ରାଜ୍ୟରେ ଆଜିଠୁ ୪ ଦିନ ଘଡ଼ଘଡ଼ି ସହ ବର୍ଷା, ପାଣିପାଗ କେନ୍ଦ୍ରର ସତର୍କ ସୂଚନା
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସୋମବାର ଠାରୁ ୪ ଦିନ ଧରି ଘଡ଼ଘଡ଼ି ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ହିମାଳୟର ବଙ୍ଗୀୟ ପାର୍ବତ୍ୟାଞ୍ଚଳ ତଥା ପୂର୍ବ ବିହାରରେ ଘୂର୍ଣ୍ଣିବଳୟ ଅନୁଭୁତ…