ବିଶାଳ ୩୫୮ ସ୍କୋର୍ କରି ମଧ୍ୟ ଭାରତ ଅଷ୍ଟ୍ରେଲିଆଠୁ ୪ ୱିକେଟରେ ପରାସ୍ତ
ଚଣ୍ଡିଗଡ଼: ଶିଖର ଧାୱନଙ୍କ ବିସ୍ଫୋରକ ୧୪୩ ରନ ଏବଂ ରୋହିତ ଶର୍ମା ଦ୍ରୁତ ୯୫ ରନ କରି ଦଳ ଲାଗି ଏମ ବିଶାଳ ୩୫୮ ରନର ଏକ ଲଢୁଆ ସ୍କୋର ଛିଡ଼ା କରିପାରିଥିଲେ । ମାତ୍ର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସନୀୟ ବ୍ୟାଟିଂ ବିରାଟ ବାହିନୀକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଅଷ୍ଟ୍ରେଲିଆ ଦଳ…