ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୪ ଆହତ
ଦେବଗଡ/କଟକ : ଦେବଗଡ ଓ କଟକ ଜିଲ୍ଲାରେ ଶନିବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହ ୪ଜଣ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ତାଙ୍କୁ ଏକ ଗାଡି ଧକ୍କାଦେବା ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପରେ ଏହାକୁ ନେଇ ସ୍ଥାନୀୟ ଲୋକମନେ ଦେବଗଡ…