା ଶତାବ୍ଦୀ ଶତାବ୍ଦୀ ଧରି ନିରବଚ୍ଛିନ୍ନ ଭାବରେ ଅନୁଷ୍ଠିତ ହେଉଥିଲା, ତାହା ଏ ବର୍ଷ ମଧ୍ୟ ପାରମ୍ପରିକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୨୨-୬-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଜୁନ ତା ୨୨ ରିଖ ସୋମବାର  ମିଥୁନ ୮ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି  ଆଦ୍ରା  ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-:  ମିଥୁନ  ରାଶିର ଘାତଚନ୍ଦ୍ର-: କନ୍ୟା ରାଶି ପୁରୁଷ ବିଛା  କୁମ୍ଭ…

ଆର୍ଥିକ ସ୍ତରରେ ଚୀନକୁ ବୁଦ୍ଧି ଶିଖାଇବ ଭାରତ

ନୂଆଦିଲ୍ଲୀ : ଗଲଓ୍ବାନ ଘାଟି ସଂଘର୍ଷ ପରେ ଚୀନ ବିରୋଧରେ ମୋର୍ଚ୍ଚା ଖୋଲିଛି ଭାରତ । କୁଟନୈତିକ ଓ ସାମରିକ ସହ ଆର୍ଥିକ ସ୍ତରରେ ଜବାବ ଦେବାକୁ ରଣନୀତି ହେଉଛି । ହାତରେ ନମାରି ଭାତରେ ମାରିବ ଭାରତ । ସୂଚନା ଅନୁସାରେ ଚୀନରୁ କେଉଁ ସବୁ ସମାଗ୍ରୀ ଆମଦାନୀ ହେଉଛି ସେସବୁର ତାଲିକା ପ୍ରସ୍ତୁତ…

ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ନୂଆ ରଣନୀତି

ଦିଲ୍ଲୀ: ପ୍ରତିଦିନ ସାମନାକୁ ଆସୁଛି ହଜାର ହଜାର କରୋନା କେସ୍ । ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ନୂଆ ଏଜେଣ୍ଡା । ଫୋକସରେ କଣ୍ଟେନମେଣ୍ଟ ଜୋନ୍ । କୋଭିଡ୍ କଣ୍ଟେନମେଣ୍ଟ ରଣନୀତି ପାଇଁ ଡକ୍ଟର ଭି. କେ. ପଲ୍ କମିଟି ରିପୋର୍ଟ ପ୍ରସ୍ତୁତ କରିଛି । ନୂଆ ରଣନୀତି ଅନୁସାରେ କଣ୍ଟେନମେଣ୍ଟ ଜୋନ୍…

ପରଲୋକରେ ରଣଜୀ ଟ୍ରଫିର ସର୍ବାଧିକ ୱିକେଟ୍‌ ଟେକର୍ ରାଜେନ୍ଦ୍ର ଗୋୟଲ

ଭାରତୀୟ ଘରୋଇ କ୍ରିକେଟର କିମ୍ବଦନ୍ତୀ ଖେଳାଳି ରାଜିନ୍ଦର ଗୋୟଲଙ୍କ ଦେହାନ୍ତ । ଗତକାଲି ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବହୁଦିନରୁ ସେ ଅସୁସ୍ଥ ଥିଲେ । ହରିଆଣାର ରୋହତକ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହରିଆଣା ତରଫରୁ କ୍ରିକେଟ କ୍ୟାରିୟର ଆରମ୍ଭ…

କରୋନା ଚିକିତ୍ସା ପାଇଁ ‘Covifor’ ଇଞ୍ଜେକସନକୁ ମିଳିଲା ଗ୍ରୀନ୍ ସିଗନାଲ୍

କରୋନା ଲଢ଼େଇ ବେଳେ ଚିକିତ୍ସା ନେଇ ନୂଆ ନୂଆ ଆଶା ସଞ୍ଚାର ହେଉଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ କମ୍ପାନୀର 'FabiFlu' ପରେ ଆଉ ଏକ ଆଣ୍ଟିଭାଇରାଲ୍ ମେଡିସିନ୍ ବିକ୍ରି ପାଇଁ ଅନୁମତି ପାଇଛି ଭାରତୀୟ ଔଷଧ ନିର୍ମାତା କମ୍ପାନୀ ହେଟରୋ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେଶିଭିର…

ଦିଲ୍ଲୀରେ ପଶିଛନ୍ତି ୪ ଜଣ ଜୈସ ଓ ଲସ୍କର ଆତଙ୍କୀ

ଦିଲ୍ଲୀ: ଦେଶର ରାଜଧାନୀରେ ଆତଙ୍କୀ ହମଲା ପାଇଁ ଯୋଜନା । ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ୪ ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ସୂଚନା ମିଳିଛି । ଏହାପରେ ସୀମାବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ । ସମସ୍ତ ଗେଷ୍ଟ ହାଉସ୍, ହୋଟେଲରେ ଖୋଳତାଡ ଚାଲିଛି ।…

ସୁଶାନ୍ତ ସିଂ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପିଟାନୀଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଆଜି ସୁଶାନ୍ତଙ୍କ ଅନ୍ତରଙ୍ଗ ବନ୍ଧୁ ସିଦ୍ଧାର୍ଥ ପିଟାନୀଙ୍କ ବୟାନ ରେକର୍ଡ କରିଛି ବାନ୍ଦ୍ରା ପୋଲିସ । କୁହାଯାଉଛି ସିଦ୍ଧାର୍ଥ ସୁଶାନ୍ତଙ୍କ ସହ ଆପାର୍ଟମେଣ୍ଟ ସେୟାର କରୁଥିଲେ ।…

ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

ପୁରୀ: ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ରୀତି ନୀତି ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ରବିବାର ଦିନ ପୁରୀ ସହରର ବିଭିନ୍ନ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ଶ୍ରୀମନ୍ଦିରର ସେବକମାନେ ଏକାଠି ହୋଇ ଦୀପଦାନ କରି ପ୍ରାର୍ଥନା କରିଛନ୍ତି । ଶ୍ରୀଜୀଉଙ୍କ…

ପୁରୀ ରଥଯାତ୍ରା: ଗଜପତିଙ୍କ ଅନୁରୋଧ ସପକ୍ଷରେ ସୁପ୍ରିମକୋର୍ଟରେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଚିଠିରେ ଉଲ୍ଲେଖ କରାଯାଇଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ରାଜ୍ୟ ସରକାର ଏହା ସପକ୍ଷରେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ । ଏ ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ପରିଚାଳନା…