Latest Odisha News

BREAKING NEWS

ଦ୍ୱନ୍ଦ୍ୱରେ ଧର୍ମେନ୍ଦ୍ର: ଲଢ଼ିବେ ନା ଲଢ଼ିବେନି

ଭୁବନେଶ୍ୱର: ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ଆଶାୟୀ ଅପେକ୍ଷା କରି ରହିଥିବା ବେଳେ ତୈଳ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ନା ଲଢ଼ିବେନି ସେ…

ବିଜେଡ଼ି ଛାଡ଼ିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ସହ ଦଶପଲ୍ଲା ବିଧାୟକ

ଭୁବନେଶ୍ୱର : କନ୍ଧମାଳ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଏବଂ ଅନ୍ୟଜଣେ ଦଶପଲ୍ଲା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ ବୁଧବାର ଦିନ ଶାସକ ଦଳ ବିଜେଡିର ପାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ଦୁଇ ନେତା ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…

ନାବାଳିକାକୁ ୨ ଥର ଦୁଷ୍କର୍ମ କରିବା ଅଭିଯୋଗରେ ୧୦ ବର୍ଷ କାରାଦଣ୍ଡ

ଫୁଲବାଣୀ : ଫୁଲବାଣୀରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମଙ୍ଗଳବାର ଦିନ ସ୍ୱତନ୍ତ୍ର ପୋସ୍କା କୋର୍ଟ ଅଭିଯୁକ୍ତଙକ୍ୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ମିଳିଥିବା ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମାଣିକେଶ୍ୱରୀ ଅଞ୍ଚଳର ଶ୍ରୀବସ୍ତ…

କଂଗ୍ରେସରେ ସାମିଲ ହେଲେ ପୂର୍ବତନ ଢେଙ୍କାନାଳ ବିଧାୟକ ନବୀନ ନନ୍ଦ

ଭୁବନେଶ୍ୱର : ଢେଙ୍କାନାଳର ପୂବର୍ତନ ବିଧାୟକ ନବୀନ ନନ୍ଦ୍ର ବୁଧବାର ଦିନ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ପୂର୍ବତନ ବିଜେଡି ନେତା କଂଗ୍ରେସ ଭବନରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ…

ମାର୍ଚ୍ଚ ୨୦ ଆଜି ‘ବିଶ୍ୱ ପଖାଳ ଦିବସ’: ଦେଶ-ବିଦେଶରେ ଜାକଜମକରେ ପାଳିତ

ଭୁବନେଶ୍ୱର: ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥାଆନ୍ତି ଓଡ଼ିଆମାନେ । କେବଳ ଯେ, ଏହି ପଖାଳ ଦିବସ ଓଡ଼ିଶାର ସଦହଦ ମଧ୍ୟରେ ସୀମିତ ତାହାନୁହେଁ, ପଖାଳର ଚମତ୍କାରୀତା ଏବେ ବିଶ୍ୱବ୍ୟାପୀ ପ୍ରସାରରିତ ହୋଇସାରିଲାଣି । ଏବେ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏହି ପଖାଳ ଦିବସ…

ନବୀନ ହିଞ୍ଜିଳି ବିଧାନସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ

ଭୁବନେଶ୍ୱର/ଛତ୍ରପୁର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଞ୍ଜିଳି ବିଧାନସଭା ଆସନ ଲାଗି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳ ୮ଟା ୩୦ ମିନିଟ୍…

ମାର୍ଚ୍ଚ ୨୨ ପରେ ୪୦ ଡିଗ୍ରୀକୁ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା

ଭୁବନେଶ୍ୱର : ଓଡିଶାର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ୨୨ ତାରିଖ ଠାରୁ ଦିନର ତାପମାତ୍ରା ଧିରେଧିରେ ବଢିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ସାଇକ୍ଲୋନିକ୍…

ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଆଇଏସଏଫ୍ ଅଧିକାରୀ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି । ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୬୧୦ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ଆନୂମାନିକ ୨୦ ଲକ୍ଷ ଟଙ୍କା ହେବା ନେଇ…

କବି ପ୍ରସନ୍ନ ମିଶ୍ରଙ୍କ ଉପରେ ଆଧାରିତ ବୃତ୍ତଚିତ୍ର ‘ରହୁ କି ନରହୁ…’ ପ୍ରଦର୍ଶିତ

ଭୁବନେଶ୍ୱର: ପ୍ରସିଦ୍ଧ କବି ପ୍ରସନ୍ନ ମିଶ୍ରଙ୍କ ସାହିତ୍ୟକୃତି ଉପରେ ଆଧାରିତ ବୃତ୍ତଚିତ୍ର ‘ରହୁ କି ନରହୁ...ପ୍ରସନ୍ନ ମିଶ୍ର’ ଫାଲଗୁନ ଆସରରେ ପ୍ରଦର୍ଶିତ ହୋଇଛି । ସ୍ୱର୍ଗତଃ କବି ପ୍ରସନ୍ନ ମିଶ୍ରଙ୍କ ଜନ୍ମବାର୍ଷିକୀ ଅବସରରେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ଏକ…

ଟିକେଟ ନ’ମିଳିବାରୁ ଅନ୍ୟ ଦଳରେ ଯୋଗଦେବାକୁ କହିଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର: ଦଳୀୟ ଟିକଟ ନ’ମିଳିବାରୁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କନ୍ଧମାଳର ବିଜେଡ଼ି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ଗଣମାଧ୍ୟମକୁ ସୂଚନାଦେଇ ପ୍ରତ୍ୟୁଷା ମଙ୍ଗଳବାର ଦିନ କହିଛନ୍ତି, ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିବେ ବା ଅନ୍ୟ ଦଳରେ ଯୋଗଦାନ କରିବେ । ଟେଲିଫୋନ…