Latest Odisha News

BREAKING NEWS

ଅର୍ଥନୀତିର ଅର୍ଥାନ୍ତର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଦୁନିଆ ଦୋହଲା ଦୁଃଖ କଷ୍ଟ ବେଦନା ଆଉ ଯାତନାର ଜୂପକାଠରେ ବଳିପଡିବାକୁ ଯାଉଥିବା ଅର୍ଥନୀତି ଏବେ ବଦଳାଇଦେବ ତା’ର ଚିର ପରିଚିତ ସଂଜ୍ଞା । ଜୀବନଶୈଳୀର ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଜି ଅର୍ଥନୀତିକୁ ତା’ର ସଂଜ୍ଞା ପରିବର୍ତ୍ତନ ପାଇଁ ବାଧ୍ୟ…

ଓଡିଶାରେ ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୫୩ଶହ ଟପିଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୪୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୩୦୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ମିଜୋରାମରେ ୫.୫ ତୀବ୍ରତାର ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ମିଜୋରାମର ଚମ୍ପଲ ଠାରେ ସୋମବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୫ ମପା ଯାଇଥିଲା । ଆଜି ଭୋର୍ ୪ଟା ୧୦ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ…

ଭାରତ-ଚୀନ ସୀମା ବିବାଦରେ ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ:ଗଲଓ୍ବାନ ଘାଟି ସଂଘର୍ଷ ଓ ଭାରତ-ଚୀନ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କହିଛନ୍ତି, ୨୦ ଭାରତୀୟ ଯବାନଙ୍କ ବଦଳିଦାନ ବ୍ୟର୍ଥ ଯବନି । ଏହାସହ ମୋଦିଙ୍କୁ ସମାଲୋଚନା କରି ମନମୋହନ କହିଛନ୍ତି,…

ଗଞ୍ଜାମରେ ୩୨ କରୋନା ପଜିଟିଭ ଚିହ୍ନଟ; ମୋଟ୍ ସଂଖ୍ୟା ୯୦୦ ଟପିଲା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୩୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ କରୋନା…

ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୧୪ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୪୪୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୪,୨୫,୨୮୨କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

୧୬ ଦିନ ଧରି ଲଗାତାର ବଢୁଛି ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ତୈଳଦର ଦିନକୁ ଦିନ ବଢୁଥିବା ବେଳେ ସୋମବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ଲିଟର ପିଛା ପାଖାପାଖି ୦.୩୩ ପଇସା ବଢିଥିବାବେଳେ ଡିଜେଲ୍ ଲି. ପିଛା ୦.୫୮ ପଇସା ବଢିଛି । ଏହାଫଳରେ ଆଜି ମୁମ୍ବାଇରେ ପେଟ୍ରୋଲ ୮୬.୩୬…

ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ଯାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ସେ ଯୋଗ ଦେବେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତର ବିଜୟର ୭୫ତମ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ । ଏହାପୂର୍ବରୁ…

ଆସନ୍ତାକାଲି ରଥଯାତ୍ରା, ଆଜି ସୁପ୍ରିମ ଫଇସଲାକୁ ଅପେକ୍ଷା

ନୂଆଦିଲ୍ଲୀ: ପୁରୀରେ ରଥଯାତ୍ରା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି । ମାମଲାରେ ପକ୍ଷଭୁକ୍ତ ପାଇଁ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ହେବ । ବିଚାରପତି ଜଷ୍ଟିସ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହାର ବିଚାର କରିବେ । ଦିନ ୧୧ଟାରେ ଏହାର ଶୁଣାଣି ରହିଛି । କୋର୍ଟ…

ଝାରସୁଗୁଡ଼ାରେ ଜଣେ ସଂକ୍ରମିତ ବାଣ୍ଟିଲେ ୧୭ଜଣଙ୍କୁ କରୋନା

ଝାରସୁଗୁଡ଼ା: ଜନ୍ମଦିନ ଓ ବିବାହ ବାର୍ଷିକୀ ପାର୍ଟିରେ ସାମିଲ ଝାରସୁଗୁଡ଼ା ଜିଲ୍ଲାର ଜଣେ ଭୂତାଣୁ ସଂକ୍ରମିତ ୧୭ ଜଣଙ୍କୁ ବାଣ୍ଟିଛନ୍ତି କରୋନା । ଗତକାଲି ଜିଲ୍ଲାରୁ ୨୫ ପଜିଟଭ କେସ ବାହାରିଥିଲା । ଏମାନଙ୍କ ଭିତରୁ ୧୭ ଜଣ ଥିଲେ କେବଳ ତିନିଟି ପରିବାରର ସଦସ୍ୟ । ଝାରସୁଗୁଡ଼ା ଜିଲ୍ଲାପାଳ…