ବିଜେପିରେ ଯୋଗଦେଲେ ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତି
ଭୁବନେଶ୍ୱର: ଦୁଇଦିନ ପୂର୍ବରୁ ବିଜେଡ଼ିରୁ ଇସ୍ତଫା ପ୍ରଦାନ କଲା ପରେ ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତି ବିଜୁ ମଙ୍ଗଳବାର ସନ୍ଧ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି ।
ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ…