Latest Odisha News

BREAKING NEWS

ଜଷ୍ଟିସ୍ ଅଜିତ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ

ଭୁବନେଶ୍ୱର: ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜିତ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଶନିବାର ଦିନ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ଅଜିତ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି ।ଓଡ଼ିଶା…

ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କଲା ଭାରତ

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧ମ ଦିନିକିଆରେ ବିରାଟ ବାହିନୀ କଙ୍ଗାରୁ ଦଳକୁ ୬ ୱିକେଟରେ ପରାସ୍ତ କରିଛି । ଟସ ଜିିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତ…

ଓଡ଼ିଶା ରାଜ୍ୟପାଳଙ୍କ ଦ୍ୱାରା ‘ଗାନ୍ଧୀ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଶନିବାର ଦିନ ରାଜଭବନଠାରେ ‘ଗାନ୍ଧୀ’ ପୁସ୍ତକ ଉନ୍ମୋଚିତ କରିଛନ୍ତି । ବିଶିଷ୍ଟ କବି ଭାରତ ମାଝୀ ଓ ବନୋଜ ତ୍ରିପାଠୀଙ୍କ ଦ୍ୱାରା ସଂକଳିତ ଏବଂ ‘ପକ୍ଷୀଘର’ ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଗାନ୍ଧିଜୀଙ୍କୁ ନେଇ ଲେଖା କବିତା ଏବଂ ତାଙ୍କୁ…

ପରିବେଶ ପ୍ରେମୀଙ୍କୁ ଘାରିଲା ଡଲଫିନ୍ ମୃତ୍ୟୁ, ୨୦୧୯ରେ ୪ଟି ମୃତଦେହ ଉଦ୍ଧାର

ବ୍ରହ୍ମଗିରି : ଚଳିତ ବର୍ଷ ଆରମ୍ଭରୁ ତଥା ଜାନୁୟାରୀ ଓ ଫେବୃୟାରୀ ମାସରେ ଚିଲିକା ହ୍ରଦରେ ୪ଟି ବିରଳ ପ୍ରଜାତିର ଇରାୱାଡି ଡଲଫିନର ପ୍ରାଣହାନୀ ଘଟିଛି। ଫଳରେ ଏଭଳି ଘଟଣା ବନବିଭାଗ ଅଧିକାରୀ, ପରିବେଶବିତ୍ ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଏକପ୍ରକାର ଚିନ୍ତାର ବିଷୟ ପାଲଟିଛି । ପୁରୀ ଜିଲ୍ଲାର…

ଯାଜପୁରର ଚଣ୍ଡିଖୋଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ୧ମ ରୁରାଲ୍ କ୍ୟାମ୍ପସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର/ଚଣ୍ଡିଖୋଲ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ୧ମ ଗ୍ରାମାଞ୍ଚଳ କ୍ୟାମ୍ପସ ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସୁଙ୍ଗୁଡ଼ା ପଞ୍ଚାୟତରେ ଏକ ଖେଳପଡ଼ିଆ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି…

ଗହୀରମଥାରେ ୨.୫ ଲକ୍ଷରୁ ଅଧିକ କଇଁଛଙ୍କ ସମୂହ ଅଣ୍ଡାଦାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲାର ଗହୀରମଥାରେ ଅଲିଭ ରିଡଲେ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରାୟ ୨.୫ ଲକ୍ଷରୁ ଅଧିକଅଲିଭ ରିଡଲେ କଇଁଛ ଗତ ୩ ଦିନ ହେଲାଣି ଅଣ୍ଡା ଦେବା ଆରମ୍ଭ କରିଛନ୍ତି । ଏହି ଅଣ୍ଡାଦାନ ପ୍ରକ୍ରିୟା…

ଗଜପତିରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କାମ୍ବାଇ ଗ୍ରାମରେ ଶନିବାର ଦିନ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ ମୃତ ଯୁବତୀଙ୍କ ନାମ ସସ୍ମିତା ମାଝି । ସେ ଆଜି କୌଣସି କାରଣବଶତଃ ବିଷ ପିଇଦେଇଥିଲେ । ପରବର୍ତ୍ତୀ ସମୟରେ ପରିବାର ସଦସ୍ୟ ଗୁରୁତର…

କ୍ରିଷନ୍ କୁମାରଙ୍କ ବଦଳରେ ପ୍ରେମ କୁମାର ଝା ବିଡ଼ିଏ ଉପାଧ୍ୟକ୍ଷ ଭାବେ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରେମ କୁମାର ଝାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ)ର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଅପର୍ଣ କରାଯାଇଛି । ଏନେଇ ରାଜ୍ୟ ସଚିବାଳୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ…

ମ୍ୟାଟ୍ରିକ୍ ଗଣିତ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ନିଲମ୍ବିତ

କଟକ : ମ୍ୟାଟ୍ରିକ୍ ପରୀକ୍ଷାରେ ଶନିବାର ଦିନ ଗଣିତ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ ଆଜି କଳାହାଣ୍ଡି ଜିଲ୍ଲାର ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ୩ଜଣଙ୍କୁ ନିଲମ୍ବିତ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଏସଇ ଅଧ୍ୟକ୍ଷା ଜାହାନ ଆରା ବେଗମ୍…

ପୁଣି ଭାଇରାଲ ହେଲା ମ୍ୟାଟ୍ରିକ ଗଣିତ ପ୍ରଶ୍ନପତ୍ର

ଭୁବନେଶ୍ୱର : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଥମ ଦିନ ସାହିତ୍ୟ ଓ ପରେ ଇଂରାଜୀ ବିଷୟ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଶନିବାର ଦିନ ପୁଣି ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଏହି ଗଣିତ ପ୍ରଶ୍ନପତ୍ର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଭାଇରାଲ ହୋଇଥିବା…