ଭାରତର ଆଶା ଧୂଳିସାତ୍ : ଅଷ୍ଟ୍ରେଲିଆ ୫ମଥର ପାଇଁ ଚାମ୍ପିୟନ
ମେଲବର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଭାରତ ୮୫ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ଟିମ ଇଣ୍ଡିଆର ଚାମ୍ପିୟନ ହେବା ଆଶା ଧୂଳିସାତ୍ ହୋଇଥିବାବେଳେ ଅଷ୍ଟ୍ରେଲିଆ ୫ମ ଟାଇଟଲ ଜିତିଛି । ଆଜି ଅନ୍ତର୍ଜାତୀୟ…