ଖୋର୍ଦ୍ଧା: କଲେଜଛାତ୍ରୀଙ୍କୁ ରାସ୍ତାରୁ ଉଠାଇନେଲେ ଦୁର୍ବୃତ୍ତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଳିସାହି ରାସ୍ତାକଡ଼ରେ ଜଣେ କଲେଜ ଫେରନ୍ତା ଛାତ୍ରୀକୁ ଅଜଣା ଦୁର୍ବୃତ୍ତ ଉଠାଇନେଇଥିବା ମଙ୍ଗଳବାର ଦିନ ଅଭିଯୋଗ ହୋଇଛି ।
ପ୍ରାପ୍ତ ସୂଚନାନୁସାରେ, କଲେଜରୁ ଛାତ୍ରୀ ଜଣକ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ପ୍ରକାଶ । ସ୍ଥାନୀୟ…