Latest Odisha News

BREAKING NEWS

ସୂର୍ଯ୍ୟ ପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ ହେଲା

ଭୁବନେଶ୍ୱର: ଆଜି ଭାରତର ବିଭିନ୍ନ ସ୍ଥାନରେ ଏହି ସୂର୍ଯ୍ୟ ପରାଗ ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇଥିବାର ଖବର ମିଳିଛି । ଓଡ଼ିଶାରେ ରବିବାର ଦିନ ସୂର୍ଯ୍ୟପରାଗ ଆଂଶିକ ଭାବେ ଦୃଶ୍ୟମାନ ହୋଇଛି । ଓଡ଼ିଶାରେ ଏହି ସୂର୍ଯ୍ୟ ପରାଗ ଦିନ ୧୦ଟା ୩୭ରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟରେ ଶେଷ ହୋଇଥିଲା ।…

ପାଲା ଜଗତର ପ୍ରତିଭାଦୀପ୍ତ ଗାୟକ: ଚନ୍ଦ୍ରଶେଖର ପାଢୀ

ବର୍ତ୍ତମାନ ସମୟରେ ଯେଉଁ କେତେଜଣ ପ୍ରତିଷ୍ଠିତ ଯୁବ ଗାୟକ ପାଲା ଜଗତକୁ ଆଚ୍ଛନ୍ନ କରି ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଚନ୍ଦ୍ରଶେଖର ପାଢୀ । ଆକର୍ଷଣୀୟ ଚେହେରା ସାଙ୍ଗକୁ ଉଚ୍ଚକୋଟୀର ଗାୟନ ଏବଂ ସଂସ୍କୃତରେ ପାରଦର୍ଶିତା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ୧୯୮୦ ମସିହା…

ବରଗଡର ଏହି ସହରରେ ୬୫ ଘଣ୍ଟିଆ ସଟଡାଉନ ଘୋଷଣା

ବରଗଡ: ଦୁଇଜଣ ବ୍ୟକ୍ତି କୋଭିଡ-୧୯ ପଜିଟିଭ ଚିହ୍ନଟ ହେବା ପରେ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ପଦ୍ମପୁର ସହରରେ ୬୫ ଘଣ୍ଟିଆ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ରବିବାର ଦିନ ଅପରାହ୍ନ ୧ ଟାରୁ ତା’ ପର ବୁଧବାର ସନ୍ଧ୍ୟା ୬ଟା…

ତେଲେଙ୍ଗାନା କଂଗ୍ରେସ ନେତା ହନୁମନ୍ଥ ରାଓ କରୋନା ସଂକ୍ରମିତ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ନେତା ଭି.ହନୁମନ୍ଥ ରାଓ କରୋନା ସଂକ୍ରିମିତ ହୋଇଥିବା ଜଣାପଡିଛି । ପୂର୍ବତନ ପ୍ରଦେଶ କମିଟି ଅଧ୍ୟକ୍ଷ ଗଣମାଧ୍ୟମକୁ ନିଜ ଆଡୁ ଏହି ଖବର ଜଣାଇଥିଲେ । ୭୨ ବର୍ଷୀୟ ରାଓ ଜନ୍ମଦିନ ଅବସରରେ ସଫେଇ କର୍ମଚାରୀଙ୍କୁ କମ୍ବଳ ବାଂଟିଥିଲେ । ଏହା ପରେ ତାଙ୍କ…

ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର୍ସ ଆସୋସିଏସନ୍ (ଆଇସିଏ) ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା କ୍ରିକେଟର୍ଙ୍କ ନିମନ୍ତେ ସହାୟତାର ହାତ ବଢ଼ାଇଛି । ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଇସିଏ ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି ପ୍ରଥମେ ୨୫ରୁ…

ରାଉରକେଲାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଉରକେଲା ରବିବାର ଦିନ ଜଣେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ । https://twitter.com/DMSundargarh/status/1274584782072983552?s=19…

ଆସନ୍ତୁ ଜାଣିବା ସୀମା ବିବାଦରେ କେଉଁ କେଉଁଠାରେ ଚୀନ ନାକ ପୂରାଇଛି !

ବେଜିଂ: ବିବାଦର ଅନ୍ୟ ନାମ ଚୀନ । ଗଜରେ ନ ହେଲେ ଇଂଚରେ ଜାଗା ଦଖଲ କର ନୀତିରେ ଆଗେଇ ଚାଲିଥିବା ଚୀନ ଏବେ ଚାରିପଟୁ ଷଣ୍ଢୁଆସି ଆକ୍ରମଣରେ ଫସିଯାଇଛି । ଆସନ୍ତୁ ଜାଣିବା ଚୀନ କିପରି ସବୁ ପଡୋଶୀ ଦେଶ ସହିତ ସୀମା ବିବାଦ ଜବରଦସ୍ତ ସୃଷ୍ଟି କରିଛି । ଭାରତ ସହ ବିବାଦ ପ୍ରାୟ ସମସ୍ତଙ୍କୁ ଜଣା ।…

କନ୍ଧମାଳକୁ ମିଳିଲା ଜାତୀୟସ୍ତରୀୟ ସ୍କଚ୍ ଆୱାର୍ଡ

କନ୍ଧମାଳ: ୨୦୨୦ ବର୍ଷ ପାଇଁ ଆସ୍ପିରାସନାଲ ଡିଷ୍ଟି୍ରକ୍ଟ କାଟାଗୋରୀ ଅଧୀନରେ ଜାତୀୟସ୍ତରୀୟ ସ୍କଚ୍ ପୁରସ୍କାର (ସିଲଭର) କନ୍ଧମାଳ ଜିତିଛି ବୋଲି ଜିଲ୍ଲାପାଳ ଡ. ବୃନ୍ଦା ଡି ସୂଚନା ଦେଇଛନ୍ତି। ମାତୃ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଡେଲିଭରି ଭ୍ୟାନ୍, ବାଇକ୍ ଆମ୍ବୁଲାନ୍ସ ଏବଂ ଜନନୀ ଅଟୋ ଭଳି…

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୧୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତି ଡାକ୍ତରଖାନାରେ ଚିକିସଧୀନ ଅବସ୍ଥାରେ ମୃତ୍ୟୁବରଣ…

୪୨ ଏନଡିଆରଏଫ୍‌/ଅଗ୍ନିଶମ କର୍ମୀଙ୍କ ସମେତ ଓଡିଶାରେ ସର୍ବାଧିକ ୩୦୪ ପଜିଟିଭ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୦୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…