Latest Odisha News

BREAKING NEWS

ଏପ୍ରିଲ ୨ରୁ ଓଡ଼ିଶାରେ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଦିନବେଳା ତାପମାତ୍ରା ଅହେତୁକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ସକାଳୁଆ ଖୋଲିବାର ନିଷ୍ପତ୍ତି ନେଇଥିବାର ଏକ ବିଜ୍ଞପ୍ତି ଓଡ଼ିଶା ସରକାର ପ୍ରକାଶ କରିଛନ୍ତି । ଏନେଇ ଏକ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ସ୍କୁଲ…

ସୋଆର ସବୁ କ୍ୟାମ୍ପସରେ ଆରମ୍ଭ ହେବ ‘ଜାଗୋ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବସ୍ତିରେ ରହୁଥିବା କୁନି କୁନି ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ଶିକ୍ଷିତ କରି ସମାଜରେ ପ୍ରତିଷ୍ଠିତ କରିବା ଦାୟିତ୍ୱ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଛାତ୍ରଛାତ୍ରୀମାନେ ଆରମ୍ଭ କରିଥିବା ‘ଜାଗୋ’ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟରେ ସମସ୍ତ…

ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ଜଷ୍ଟିସ୍ ପିନାକି ଘୋଷ

ନୂଆଦିଲ୍ଲୀ : ଦେଶର ପ୍ରଥମ ଲୋକପାଳ ଭାବେ ଶନିବାର ଦିନ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ପିନାକି ଚନ୍ଦ୍ର ଘୋଷ । ରାଷ୍ଟ୍ରପତିଙ୍କ ଭବନରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ…

ବିଜେପିରେ ବିଦ୍ରୋହ

ଭୁବନେଶ୍ୱର: ପର ଘର ଭାଙ୍ଗି ନିଜ ଘର ସଜାଡୁଥିବା ଦଳକୁ ଏବେ ଲାଗିଛି ଜୋରଦାର ଝଟକା । ବିଦ୍ରୋହ ତୀବ୍ରରୂପ ଧାରଣ କରିଛି ବିଜେପିରେ । ଦୁଇ ଦୁଇଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ଆସନ ଲାଗି ବିଜେପି ଟିକେଟ ଘୋଷଣା ହେବା ପରେ ବଢ଼ିଛି ବିଦ୍ରୋହ । ଗତ ୨୧ ତାରିଖରେ ୧୦ଟି ଲୋକସଭା ଓ ୯୯ଟି…

ମୋଦିଙ୍କ ବାୟୋପିକରେ ନିଜ ନାଆଁ ଦେଖି ଚକିତ ହେଲେ ଜାଭେଦ ଅଖତାର୍

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ସିନେମା ‘ପିଏମ୍ ନରେନ୍ଦ୍ର ମୋଦୀ’ର ଟ୍ରେଲର ରିଲିଜ୍ ହେବାପରେ ତାକୁ ନେଇ ବିବାଦ ଦେଖାଦେଇଛି। ଏହି ସିନେମା ଟ୍ରେଲର କ୍ରେଡିଟିରେ ଗୀତିକାର ତାଲିକାରେ ଗୀତିକାର ଜାଭେଦ୍ ଅଖତର୍ ନିଜ ନାଆଁ ଦେଖି ଚକିତ ହୋଇପଡିଛନ୍ତି ।…

ଏଥର ବିଜେପି ପକ୍ଷରୁ ଓଡ଼ିଶାରେ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର : ଓଡିଶାରେ ୨୦୧୯ ସାଧାରଣ ନିର୍ବାଚନ ଲାଗି ତାରକା ଖଚିତ ପ୍ରଚାରକଙ୍କ ସହ ବିଜେପି ଏକପ୍ରକାର ପ୍ରସ୍ତୁତ ହୋଇପଡିଲାଣି । ଭାରତୀୟ ଜନତା ପାର୍ଟି ଓଡିଶା ଶାଖା ପକ୍ଷରୁ ଏଥର ୪୦ ଜଣ ରଥୀମହାରଥୀ ତାରକା ଖଚିତ ଷ୍ଟାର କ୍ୟାମ୍ପେନର ପ୍ରଚାରକୁ ଓହ୍ଲାଇବାର ନିଷ୍ପତ୍ତି ନିଆଯାଇଛି । ଏହି…

ପଦ୍ମ ଧରିଲେ ପ୍ରତ୍ୟୁଷା ରାଜେଶ୍ୱରୀ

ଭୁବନେଶ୍ୱର : କନ୍ଧମାଳ ସାଂସଦ ପ୍ରତ୍ୟୁଷା ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରତ୍ୟୁଷା । ଏହି ଅବସରରେ କେଭିଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କନକ…

ହେମାନନ୍ଦଙ୍କ ସୁନ୍ଦରଗଡ଼ ରାଜନୀତି: ସାନଝିଅ କଂଗ୍ରେସରୁ ବିଧାନସଭା ଓ ବଡ଼ଝିଅ ବିଜେଡ଼ିରୁ ଲୋକସଭା ନିର୍ବାଚନ ଲଢିବେ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଗତ କିଛି ବର୍ଷ ହେଲା ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରେ ଅନ୍ତର୍ଦ୍ଧାନ ହୋଇପଡ଼ିଥିବା ଭଳି ଲାଗୁଥିଲେ ମଧ୍ୟ ୨୦୧୯ ବିଧାନସଭା ନିର୍ବାଚନ ଆରମ୍ଭରୁ ବେଶ୍ ଚର୍ଚ୍ଚାରେ ରହିଆସୁଛନ୍ତି । ନିଜେ ନିଜ ଲାଗି…

ଟିକେଟ୍ ନମିଳିବାରୁ ଦଳ ଛାଡିଲେ ଖରିଆର ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝି

ଭୁବନେଶ୍ୱର : ନୂଆପଡା ଜିଲ୍ଲା ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝି ଶୁକ୍ରବାର ଦିନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀଯୁକ୍ତ ମାଝି ନିଜ ଇସ୍ତଫା ପତ୍ର ଦଳର ପ୍ରଦେଶ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି । ଆହୁରି ମଧ୍ୟ ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ…

ରାୟଗଡରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ରାୟଗଡ : ରାୟଗଡର ଚାନ୍ଦିଲି ଥାନା ଅନ୍ତର୍ଗତ ସିଂହାନିଆ ଛକ ନିକଟରେ ଥିବା ଏକ ଏଟିଏମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ ଭାଙ୍ଗି ସେଥିରୁ ଲକ୍ଷାଧିକ ଟଙ୍କା ଲୁଟ୍…