Latest Odisha News

BREAKING NEWS

ବକ୍ସ ଅଫିସରେ କମାଲ୍ କରୁଛି ରଣବୀର-ଆଲିୟାଙ୍କ ‘ଗଲି ବୟ’ !

ମୁମ୍ବାଇ: ବଲିଉଡ଼ର ଚୁଲବୁଲୀ ନାୟିକା ଆଲିୟା ଭଟ୍ଟ ଓ ଷ୍ଟାଇଲିସ୍ ଆକ୍ଟର୍ ରଣବୀର ସିଂହଙ୍କ ଅଭିନୀତ ‘ଗଲି ବୟ’ ଏବେ ବକ୍ସ ଅଫିସରେ କମାଲ୍ କରୁଛି । ଅନେକ ଦିନ ପରେ ଏହି ରୋମାଣ୍ଟିକ୍ ଯୋଡ଼ି ଏହି ଫିଲ୍ମରେ ସେମାନଙ୍କର ଭିନ୍ନ ଅନ୍ଦାଜର ଅଭିନୟରେ ଦର୍ଶକଙ୍କୁ ଆମୋଦିତ କରିପାରୁଛନ୍ତି । ଫେବୃଆରୀ…

ସର୍ବସାଧାରଣରେ ଥିବା ରାଜନେତାଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସାର୍ବଜୈନିକ ସ୍ଥାନରୁ ରାଜନୈତିକ ନେତାମାନଙ୍କର ଫଟୋ ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନିର୍ଦ୍ଦେଶ…

ଜମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାର ମିମେନ୍ଦର ଅଞ୍ଚଳରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ୨ ଆତଙ୍କବାଦୀ ଜୈଶ-ଇ-ମହମ୍ମଦ ସଙ୍ଗଠନର ସଦସ୍ୟ ବୋଲି ସୁତ୍ରରୁ ପ୍ରକାଶ ।…

ଓଡ଼ିଶା ଉପକୂଳରୁ ଶକ୍ତିଶାଳୀ ‘କ୍ୟୁଆରଏସଏମ କ୍ଷେପଣାସ୍ତ୍ର’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ନିୟନ୍ତ୍ରଣ ସୀମା ରେଖା ଅତିକ୍ରମ କରି ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ କରିବାର କିଛି ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରୁ ଭୂପୃଷ୍ଠରୁ ଆକାଶ ଡ଼ିଆରଡ଼ିଓ କ୍ୟୁାଆରଏସଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । Twin Success for Quick…

ଆତଙ୍କବାଦ ବିରୋଧରେ ଯୁଦ୍ଧ: ଭାରତୀୟ ବାୟୁସେନାକୁ ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ: ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ଦିନ ସକାଳେ ଆକ୍ରମଣ କରାଯାଇ ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିବା ଲାଗି ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କର ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ବାୟୁସେନାର ଯବାନଙ୍କୁ ଧନ୍ୟବାଦ ଜ୍ଞାପନ…

ମ୍ୟାଟ୍ରିକ୍ କପି ଘଟଣା: ୩ଟି କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ୍ କଲା ବିଏସଇ

କଟକ: ଏବେ ରାଜ୍ୟରେ ଚାଲିଥିବା ମ୍ୟାଟ୍ରିକ୍ ପରୀକ୍ଷାରେ ୩ଟି କେନ୍ଦ୍ରରେ ବ୍ୟାପକ କପି ହୋଇଥିବା ରିପୋର୍ଟ ପ୍ରସାରିତ ହେବା ପରେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)୩ଟି କେନ୍ଦ୍ରର ଇଂରାଜୀ ପରୀକ୍ଷାକୁ ବାତିଲ୍ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ମଙ୍ଗଳବାର ଦିନ ଓଡ଼ିଶା ମାଧ୍ୟମିକ ଶିକ୍ଷା…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ‘ହେଲୋ ଆର୍ସି’ ଶ୍ରେଷ୍ଠ ସିନେମା, ରବି ପଟ୍ଟନାୟକଙ୍କୁ ‘ଜୟଦେବ ସମ୍ମାନ’

ଭୁବନେଶ୍ୱର : ୨୯ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଜଣାଶୁଣା ଚଳଚ୍ଚିତ୍ର ଏଡିଟର୍ ରବି ଶଙ୍କର ପଟ୍ଟନାୟକଙ୍କୁ ପ୍ରତିଷ୍ଠିତ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରାଯିବ । ଏଥିସହିତ ଓଡିଆ ସିନେମା ହେଲୋ ଆର୍ସିକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି ।…

ସାରା ବିଶ୍ୱ ଦେଖିଲା ଭାରତର ପ୍ରଚଣ୍ଡ ଶକ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଚୁରୁ (ରାଜସ୍ଥାନ): ରାଜସ୍ଥାନର ଚୁରୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିବା ଏକ ସମୁଚିତ ପଦକ୍ଷେପ । ସମଗ୍ର ବିଶ୍ୱବାସୀ ଦେଖିଲେ ଭାରତ ପ୍ରଚଣ୍ଡ ଶକ୍ତି ବୋଲି…

ଜଳ ସଂରକ୍ଷଣ ଲାଗି କୋରାପୁଟକୁ ମିଳିଲା ପୁରସ୍କାର

କୋରାପୁଟ : କେନ୍ଦ୍ର ଜଳ ସମ୍ପଦ ବିକାଶ ମନ୍ତ୍ରୀ ନୀତିନ ଗଡକରି ସୋମବାର ଦିନ ଓଡିଶାର କୋରାପୁଟ ଜିଲ୍ଲାକୁ ଜଳ ସଂରକ୍ଷଣ ନିମନ୍ତେ ପୁରସ୍କୃତ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଭାରତୀୟ ସମ୍ବିଧାନ କ୍ଲବ ପରିସରରେ ଥିବା ମାଭଲଙ୍କର ହଲର ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପୁରସ୍ଖାର ପ୍ରଦାନ କରାଯାଇଛି ।…

ଗଞ୍ଜାମ ଓ କନ୍ଧମାଳରେ ୩ ବ୍ଲକ୍ ସଭାପତିଙ୍କୁ ନିଯୁକ୍ତ କଲେ ନବୀନ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ୩ଟି ବ୍ଲକରେ ସଭାପତିଙ୍କୁ ନିଯୁକ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଦଳୀୟ ଅଧ୍ୟକ୍ଷ ଭାବେ ନବୀନ ଆଜି ଆଡଭୋକେଟ୍ ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କୁ ନିଯୁକ୍ତ କରିଛନ୍ତି ।…