Latest Odisha News

BREAKING NEWS

ଆରମ୍ଭ ଆଉ ଶେଷ ମଝିରେ ପ୍ରେମ ପରିକା କିଛି…

ଆରମ୍ଭ ଆଉ ଶେଷ ମଝିରେ ପ୍ରେମ ପରିକା କିଛି... କମଳା ଶତପଥୀ ପନୱେଲ୍‍ରୁ ଛତ୍ରପତି ଶିବାଜୀ ଟର୍ମିନସ୍‍କୁ ଲୋକାଲ୍‍ ଟ୍ରେନ୍‍ ଧରିଲା ବେଳେ, ଆଶ୍ଚର୍ଯ୍ୟଜନକ ଭାବେ ବଗିଟି ଏକଦମ୍‍ ଖାଲି ଖାଲି ଥିବାର ଦେଖି ସ୍ମିତ ହସଟିଏ ଖେଳିଗଲା ପ୍ରାଜକ୍ତାଙ୍କ ଓଠରେ । ସାମାନ୍ୟ ଆଶ୍ୱସ୍ତ ବି ଅନୁଭବ କଲେ ।…

ଅବସରପ୍ରାପ୍ତ ଓଡିଆ ଆଇଏଏସ୍ ଅଧୀକାରୀ ଅଶୋକ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର : ୧୯୭୧ ବ୍ୟାଚ ହିମାଚଳପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଅଧିକାରୀ ଅଶୋକ ମହାପାତ୍ରଙ୍କ ଶୁକ୍ରବାର ଦିନ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଓଡିଶାରେ ଜନ୍ମିତ ଏହି ଅଧିକାରୀ ଜଣକ…

ରୁକୁଣା ରଥଯାତ୍ରା ଲାଗି ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର ସହର ଭୁବନେଶ୍ୱର । ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଥିବାବେଳେ ଏକାମ୍ର କ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି । ଏହି ରଥଯାତ୍ର ଅଶୋକାଷ୍ଟମୀ ତଥା ବାସନ୍ତୀ ଦୁର୍ଗାପୂଜା ଅବସରରେ…

କଟକ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

କଟକ : କଟକ ଜିଲ୍ଲାରେ ଶୁକ୍ରବାର ରାତିରେ ୨ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାନୁଯାୟୀ କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେବାରୁ ଗାଡି…

ପୁରୀରେ ସରପଞ୍ଚଙ୍କ କାର ଭିତରୁ ଜବତ ହେଲା ୧୮ ଲକ୍ଷ ଟଙ୍କା

ନିମାପଡ଼ା: ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ାରେ ଶନିବାର ଦିନ ଜଣେ ବ୍ୟକ୍ତିଙ୍କ କାର ମଧ୍ୟରୁ ସ୍ପେଶାଲ୍ ଫ୍ଲାଇଂ ସ୍କ୍ୱାର୍ଡ଼ ପ୍ରାୟ ୧୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଏହି ସ୍କ୍ୱାର୍ଡ଼ର ଗାଡ଼ି ନିମାପଡ଼ା-କାକଟପୁର ରାସ୍ତାରେ ଯାଉଥିବା ବେଳେ ପାଣିଛତ୍ରପୁର…

ପ୍ରଭୁ ଶ୍ରୀରାମଙ୍କ ଗୁପ୍ତ ନୀତି ଲାଗି ୪ଘଣ୍ଟା ବନ୍ଦ ରହିବ ଶ୍ରୀଜଗନ୍ନାଥଙ୍କ ମନ୍ଦିର

ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ଦିନ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ମନ୍ଦିର ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ(ଏସଜିଟିଏ) ପକ୍ଷରୁ ଜାରି…

ଅନୁଗୁଳରେ କଲରାପତିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥିବା ଆଠମଲ୍ଲିକ୍ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହାତୀଧାରା ଜଙ୍ଗଲରୁ ଶୁକ୍ରବାର ଦିନ ଉଦ୍ଧାର ହୋଇଥିବା କଲରାପତିଆ ବାଘର ମୃତଦେହକୁ ଶନିବାର ଦିନ ବ୍ୟବଚ୍ଛେଦ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଆଠମଲ୍ଲିକ ଡିଏଫଓ କହିଛନ୍ତି, ବନ କର୍ମଚାରୀମାନେ ଶୁକ୍ରବାର ଦିନ…

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ନିକଟରେ ଶନିବାର ବିଳମ୍ବିତ ରାତି ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ଜଣକ ଶେଖ ନଦିମ ବୋଲି ଜଣାପଡିଛି । ନଦିମ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଜୀବନ୍ତ…

ଆଜି ପବିତ୍ର ଶ୍ରୀରାମ ନବମୀ, ଶ୍ରଦ୍ଧାର ସହ ଦେଶବ୍ୟାପୀ ପର୍ବ ପାଳିତ

ଭୁବନେଶ୍ୱର: ଆଜି ଚୈତ୍ର ମାସର ନବମ ଦିନ । ଏହି ପବିତ୍ର ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୁ ଧର୍ମାବଲମ୍ବୀମାନେ ଏହି ଦିନଟିକୁ ପବିତ୍ର ରାମନବମୀ ଭାବେ ପାଳନ କରିଥାଆନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ଅଯୋଧ୍ୟା ସମେତ ସମଗ୍ର…

‘ସାହିତ୍ୟ କଥା’ର ସାହିତ୍ୟ ଖଟି

"କବିତା କଥାସାହିତ୍ୟର ବିପରୀତ ନୁହେଁ" ଭବାନୀପାଟଣା: କବିତା କଥାସାହିତ୍ୟର ବିପରୀତ ନୁହେଁ । କବିତା ଏକ ସୂକ୍ଷ୍ମ କଳା, ଯେଉଁଥିରେ ଭାବ ଓ ଭାଷାକୁ ଗୁରୁତ୍ୱ ଦିଆଯାଇଥାଏ । ତାହା ପଢ଼ିଲେ ବା ଶୁଣିଲେ ଆମେ କବିର ଭାବକୁ ନିଜ ମଧ୍ୟରେ ଅନୁଭବ କରିଥାଉ । ତେବେ କବିତା ବ୍ୟକ୍ତିିଗତ ଅନୁଭବ ନହୋଇ…