ସାବରମତୀରେ ଚରଖା ଚଲାଇଲେ ଟ୍ରମ୍ପ-ମେଲାନିଆ
ଅହମ୍ମଦାବାଦ: ସାବରମତୀ ଆଶ୍ରମରେ ଚରଖା ଚଳାଇଲେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ । କେବଳ ସେତିକି ନୁହେଁ ଏହାର କାର୍ଯ୍ୟଶୈଳୀ ମଧ୍ୟ ପଚାରି ବୁଝିଛନ୍ତି ।
ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ ଅହମ୍ମଦାବାରେ…