Latest Odisha News

BREAKING NEWS

‘ସହିଦ ବାଜି ରାଉତ’ଙ୍କ ଉପରେ ପର୍ଯ୍ୟବେଶିତ ଓଡ଼ିଆ ଫିଲ୍ମକୁ ମିଳିଲା ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ୱର: ପ୍ରଡ୍ୟୁସର୍ ସତ୍ୟବ୍ରତ ସାନୁ ରଥଙ୍କ ଦ୍ୱାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ବାଜି ଦ ଇମୋର୍ଟାଲ୍ ବୋଟ୍ ବୟ’ ନୋଇଡ଼ାଠାରେ ଅନୁଷ୍ଠିତ ମର୍ଯ୍ୟାଦାଜନକ ଷଷ୍ଠ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ୨୦୧୯ରେ ଏଡ଼ିଟିଂ କ୍ୟାଟେଗୋରୀରେ  ପୁରସ୍କୃତ ହୋଇଛି । ପୁରସ୍କାର ପ୍ରାପ୍ତ ଏହି…

କୋରାପୁଟରେ ମାଓବାଦୀ ପୋଷ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମ ନିକଟସ୍ଥ ରାସ୍ତା କଡରେ ଶୁକ୍ରବାର ଦିନ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମିଳିଥିବା ସୂଚନାନୁଯାୟୀ ଏହି ପୁକାଲି ଗ୍ରାମ ନିକଟସ୍ଥ ରାସ୍ତା କଡରେ ଥିବା ଏକ ଗଛରେ ଏକ ଲାଲ ରଙ୍ଗର କପଡ଼ା ଉପରେ ମାଓବାଦୀଙ୍କ ପୋଷ୍ଟର…

ଫେବୃଆରୀ ୨୨ରୁ ଆରମ୍ଭ ହେବ ଏବର୍ଷର ମାଟ୍ରିକ୍ ପରୀକ୍ଷା

କଟକ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଚଳିତ ବର୍ଷ ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ଏହି ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଯାଏଁ ଚାଲିବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି ।…

୨୦୧୯ ବଜେଟ୍ ମୁଖ୍ୟାଂଶ: ଚାଷୀ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷପାଇଁ ଏକ ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କରିଛନ୍ତି । ନୂତନ ବଜେଟ୍ରେ ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୧୩.୩ ପ୍ରତିଶତ…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ଏବେ ଅନଲାଇନରେ ହେବ ପରୀକ୍ଷା

କଟକ : ଜାନୁଆରୀ ୧୬ ତାରିଖରେ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ୍ (ଓଟିଇଟି) ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା ପରେ ଏଣିକି ଓଟିଇଟି ପରୀକ୍ଷା ଅନଲାଇନରେ ହେବା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ନିଷ୍ପତ୍ତି ନେଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ୍…

ସିସିଟିଭି କ୍ୟାମେରାରେ କଏଦ ହେଲା ଯୁବତୀଙ୍କ ଗହଣା ଚୋରି

ଭୁବନେଶ୍ୱର : ରାଜଧାନୀର ଏକ ଗହଣା ଦେକାନରୁ ଜଣେ ଯୁବତୀ ଗହଣା ଚୋରି କରୁଥିବା ବେଳେ ଏହି ଘଟଣା ଦେକାନରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି । ରାଜମହଲ ଛକରେ ଥିବା ଏକ ଗହଣା ଦୋକାନରୁ କିଛି ଦିନ ପୂର୍ବରୁ ଉକ୍ତ ଯୁବତୀ ଜଣକ ୨ଟି ସୁନା ମୁଦି ସହ ଦୋକାନରୁ ପ୍ରାୟ ୬୦ ହଜାର ଟଙ୍କାର…

ବଜେଟ୍ ୨୦୧୯: ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଶୁକ୍ରବାର ଦିନ କହିଛନ୍ତି, ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା କର୍ମଚାରୀ, ବରିଷ୍ଠ ନାଗରିକ ତଥା ପେନସନଭୋଗୀମାନଙ୍କୁ ଆଉ କୌଣସି ଟ୍ୟାକ୍ସ ପଇଠ କରିବାକୁ ପଡ଼ିବ ନାହିଁ । ଏହି ଆୟକର ସୀମାକୁ ୫ ଲକ୍ଷ ଟଙ୍କାକୁ…

ବଜେଟ୍ ୨୦୧୯: ପ୍ରତିବର୍ଷ ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୬,୦୦୦ ଟଙ୍କା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ କୃଷକଙ୍କୁ ଚାଷକାର୍ଯ୍ୟରେ ସହାୟତା ପ୍ରଦାନ କରିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଶୁକ୍ରବାର ଦିନ ବଜେଟରେ ଚାଷୀ ମାନଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛନ୍ତି । Presenting Budget 2019 in Lok Sabha. Watch…

୨୦୦ଟି ଦିନିକିଆ ଖେଳି ଇତିହାସ ରଚିଲେ ମହିଳା କ୍ରିକେଟର ମିତାଲି ରାଜ୍

ହାମିଲଟନ: ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ମିତାଲି ରାଜ୍ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱର ପ୍ରଥମ ଖେଳାଳି ଭାବେ ୨୦୦ଟି ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ ଖେଳିବାର ଗୌରବ ହାସଲ କରିଛନ୍ତି । ପୂର୍ବରୁ ସେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଆଇସିସି ଆୱାର୍ଡ଼ ମଧ୍ୟ ହାସଲ କରିପାରିଛନ୍ତି ।…

ଭୁବନରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ମେଡିକାଲର ଉନ୍ନତୀକରଣ ଦାବି କରି ଶୁକ୍ରବାର ଦିନ ବନ୍ଦ ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭୁବନ ମେଡିକାଲର ଉନ୍ନତୀକରଣ ଏବଂ ମେଡିକାଲରେ ଡାକ୍ତର ପଦବୀ ପୂରଣ ଦାବିରେ ଏହି…