Latest Odisha News

BREAKING NEWS

ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ ଲକ୍ଷ୍ମୀବମ୍ ସମେତ ୮ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ଯୋଗୁ ଦୀର୍ଘଦିନ ଧରି ଥିଏଟର ବନ୍ଦ ହୋଇ ରହିଛି । ଏହା ଦ୍ୱାରା ପ୍ରଚୁର କ୍ଷତି ହେଉଥିବାରୁ ପ୍ରଯୋଜକମାନେ ଏଥର ଫିଲ୍ମଗୁଡିକ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରିବା ଆରମ୍ଭ କରିଛନ୍ତି । ଅମିତାଭ ବଚ୍ଚନ ଅଭିନୀତ ଗୁଲାବୋ-ସିତାବୋ ଫିଲ୍ମ ପରେ ଅକ୍ଷୟ କୁମାରଙ୍କ ବହୁ…

ଏଥର ରଜରେ ଅନ୍‌ଲାଇନରେ ମିଳିବ ପାନ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଆଙ୍କ ଗଣପର୍ବ ରଜ । ତେବେ କରୋନା ପାଇଁ ଚଳିତ ବର୍ଷ ରଜ ଫିକା ପଡିଛି । ଚାରିଆଡେ ଲକଡାଉନ କଟକଣା ଲାଗୁ କରାଯାଇଛି । ଏଥିସହ ସଟଡାଉନ୍ ବି ହୋଇଛି । ତେବେ ରଜ ଯେପରି ଫିକା ନପଡିବ ସେଥିପାଇଁ ଆରମ୍ଭ ହୋଇଛି ଅନ୍‌ଲାଇନ୍ ପାନ ବ୍ୟବସାୟ । ଏଥର ରଜରେ ଅନ୍‌ଲାଇନ୍‌ରେ…

କରୋନା ରୋଗର ଉପଶମ ପାଇଁ ପତଞ୍ଜଳି ଔଷଧ ବାହାର କରିଛି: ବାଲକ୍ରିଷ୍ଣ

ନୂଆଦିଲ୍ଲୀ: କରୋନା ମେଡିସିନ ପାଇଁ ବିଭିନ୍ନ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି । ତେବେ ଶନିବାର ଯୋଗଗୁରୁ ବାବା ରାମଦେବଙ୍କ ଯୋଗପୀଠ ପତଞ୍ଜଳି ଏହି ରୋଗର ଉପଶମ ପାଇଁ ଔଷଧ ବାହାର କରିଛି ବୋଲି ଏହାର ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣ କହିଛନ୍ତି । ଏଥିପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ସେମାନଙ୍କ…

ୟୁଏଇରୁ ୨୧୫ ପ୍ରବାସୀଙ୍କୁ ଫେରାଇ ଆଣିବେ ଓଡ଼ିଆ ପାଇଲଟ

ଭୁବନେଶ୍ୱର: ୟୁଏଇରୁ ଆସିବେ ୨୧୫ ପ୍ରବାସୀ ଓଡ଼ିଆ । ଆସନ୍ତାକାଲି ଏମାନେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରହେର ପହଂଚିବେ । ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓଡିଆ ଡକ୍ଟର ଚନ୍ଦ୍ର ଶେଖର ଖୁଂଟିଆଙ୍କ ସହାୟତାରେ ଆସନ୍ତାକାଲି ଓଡ଼ିଶା ପହଂଚିବେ । କେନ୍ଦ୍ର…

ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପ ନେପାଳ ସଂସଦରେ ପାରିତ

କାଠମାଣ୍ଡୁ: ଭାରତ-ନେପାଳ ବିବାଦ ଆଗକୁ ବଢ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଶନିବାର ନେପାଳ ସଂସଦରେ ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପକୁ ପାରିତ କରାଯାଇଛି । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ପାସ୍ କରାଯାଇଛି । ୨୭୫ରୁ ୨୫୮ ଭୋଟ ବିଲ ସପକ୍ଷରେ ପଡିଥିଲା । ବିଲ ବିପକ୍ଷରେ…

ପିଲାଙ୍କ ପାଇଁ ‘ପଠନ ଦିବସ, ପଠନ ସପ୍ତାହ’

ଭୁବନେଶ୍ୱର: ପିଲାଙ୍କ ମଧ୍ୟରେ ପାଠ ପଢ଼ା ପାଇଁ ଉତ୍ସାହ ସୃଷ୍ଟି କରିବା ଲାଗି ଆରମ୍ଭ ହେବ ‘ପଠନ ଦିବସ, ପଠନ ସପ୍ତାହ । ଆସନ୍ତା ୧୯ ତାରିଖରୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ସପ୍ତାହ ଯାଏଁ ପଠନ ସପ୍ତାହ ପାଳିତ ହେବ । ସେହିପରି କେବଳ ୧୯ ତାରିଖରେ ପଠନ ଦିବସ ପାଳନ ହେବ । ଏହା…

ଭାରତ-ଚୀନ ଉତ୍ତେଜନା ପ୍ରସଙ୍ଗ: ଭାରତକୁ ସହଯୋଗ କରିବାନେଇ ଆମେରେକୀୟ କୁଟନୀତିଜ୍ଞଙ୍କ ଦୃଢୋକ୍ତି

ୱାଶିଂଟନ: ଲଦାଖ ନିକଟବର୍ତ୍ତୀ ଲାଇନ୍ ଅଫ ଆକଚୁଆଲ କଣ୍ଟ୍ରୋଲ୍ (ଏଲଏସି) ନିକଟରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ପ୍ରସଙ୍ଗରେ ଆମେରିକା ଭାରତ ସହିତ ସଦା ସର୍ବଦା ରହିଛି ବୋଲି ଆମେରିକାର ପୂର୍ବତନ ପ୍ରିନସିପାଲ୍ ଡେପୁଟୀ ଆସିଷ୍ଟାଣ୍ଟ ସେକ୍ରେଟାରୀ (ପିଡ଼ିଏଏସ) ଆଲିସ୍ ଜି…

ସ୍ୱାଦ ଓ ଶୁଙ୍ଘିବା ଶକ୍ତି କମାଇଦେବ କରୋନା

ନୂଆଦିଲ୍ଲୀ: କୋଭିଡ-୧୯ର ଆସିଲା ନୂଆ ଲକ୍ଷଣ । ସ୍ୱାଦ ଓ ଶୁଙ୍ଘିବା ଶକ୍ତି କମାଇ ଦେବ କରୋନା । ଯଦି କୌଣସି ବ୍ୟକ୍ତି ନିଜ ସ୍ୱାଦ ଓ ଶୁଙ୍ଘିବା ଶକ୍ତି ହାରାଇଛନ୍ତି ତେବେ ତାହା କରୋନା ଲକ୍ଷଣ ହୋଇପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି । ‘କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ କୋଭିଡ-୧୯’…

ପ୍ରତି ଲକଡାଉନ୍ ପରେ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା: ରାହୁଲ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ । ଏଥିପାଇଁ ଚାରିଆଡେ ସରକାର କଟକଣା ଲଗାଇଛନ୍ତି । ଲକଡାଉନ୍ ପରେ ଏବେ ଅନ୍‌ଲକ୍‌-୧ ଜାରି ହୋଇଛି । ତେବେ ଏହି ଲକଡାଉନକୁ ନେଇ କଂଗ୍ରେସ ପୁଣି ଥରେ ମୋଦୀ ସରକାରଙ୍କୁ ଘେରିଛି । ଶନିବାର ରାହୁଲ ଗାନ୍ଧୀ ଲକ୍‌ଡାଉନ ପରେ କିଭଳି ଦେଶରେ…

ହାତୀ ଛୁଆ ମୃତ୍ୟୁ ଘଟଣା: ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଉରକେଲା ବନଖଣ୍ଡ କୁଆଁରମୁଣ୍ଡା ବନ ରେଂଜ ଅଚଂଳରେ ପୋଖରୀରେ ବୁଡି ହାତୀ ଛୁଆ ମୃତ୍ୟୁ ଘଟଣାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ବଲଣ୍ଡା ଫରେଷ୍ଟ ଗାର୍ଡ ସଂଘମିତ୍ର ମହାନ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେପଟେ ଏହି ଘଟଣାରେ…