Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ମୃତ ଓ ୮ ଆହତ

କେନ୍ଦ୍ରାପଡା/କେନ୍ଦୁଝର/କଟକ/ସୋନପୁର : ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଶନିବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହେବା ସହ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବ୍ଲକ୍ ଅନ୍ତର୍ଗତ ଚିତ୍ରତ୍ପୋଳା ନଦୀବନ୍ଧର…

ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାରେ ମଧ୍ୟମଧରଣର ବର୍ଷା ଜାରି

ଭୁବନେଶ୍ୱର : ରାଜ୍ୟରେ ସାଇକ୍ଲୋନିକ୍ ସର୍କୁଲେସନ୍ ପ୍ରଭାବରେ ଶନିବାର ସକାଳୁ ଉପକୂଳ ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ବର୍ଷା ଓ ଘଡଘଡି ସହ କୋହଲା ପାଗ ଅନୁଭୂତ ହୋଇଛି । ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରାରାଜ୍ୟରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି…

ବାଲୁକାକଳାରେ ସହିଦ ଯବାନଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପୁଲୱାମାଠାରେ ଆତ୍ମଘାତୀ ଆକ୍ରମଣରେ ସହିଦ ସିଆରପିଏଫ୍ ଯବାନଙ୍କୁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶମାତୃକା ଲାଗି ନିଜ ପ୍ରାଣବଳୀ ଦେଇଥିବା ଯବାନଙ୍କ ପାଇଁ ସୁଦର୍ଶନ…

ଭୋର୍ ୪ଟା ୪୫ରେ ୨ଜଣ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିବ

ଭୁବନେଶ୍ୱର: ଜୈଶ-ଇ-ମହମ୍ମଦର ଆତଙ୍କବାଦୀଙ୍କ ବର୍ବୋରଚିତ ଆକ୍ରମଣରେ ଦେଶ ମାତୃକା ଲାଗି ପ୍ରାଣବଳୀ ଦେଇଥିବା ଦୁଇ ଜଣ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର ଭୋର୍ ୪ଟା ୪୫ ମିନିଟ ସମୟରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ । ଜମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ସହିଦ ହୋଇଥିବା ସମସ୍ତ ବୀର…

ଆତଙ୍କବାଦୀଙ୍କୁ କଡ୍ଡା ଜବାବ ଦିଆଯିବ: ମୋଦୀ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ସମଗ୍ର ଦେଶରେ ହଲଚଲ୍ ସୃଷ୍ଟି ହୋଇଛି । ଏହି ଘଟଣାର ପ୍ରତିଶୋଧ ଅପେକ୍ଷାରେ ରହିଛନ୍ତି ଦେଶବାସୀ । ଏହି ଘଟଣାର କଡ଼ା ଭାଷାରେ ତୀବ୍ର ନିନ୍ଦା କରିବା ସହିତ ଭାରତ ମାଟିରୁ ଆତଙ୍କବାଦର ସମ୍ପୂର୍ଣ୍ଣ ବିଲୋପ ଲାଗି ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦେଶବାସୀଙ୍କ…

ସହିଦଙ୍କ ଲାଗି ସମସ୍ତ ଶିକ୍ଷାନୁଷ୍ଠାନରେ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଘଟିଥିବା ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ୨ମିନିଟ୍ ନୀରବ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶମାତୃକା…

ଆତଙ୍କବାଦୀ ଆକ୍ରମଣ ଯବାନଙ୍କ ମନୋବଳ ଭାଙ୍ଗିପାରିବ ନାହିଁ: ଓଡିଶା ଡିଜିପି

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଘଟଣା ସୁରକ୍ଷାବଳଙ୍କ ମନୋବଳ ଭାଙ୍ଗି ପାରିବନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଆର ପି ଶର୍ମା ଶୁକ୍ରବାର ଦିନ କହିଛନ୍ତି । “ ଏହା ଏକ ଖୁବ୍ ଦୁଃଖଦାୟକ…

ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଫସିଲେ ଅଧ୍ୟାପକ

ବାଲେଶ୍ୱର : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବାଲେଶ୍ୱର ଜିଲ୍ଲାର ଏକ ବ୍ଲକଗ୍ରାଣ୍ଟ୍ ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟୟ। ସମ୍ପୃକ୍ତ ଅଧ୍ୟାପକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ତଳନଗର ମହାବିଦ୍ୟାଳୟର ବୋଟାନୀ(ଉଦ୍ଭିଦ ବିଜ୍ଞାନ) ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟୟ। ମିଳିଥିବା ସୂଚନା…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ବ୍ରହ୍ମପୁରରୁ ଭେଲକାନୀ ଓ ତାଞ୍ଜୋର୍ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବରିଷ୍ଠ ନାଗରିକ ମାନେ ଆଜି ତୀର୍ଥଯାତ୍ରାରେ ବ୍ରହ୍ମପୁରରୁ ଭେଲକାନୀ ଓ…

ବୟସର ସାୟାହ୍ନରେ ଗୋମାତା ସେବା ସମର୍ପିତ ଜୀବନ…

ସେମାନେ କଥା କହିପାରନ୍ତି ନାହିଁ । କଷ୍ଟ, ଯନ୍ତ୍ରଣା ହେଲେ ଜଣାଇପାରନ୍ତି ନାହିଁ । ହେଲେ ସେମାନଙ୍କ ବେଦନା ବୁଝିପାରନ୍ତି ଶଙ୍କର । ସେଥିପାଇଁ ତ ବୟସର ଅପରାହ୍ଣରେ ବି ଗାଈ, ଗୋରୁଙ୍କ ସେବାରେ ଲାଗିଛନ୍ତି । ଏବେ ବୃଦ୍ଧାବସ୍ଥାରେ ମଧ୍ୟ ବିଶ୍ରାମ ପରିବର୍ତ୍ତେ ଶଙ୍କର ଦିନରାତି ଗାଈ,…