ଭାରତ ସମ୍ମୁଖରେ ୨୭୩ ରନର ବିଜୟ ଲକ୍ଷ୍ୟ, ଶୃଙ୍ଖଳା ଜିତିବାକୁ ଦୁଇ ଦଳର ଟକ୍କର୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୨୭୩ ରନର ବିଜୟ ଲକ୍ଷ୍ୟ ଛିଡ଼ାକରିଛି । ଅଷ୍ଟ୍ରେଲିଆ ସମୁଦାୟ ୫୦ ଓଭର୍ ଖେଳି ୯ ୱିକେଟ ବିନିମୟରେ ୨୭୨ ରନ କରିପାରିଛି ।
ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନେବା ପରେ ଓପନିଂ ଯୋଡ଼ି ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଉସମାନ ଖ୍ୱାଜା…